ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category

Today’s Highlight

ଆଇନଜୀବୀଙ୍କ ଉପରୁ ହଟିଲା କଟକଣା

ସମ୍ବଲପୁର; ନିର୍ଦ୍ଦେଶ କୋହଳ କଲା ବାର୍‌ କାଉନସିଲ ଅଫ୍ ଇଣ୍ଡିଆ । ସମ୍ବଲପୁର ବାର୍‌ ଆସୋସିଏଶନର ସମସ୍ତ ସଭ୍ୟଙ୍କ ଲାଇସେନ୍ସ ରଦ୍ଦ ନେଇ ହୋଇଥିବା ନିର୍ଦ୍ଦେଶନାମାକୁ ବାର୍‌ କାଉନସିଲ ଅଫ ଇଣ୍ଡିଆ ପ୍ରତ୍ୟାହାର କରିନେଇଛି । କୋର୍ଟ ପରିସରରେ ହୋଇଥିବା ଘଟଣାରେ ମୋଟ୍ ୫୪ ଜଣ ଆଇନଜୀବୀଙ୍କୁ
Read More...

ରକୁଲ ପ୍ରୀତ ସିଂଙ୍କୁ ଇଡିର ନୋଟିସ୍

ହାଇଦ୍ରାବାଦ; ବହୁଚର୍ଚ୍ଚିତ ଟଲିଉଡ ଡ୍ରଗ୍ସ ଓ ମନି ଲଣ୍ଡ୍ରିଂ ମାମଲାରେ ତେଲୁଗୁ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ରକୁଲପ୍ରୀତ ସିଂଙ୍କ ଅଡୁଆ ବଢିଛି ।ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ ଜାରି କରିଛି। ମିଡିଆ ରିପୋର୍ଟ ଅନୁସାରେ ଦୁଇଟି ଅଲଗା ଅଲଗା ମାମଲାରେ
Read More...

ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ବର; ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୧୯୯୬ ବ୍ୟାଚ୍ ଆଇଏଏସ୍ ଉଷା ପାଢ଼ୀ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି
Read More...

୨୧୪ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୪ଟି ମିଶନ ଶକ୍ତି ଭବନ ଉଦ୍‌ଘାଟିତବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ଯୋଜନା ରେ ଏ ପର୍ଯ୍ୟନ୍ତ ଆଠ ଲକ୍ଷ ଲୋକ ଉପକାର ପାଇଲେଣି.ଲୋକଙ୍କ ଆସ୍ଥା ଓ ବିଶ୍ବାସକୁ ବଜାୟ ରଖିବା ପାଇଁ ଆମେ କାମ କରୁଛୁ - ମୁଖ୍ୟମନ୍ତ୍ରୀ ଜଗତସିଂହପୁର; ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର ଜିଲ୍ଲାରେ
Read More...

ଭାରତ ଫେରିବେ ନୀରବ ମୋଦୀ

ନୂଆଦିଲ୍ଲୀ; ଭାରତ ଫେରିବାକୁ ବାଧ୍ୟ ହେବେ ପଳାତକ ନୀରବ ମୋଦୀ । କାରଣ ଭାରତ ନଫେରିବା ନେଇ ସେ ଲଣ୍ଡନ ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି ଲଣ୍ଡନ ସୁପ୍ରିମକୋର୍ଟ । ଏବେ ତାଙ୍କ ପାଖରେ ଆଇନଗତ ଭାବେ ଅନ୍ୟ କିଛି ବିକଳ୍ପ ନଥିବାରୁ ସେ ଭାରତ ଫେରିବା ପ୍ରାୟ ତ ନିଶ୍ଚିତ
Read More...

