Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଶିଳ୍ପ ନିବେଶକୁ ବଡ଼ ପ୍ରୋତ୍ସାହନ, ୩୭ ପ୍ରକଳ୍ପ ପାଇଁ ଜମି ଆବଣ୍ଟନକୁ ମଞ୍ଜୁରି
ଓଡ଼ିଶାର ୧୪ ଓଏଏସ୍ ଅଧିକାରୀଙ୍କୁ ଆଇଏଏସ୍ ପଦୋନ୍ନତି
ରାଜ୍ୟର ସବୁ ସ୍କୁଲରେ ପାଳନ ହେବ ଗୁରୁ ଦିବସ
ଚେନ୍ନାଇରେ ହେବ ଅଲିମ୍ପିକ୍ ସିଟି ଓ ମୋଟୋରସ୍ପୋର୍ଟସ୍ ସିଟି, ଆସିବ ଫର୍ମୁଲା-୧ ରେସ୍
ସତ୍ୟେନ୍ଦ୍ର ଜୈନ୍ଙ୍କୁ STP ଘୋଟାଲା ମାମଲାରେ ଜାମିନ୍
ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ ପଡିଲା ରାଘବ ଚଢ଼ାଙ୍କ ନାଁ
Browsing Category
Today’s Highlight
ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଠିକା ଶ୍ରମିକଙ୍କ ମୃତ୍ୟୁ
ରାଉରକେଲା; ପୁରୁଷ ହକି ବିଶ୍ୱକପ୍ ପୂର୍ବରୁ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଘଟିଲା ଅଘଟଣ। ଆଜି ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି ଠିକା ଶ୍ରମିକ । ମୃତକ ହେଲେ ଗୋପାଳ ତୀର୍କୀ । ତାଙ୍କ ଘର ଲାଠିକଟା ବ୍ଲକ ଟାଇଁସର ପଞ୍ଚାୟତ ଅନ୍ତର୍ଗତ ମାଙ୍ଗରାଟୋଲା ଗାଁରେ । ସେ ଦୀପଶିକ୍ଷା!-->…
Read More...
Read More...
ନବୀନ ନିବାସରେ ଏକାଠି ହେଲେ ଶତାଧିକ ହକିପ୍ରେମୀ
ଭୁବନେଶ୍ବର; ସାରା ରାଜ୍ୟରେ ଏବେ ହକିର ମାହୋଲ । ପୁରପଲ୍ଲୀ, ସହର ବଜାର ସବୁଆଡେ ଏବେ ହକିକୁ ନେଇ ଚର୍ଚ୍ଚା। କଟକରୁ ସୁନ୍ଦରଗଡ, ସବୁଆଡେ ଉତ୍ସବ ଚାଲିଛି। ଏଥର ପ୍ରଥମ ଥର ପାଇଁ ହକିର ଏନ୍ତୁଡିଶାଳ ସୁନ୍ଦରଗଡରେ ହକି ବିଶ୍ବକପ୍ ଆୟୋଜନ କରାଯାଇଛି। ତା ସହିତ ରାଉରକେଲାରେ ବିଶ୍ବର ବୃହତ୍ତମ ହକି!-->…
Read More...
Read More...
କାଲି କଟକରେ ଦିନ ୨ଟା ପରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ
କଟକ; ହକି ବିଶ୍ବକପ ପାଇଁ ସଜେଇ ହେଉଛି ସାରା ଓଡିଶା । ଜାନୁଆରୀ ୧୧ ଅର୍ଥାତ୍ ଆସନ୍ତାକାଲି ବାରବାଟୀ ମଇଦାନରେ ବାଜିବ ହକି ବିଶ୍ୱ କପର ବିଗୁଲ୍ । ହକି ବିଶ୍ବକପ ଉଦଘାଟନୀ ଉତ୍ସବ ପାଇଁ କାଲି କଟକରେ ଦିନ ୨ଟା ପରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସରକାରୀ ଓ ବେସରକାରୀ ସ୍କୁଲ୍, କଲେଜ ଆଦି!-->…
Read More...
Read More...
ଟ୍ରାଙ୍କୁଲାଇଜ ହେଲା ଦନ୍ତା
ପୁରୀ; ଟ୍ରାଙ୍କୁଲାଇଜ ହେଲା ପୁରୀରେ ଉପଦ୍ରବ ଚଳାଇଥିବା ହାତୀ । ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ହାତୀକୁ ଟ୍ରାଙ୍କୁଲାଇଜ କରାଯାଇଛି ବନବିଭାଗ। ସୋମବାରଠୁ ପୁରୀରେ ଉପଦ୍ରବ ଚଳାଇଥିଲା ହାତୀ । ଗତକିଛି ଦିନ ହେବ ହାତୀଟି ଚନ୍ଦନପୁର, ପ୍ରତାପପୁରୁଷୋତ୍ତମପୁର, ପାଙ୍କଳ ଓ କୃଷ୍ଣଜନପୁର ଅଞ୍ଚଳରେ!-->…
Read More...
Read More...
