ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category

Today’s Highlight

ହକି ବିଶ୍ୱକପରେ ଗୀତ ଗାଇବେ ଆଦିବାସୀ ଝିଅ ନମିତା

ଭୁବନେଶ୍ବର; ହକି ବିଶ୍ୱକପ ଜରିଆରେ ସାରା ବିଶ୍ବ ଶୁଣିବ ଆଦିବାସୀ ଝିଅର ସ୍ବର । ଉଦଘାଟନୀ ସମାରୋହରେ ଗୀତ ଗାଇବେ ଓଡ଼ିଆ ଝିଅ ନମିତା ମେଲେକା । ବିଶ୍ୱକପ ହକିରେ ଗୀତ ଗାଇବା ପାଇଁ ନମିତାଙ୍କୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ପାରିଶ୍ରମିକ ବାବଦକୁ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି । ଏହି ଗୀତ
Read More...

ହକି ବିଶ୍ବକପ ପାଇଁ ଆଜିଠୁ ଅଫ୍‌ଲାଇନ୍ ଟିକେଟ ବିକ୍ରି

ଭୁବନେଶ୍ବର; ଆରମ୍ଭ ହେଲା ହକି ମହାକୁମ୍ଭ ପାଇଁ କାଉଣ୍ଟଡାଉନ । ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେବ ହକି ବିଶ୍ବକପ । ଏଥିପାଇଁ ଆଜିଠୁ ଅଫ୍‌ଲାଇନ୍ ଟିକେଟ ବିକ୍ରି ହେବ । ଉଭୟ ଭୁବନେଶ୍ୱର ଓ ରାଉଲକେଲାରେ ବିକ୍ରି ହେବ ଏହି ଟିକେଟ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ୮ ନମ୍ବର ଗେଟ୍ ଏବଂ
Read More...

ଭଙ୍ଗାରୁଜା ଘଟଣାରେ ଆଉ ୩ ଆଇନଜୀବୀ ଗିରଫ

ସମ୍ବଲପୁର; ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ସମ୍ବଲପୁରରେ ହୋଇଥିବା ଆନ୍ଦୋଳନ ଘଟଣାରେ ବଢୁଛି ଗିରଫଦାରୀ । ଆଉ ୩ ଜଣ ଆଇନଜୀବୀଙ୍କୁ ଗିରଫ କରିଛି ପୁଲିସ୍‌ । ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଆଇନଜୀବୀ ଅଛନ୍ତି । ଗିରଫ ଆଇନଜୀବୀମାନେ ହେଉଛନ୍ତି- ବିଷ୍ଣୁପ୍ରିୟା ଭୋଇ, ସେବତୀ ବନ୍‌ଛୋର ଏବଂ
Read More...

ନୌସେନାରେ ସାମିଲ ହେଲା ଆଇଏନଏସ୍ ମୋର୍ମୁଗାଓ

ନୂଆଦିଲ୍ଲୀ; ଶକ୍ତିଶାଳୀ ହେଉଛି ଭାରତୀୟ ନୌସେନା । ସମୁଦ୍ରରେ ନିଜର ଉପସ୍ଥିତି ଜାହିର କରିବ ଭାରତର ବାହୁବଳୀ ମୋର୍ମୁଗାଓ । ପି-୧୫୮ ଷ୍ଟେଲଥ ଗାଇଡେଡ ମିସାଇଲ ଡେଷ୍ଟ୍ରୟର ଭାବେ ପରିଚିତ ମୋର୍ମୁଗାଓକୁ ନୌସେନାକୁ ସମର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସ୍ୱଦେଶୀ ଜ୍ଞାନ
Read More...

କିଏ ହାତେଇବ ଟାଇଟଲ

କତାର; ଆଜି ଫିଫା ବିଶ୍ୱକପ ଫାଇନାଲ ମୁକାବିଲା । ଫାଇନାଲ ଟ୍ରଫି ପାଇଁ ଆଜି ରାତି ସାଢେ ୮ଟାରେ କତାରର ଲୁସାଇଲ ଆଇକନିକ୍ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଆର୍ଜେଣ୍ଟିନା-ଫ୍ରାନ୍ସ । ଫୁଟବଲ ରୢାଙ୍କର ୪ ନମ୍ବରରେ ଥିବା ଫ୍ରାନ୍ସ ଓ ତିନି ନମ୍ବରରେ ଥିବା ଆର୍ଜେଟିଂନା ଦୁଇଟି ଲେଖାଏଁ ବିଶ୍ୱକପ
Read More...