ନୂଆବର୍ଷରୁ ଶ୍ରୀମନ୍ଦିରକୁ ମୋବାଇଲ ମନା

ପୁରୀ; ନୂଆବର୍ଷରୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ଉପରେ ଲାଗିଲା କଟକଣା । ସେ ସେବାୟତ ହୁଅନ୍ତୁ କି କର୍ମଚାରୀ କେହି ବି ଶ୍ରୀମନ୍ଦିରକୁ ମୋବାଇଲ ଧରି ପ୍ରବେଶ କରିପାରିବେ ନାହିଁ । ତେବେ ଶ୍ରୀମନ୍ଦିରର ଦୁଇଟି ଦ୍ୱାରରେ ଯଥା-ସିଂହଦ୍ୱାର ଓ ଦକ୍ଷିଣଦ୍ୱାରରେ ମୋବାଇଲ ରଖିବାକୁ ବ୍ୟବସ୍ଥା
Read More...

ରାଜଧାନୀରେ ମଶା ମାରିବ ଡ୍ରୋନ୍

ଭୁବନେଶ୍ବର; ରାଜଧାନୀରେ ଚାରିଆଡ଼େ ବଢିବାରେ ଲାଗୁଛି ମଶାଙ୍କ ଉପଦ୍ରବ । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ମଶାଙ୍କ ଦମନ ପାଇଁ ବିଏମସି ପକ୍ଷରୁ ପ୍ରସ୍ତୁତ ହୋଇଛି ଆକ୍ସନ ପ୍ଲାନ୍ । ରାଜଧାନୀରେ ଏବେ ମଶା ଦମନରେ ବ୍ୟବହାର ହେବ ଡ୍ରୋନ୍ । ମଶା ବଂଶ ବିସ୍ତାର ରୋକିବାକୁ ମାସେ ପର୍ଯ୍ୟନ୍ତ
Read More...

ସେମିରେ ମରକ୍କୋ ହାରିବାରୁ ଫ୍ୟାନ୍ସଙ୍କ ଜଳାପୋଡା

ନ୍ୟୂଜ୍ ବ୍ୟୁରୋ; ଫିଫା ବିଶ୍ୱକପ ସେମିଫାଇନାଲରେ ମରକ୍କୋକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଫ୍ରାନ୍ସ । ଡିସେମ୍ବର ୧୮ରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବେ ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା । ସେମିରେ ଫ୍ରାନ୍ସ ମରକ୍କୋକୁ ୨-୦ରେ ହରାଇଛି । ମରକ୍କୋ ହାରିଯିବା ପରେ
Read More...

ଚୀନକୁ ଜବାବ ଦେବ ଭାରତର ୧୫ ମିସାଇଲ୍

ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତ-ଚାଇନା ମଧ୍ୟରେ ହୋଇଥିବା ସଂଘର୍ଷ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହାକୁ ନେଇ ଆଲର୍ଟ ମୋଡରେ ରହିଛି ଭାରତୀୟ ସ୍ଥଳସେନା ଓ ବାୟୁସେନା । ବିଭିନ୍ନ କ୍ଷେତ୍ରରେ ଚୀନ ଆକ୍ରମଣ ନେଇ ଚେଷ୍ଟା କରୁଥିବା ବେଳେ ଚୀନର ସମସ୍ତ ଘୃଣ୍ୟ ପଦକ୍ଷେପକୁ ମାତ
Read More...

ନୂଆ ଢ଼ାଞ୍ଚାରେ ସିବିଏସି ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ; ଚଳିତ ଶିକ୍ଷାବର୍ଷ ୨୦୨୨-୨୩ରୁ ସିବିଏସି ନୂଆ ପାଟର୍ଣ୍ଣରେ ପରୀକ୍ଷା କରାଇବ । ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଏଥର ଆରମ୍ଭ ହେବ କମ୍ପିଟେନ୍ସି ପାଟର୍ଣ୍ଣ । ଜାତୀୟ ଶିକ୍ଷା ନୀତି ୨୦୨୩ ଅନୁସାରେ, ଦଶମ ଶ୍ରେଣୀ ପରୀକ୍ଷାର ୪୦ ପ୍ରତିଶତ ଓ ଦ୍ୱାଦଶ ପରୀକ୍ଷାର ୩୦ ପ୍ରତିଶତ
Read More...