ଭୂକମ୍ପରେ ଦୋହଲିଲା ଇଣ୍ଡୋନେସିଆ
ଇଣ୍ଡୋନେସିଆ; ବିଳମ୍ବିତ ରାତିରେ ଭୟଙ୍କର ଭୂକମ୍ପରେ ଦୋହଲିଲା ଇଣ୍ଡୋନେସିଆ । ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା ୭.୭ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମୀ ଆଲର୍ଟ ଜାରି କରାଯାଇଛି । ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ୨.୪୭ ମିନିଟ୍ରେ!-->…
Read More...
Read More...
ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ
ରାଉରକେଲା; ଭିଜିଲାନ୍ସ କବଜ୍ଜାରେ ପଡ଼ିଲେ ରାଉରକେଲା ଆରଡବ୍ଲୁ ଡିଭିଜନର କନିଷ୍ଠ କିରାଣୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ କିରାଣି ନନ୍ଦୀ କିଶୋର ନାଥଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ନନ୍ଦୀ କିଶୋର ରାଉରକେଲା ଆରଡବ୍ଲୁ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ୍ରେ!-->…
Read More...
Read More...
ଦିଲ୍ଲୀରେ ଗଡିବନି ଗାଡ଼ି
ଦିଲ୍ଲୀ; ଦିଲ୍ଲୀରେ ବିଗିଡ଼ିବାରେ ଲାଗିଛି ସ୍ଥିତି । ବଢ଼ିଚାଲିଛି ବାୟୁ ପ୍ରଦୂଷଣ । ଦିନକୁ ଦିନ ଖରାପ ହେବାରେ ଲାଗିଛି ବାୟୁର ଗୁଣବତ୍ତା ବା ଏକ୍ୟୁଆଇ । ବାୟୁର ଧିମାଗତି ତଥା ତାପମାତ୍ରା ହ୍ରାସ ଯୋଗୁ ଦିଲ୍ଲୀ ସ୍ଥିତି ସଂଗୀନ ହେବାରେ ଲାଗିଛି । ଏନେଇ ଆଜିଠାରୁ ଆସନ୍ତା ଶୁକ୍ରବାର ଯାଏ!-->…
Read More...
Read More...
ଆଜିଠୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ
ଗୋୖହାଟୀ; ଆଜିଠାରୁ ଭାରତ-ଶ୍ରୀଲଙ୍କା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ । ଗୌହାଟୀରେ ପ୍ରଥମ ମ୍ୟାଚ୍ ଖେଳାଯିବ । ଟି-୨୦ ସିରିଜ୍ ଜିତିବା ପରେ ଦିନିକିଆ ବିଜୟ ଲକ୍ଷ୍ୟରେ ରୋହିତ ବାହିନୀ । ପ୍ରଥମ ମ୍ୟାଚ୍କୁ ଟ୍ବେଣ୍ଟି-୨୦ରେ ବିଶ୍ରାମ ନେଇଥିବା ତାରକା ଖେଳାଳି ଅଧିନାୟକ ରୋହିତ!-->…
Read More...
Read More...
ମିଶନ ଶକ୍ତି ଗ୍ରୁଫକୁ ସୁଧ ରିହାତି
୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପର ବ୍ୟାଙ୍କ ଖାତାକୁ ଗଲା ୧୨୫ କୋଟି ଟଙ୍କା ସୁଧ ରିହାତିଆଗାମୀ ୫ ବର୍ଷରେ ମିଳିବ ୧୨୦୦ କୋଟି ଟଙ୍କାର ସୁଧ ରିହାତିମା ମାନେ ଆଜି ବିଭିନ୍ନ କ୍ଷେତ୍ରରେ ନିଷ୍ପତ୍ତି ନେଇପାରୁଛନ୍ତି, ଏହା ହିଁ ପ୍ରକୃତ ରୂପାନ୍ତର - ମୁଖ୍ୟମନ୍ତ୍ରୀମା ମାନଙ୍କୁ ଉଦ୍ୟୋଗୀ ଭାବରେ!-->…
Read More...
Read More...
ଜଳିଗଲା ପର୍ଯ୍ୟଟକଙ୍କ ବସ୍
ସାକ୍ଷୀଗୋପାଳ; ସାକ୍ଷୀଗୋପାଳ ମନ୍ଦିର ପାଖରେ ପାର୍କିଂ ହୋଇଥିବାବେଳେ ଏକ ବସ୍ ଜଳିଯାଇଛି। ସାକ୍ଷୀଗୋପାଳ ମନ୍ଦିର ପଛ ପଟେ ଘଟିଛି ଅଘଟଣ । ଅଗ୍ନିକାଣ୍ଡରେ କାହାର କୌଣସି କ୍ଷତି ହୋଇ ନଥିବା ବେଳେ ବସରେ ଥିବା ଯାତ୍ରୀଙ୍କ ଲୁଗା ପଟା ସହିତ ଆବଶ୍ୟକ ଜିନିଷ ପୋଡି ଯାଇଛି।
ମିଳିଥିବା ସୂଚନା!-->!-->!-->…
Read More...
Read More...