‘ଅବତାର-୨’ ଫିଲ୍ମ ଦେଖିବା ବେଳେ ଚାଲିଗଲା ଜୀବନ

କାକିନାଡା; ନିକଟରେ ରିଲିଜ୍‌ ହୋଇଛି ବହୁ ଚର୍ଚ୍ଚିତ ହଲିଉଡ୍‌ ଫିଲ୍ମ ଅବତାର-୨ । ସବୁ ହଲ୍‌ ହାଉସ୍ ଫୁଲ୍ ଥିବା ବେଳେ ଫିଲ୍ମ ରିଲିଜ୍‌ ହେବାର ପ୍ରଥମ ଦିନରେ ଦେଖାଦେଇଛି ଅଘଟଣ । ଆନ୍ଧ୍ରପ୍ରଦେଶ କାକିନାଡ଼ାର ପେଡ୍ଡାପୁରମ୍‌ ସହରରେ ଜଣେ ବ୍ୟକ୍ତି ଅବତାର-୨ ଦେଖୁଥିବା ବେଳେ ପ୍ରାଣ ହରାଇଛନ୍ତି
Read More...

ପୁଣି ବଢ଼ିଲା ସିଏନଜି ମୂଲ୍ୟ

ନୂଆଦିଲ୍ଲୀ; ନୂଆବର୍ଷ ପୂର୍ବରୁ ଦିଲ୍ଲୀବାସୀଙ୍କୁ ମହଙ୍ଗା ମାଡ଼ । ଦିଲ୍ଲୀ-ଏନସିଆରରେ ପୁଣି ବଢ଼ିଲା ସିଏନଜି ମୂଲ୍ୟ । ଶନିବାର ସକାଳ ୬ଟାରୁ ଲାଗୁ ହୋଇଛି ଏହି ନୂଆ ଦର । ଆଇଜିଏଲ୍ ଦିଲ୍ଲୀରେ ସିଏନଜି ମୂଲ୍ୟ ୭୮.୬୧ରୁ କିଲୋପ୍ରତି ୭୯.୫୬ ଟଙ୍କାକୁ ବୃଦ୍ଧି କରିଛି । ନୋଏଡା, ଗ୍ରେଟର ନୋଏଡା ଏବଂ
Read More...

ବେକରେ ପଶିଗଲା ଜେଭଲିନ୍, ଛାତ୍ର ଗୁରୁତର

ବଲାଙ୍ଗୀର: ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ଏକ ଅଘଟଣ ଘଟିଯାଇଛି । ଆଜି ସ୍କୁଲର ବାର୍ଷିକ କ୍ରୀଡା ଥିବା ବେଳେ ଜଣେ ଛାତ୍ର ଜେ‌ଭଲିନ୍‌ ମାରୁଥିବା ବେଳେ ଅନ୍ୟ ଜଣଙ୍କ ବେକରେ ପଶି ଯାଇଥିଲା। ନବମ ଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି I ଛାତ୍ରଙ୍କ ନାମ
Read More...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଗଜପତି; ବଢିବାରେ ଲାଗିଛି ଭିଜିଲାନ୍ସ ଚଢାଉ । ପ୍ରତିଦିନ ଭିଜିଲାନ୍ସ ଜାଲରେ ପଡୁଛନ୍ତି ସରକାରୀ ଯନ୍ତ୍ରୀମାନେ । ଆଜି ବି ଗଜପତି ଜିଲ୍ଲା ରାୟଗଡ଼ ପଞ୍ଚାୟତ ସମିତିର ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁ ଭିଜିଲାନ୍ସ କବଜାରେ ପଡିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ
Read More...

ଖାଁ ଖାଁ ଚୀନର ବେଜିଂ ସହର

ବେଜିଂ; ଚୀନରେ କରୋନା ସଂକ୍ରମଣରେ ଲାଗୁନି ବ୍ରେକ୍ । ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ମହାମାରୀ । ଜିରୋ କୋଭିଡ୍ ପିଲିସି ଚୀନରେ ଫେଲ୍ ମାରିଛି । ସଂକ୍ରମଣ ବଢ଼ୁଥିବାରୁ ୨ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ବେଜିଂ ଜନଶୂନ୍ୟ ହୋଇପଡ଼ିଛି । ଏବେ ଏହାର ପ୍ରଭାବରେ ଦୋକାନ
Read More...