Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category
Today’s Highlight
ହଟକେଶ୍ୱର ମହାଦେବ ମନ୍ଦିରରୁ ଚୋରୀ
ଖୋର୍ଦ୍ଧା; ପ୍ରସିଦ୍ଧ ଶୈବପୀଠ ବାଘମାରି ସ୍ଥିତ ହଟକେଶ୍ୱର ମହାଦେବଙ୍କ ମନ୍ଦିରରୁ ବିଳମ୍ବିତ ରାତିରେ ଚୋରି । ବାବା ହଟ୍ଟକେଶ୍ଵର ଦେବଙ୍କ ପ୍ରାୟ ୭୦୦୦୦ ଟଙ୍କା ମୂଲ୍ୟର ରୁପାର ନାଗ, ବଡ ପିତ୍ତଳ ନାଗ, ଦୁଇଟି ହୁଣ୍ଡିବାକ୍ସ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୁପାର କିରିଟ ଓ ମା’ ପାର୍ବତୀଙ୍କ!-->…
Read More...
Read More...
ବିଏସ୍ଏଫ୍ ଯବାନଙ୍କ ଆକ୍ରମଣରେ ଆହତ ଟ୍ରାଫିକ କନଷ୍ଟେବଲ
ଭୁବନେଶ୍ବର୍; ରାଜଧାନୀ ଭୁବନେଶ୍ୱରର ଭିଏସଏସ ନଗରରେ ଗାଡ଼ି ପାର୍କିଂକୁ ନେଇ ଗଣ୍ଡଗୋଳ। ଜଣେ ବିଏସ୍ଏଫ୍ ଯବାନଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ଜଣେ ଟ୍ରାଫିକ କନଷ୍ଟେବଲ। ଆହତ କନଷ୍ଟେବଳଙ୍କ ନାଁ ମନୋଜ ବେହେରା। ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ!-->…
Read More...
Read More...
କଂଗ୍ରେସ ମହାଅଧିବେଶନରେ ସୋନିଆଙ୍କ ଇଶାରାକୁ ନେଇ ଚର୍ଚ୍ଚା
ରାୟପୁର; କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଇଶାରାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଛତିଶଗଡର ରାଜଧାନୀ ରାୟପୁରରେ କଂଗ୍ରେସ ପକ୍ଷରୁ ଚାଲିଥିବା ସାଧାରଣ ଅଧିବେଶନରେ ସୋନିଆ ଗାନ୍ଧି ଦେଇଥିବା ବକ୍ତବ୍ୟରେ ସେମିତି କିଛି ଇଶାରା ଦେଇଛନ୍ତି। ରାୟପପୁରେ କଂଗ୍ରେସ ପକ୍ଷରୁ ଚାଲିଥିବା!-->…
Read More...
Read More...
ନକ୍ସଲ ଗୁଳିରେ ୩ ଯବାନ ସହିଦ, ୨ ଗୁରୁତର ଆହତ
ଛତିଶଗଡ; ନକ୍ସଲ ଗୁଳିରେ ୩ ଯବାନ ସହିଦ, ୨ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲକୁ ନିଆଯାଇଛି। କୁନ୍ଦେଡ ଓ ଜାଗେରଗୁଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରସନ ବେଳେ ମାଓବାଦୀଙ୍କ ଆମ୍ବ୍ୟୁସରେ ଫସି ଯାଇଥିଲେ ଯବାନ । ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ସହ!-->…
Read More...
Read More...
ଟ୍ରାଇଥଲନ ପ୍ରତିଯୋଗିତାରେ ଜଣେ ଖେଳାଳୀଙ୍କ ମୃତ୍ୟୁ
ପୁରୀ: ପୁରୀ-କୋଣାର୍କ ରାସ୍ତାର ରାମଚଣ୍ଡୀଠାରେ ଚାଲିଥିବା ଟ୍ରାଇଥୋଲନ ପ୍ରତିଯୋଗିତାରେ ଭାଗ ନେଇଥିବା ଜଣେ ପ୍ରତିଯୋଗୀଙ୍କ ଆଜି ଅକାଳ ମୃତ୍ୟୁ ହୋଇଛି। ପ୍ରତିଯୋଗିତାରେ ଭାଗ ନେଇଥିବା ରାଜସ୍ଥାନ ଅଂଚଳର ନିତୀନ ସୋନିଙ୍କ ମୃତ୍ୟୁ ହୋଇଛି।
ସୂଚନାଯୋଗ୍ୟ; ଆୟୋଜିତ ପ୍ରତିଯୋଗିତାରେ!-->!-->!-->…
Read More...
Read More...
ଚିକିତ୍ସା ପାଇଁ ଦିଲ୍ଲୀରୁ ହାଇଦ୍ରାବାଦ ଗଲେ ଅଭିନେତା ପିଣ୍ଟୁ ନନ୍ଦ
ଭୁବନେଶ୍ବର; ଅଧିକ ଚିକିତ୍ସା ପାଇଁ ଦିଲ୍ଲୀରୁ ହାଇଦ୍ରାବାଦ ଗଲେ ଅଭିନେତା ପିଣ୍ଟୁ ନନ୍ଦ। ଆଜି ତାଙ୍କୁ ନୂଆଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି। ଲିଭର ସିରୋସିସ ରୋଗରେ ପୀଡ଼ିତ ଥିବା ପିଣ୍ଟୁ ନନ୍ଦ ଗତ ୭ ତାରିଖରେ ନୂଆ ଦିଲ୍ଲୀସ୍ଥିତ ILBS ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।!-->…
Read More...
Read More...
ମାର୍ଚ୍ଚ ୫ରେ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶନ ହେବ ’ଡାକୋଟା’
ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ୫ରେ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶନ ହେବ ’ଡାକୋଟା’ ବିମାନ। ବିମାନବନ୍ଦର ଟର୍ମିନାଲ ଓ୍ବାନ୍ ସାମ୍ନାକୁ ଆସିଲାଣି ଡାକୋଟା । ପ୍ରବାଦପୁରୁଷ ବିଜୁବାବୁଙ୍କ ପ୍ରିୟ ବିମାନ ଡାକୋଟାର ବିଭିନ୍ନ ଅଂଶର ଖଞ୍ଜାଖଞ୍ଜି କାମ ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି । ଏବେ!-->…
Read More...
Read More...
୪ ଦିନିଆ ରିମାଣ୍ଡରେ ଗଲେ ବାବୁରାମ ଦେ
ବାଲେଶ୍ୱର: ବରିଷ୍ଠ ବୈଷୟିକ ଅଧିକାରୀ ବାବୁରାମ ଦେ’ଙ୍କୁ ପୁଲିସ ୪ ଦିନିଆ ରିମାଣ୍ଡରେ ନେଇଛି। ପାକିସ୍ତାନକୁ ତଥ୍ୟ ଲିକ୍ ଅଭିଯୋଗରେ ଗିରଫ ମାମଲାରେ ଗତକାଲି ଗିରଫ ହୋଇଥିବା ଚାନ୍ଦିପୁରସ୍ଥିତ ଆଇଟିଆର୍ର ବରିଷ୍ଠ ବୈଷୟିକ ଅଧିକାରୀ ବାବୁରାମ ଦେ’ଙ୍କୁ ପୁଲିସ ୪ ଦିନିଆ ରିମାଣ୍ଡରେ ନେଇଛି।!-->…
Read More...
Read More...
ହୋଲି ପାଇଁ ବାଙ୍କେ ବିହାରୀ ମନ୍ଦିରରେ କଟକଣା
ମଥୁରା: ହୋଲି ପାଇଁ ବାଙ୍କ ବିହାରୀ ମନ୍ଦିରରେ ଲାଗିଲା କଟକଣା। ମଥୁରାର ବୃନ୍ଦାବନରେ ଥିବା ବାଙ୍କବିହାରୀ ମନ୍ଦିରରେ ହୋଲି ଦିନ ଭକ୍ତମାନେ ସେମାନଙ୍କ ଠାକୁରଜୀ (ଶ୍ରୀକୃଷ୍ଣ) ଙ୍କ ସହ ହୋଲି ଖେଳନ୍ତି | ଆଗକୁ ହୋଲିର ପର୍ବ ଥିବାରୁ ବାଙ୍କବିହାରୀ ମନ୍ଦିର କର୍ତ୍ତୃପକ୍ଷ ଭକ୍ତମାନଙ୍କୁ କିଛି!-->…
Read More...
Read More...
ବିଶ୍ୱ ଭୂଷଣ ହରିଚନ୍ଦନ ହେଲେ ଛତିଶଗଡର ନବମ ରାଜ୍ୟପାଳ
ଛତିଶଗଡ; ଆନ୍ଧ୍ରପ୍ରଦେଶର ପୂର୍ବତନ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ଛତିଶଗଡର ନବମ ରାଜ୍ୟପାଳ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି। ରାଜ୍ୟ ରାଜଧାନୀ ରାୟପୁରର ରାଜଭବନରେ ଏକ ଭବ୍ୟ ସମାରୋହରେ ବିଶ୍ୱ ଭୂଷଣ ଶପଥ ଗ୍ରହଣ କରିଛନ୍ତି। ଛତିଶଗଡ ହାଇକୋର୍ଟର ପ୍ରଧାନ ବିଚାରପତି ଅରୁପ କୁମାର!-->…
Read More...
Read More...