Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍ ବଜାରକୁ ଆଣିବ ପ୍ୟାକେଟ୍ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category
Today’s Highlight
ଦିଲ୍ଲୀ ଏମସ୍ ସର୍ଭର ହ୍ୟାକ କଲା ଚୀନ
ନୂଆଦିଲ୍ଲୀ; ସୀମାରେ ଦାଦାଗିରି ଦେଖାଇବା ପରେ ଏବେ ସାଇବର ଆକ୍ରମଣ କରିଛି ଚୀନ। ଚାଇନା ଦିଲ୍ଲୀ ଏମସ୍ର ସର୍ଭରକୁ ହ୍ୟାକ କରିଥିବା ସକରାରୀ ସୂତ୍ରରୁ ଜଣାପଡ଼ିଛି। ପାଖାପାଖି ୧୦୦ଟି ସର୍ଭରରେ ଚାଇନା ଅନୁପ୍ରବେଶ କରିଥିବା ସୂଚନା ମିଳିଛି । ତେବେ ଠିକ୍ ସମୟରେ ଅଧିକାରୀମାନେ ସଜାଗ ହେବାରୁ ଏହି!-->…
Read More...
Read More...
ହାତୀ ପୋଡ଼ି ଘଟଣାରେ ବନ୍ଧା ହେଲେ ୩ ବନ କର୍ମଚାରୀ
ମୟୁରଭଞ୍ଜ; ମୟୂରଭଞ୍ଜ ଶିମିଳିପାଳରେ ହାତୀକୁ ପୋଡ଼ି ଦେବା ଘଟଣାରେ ହାଇକୋର୍ଟଙ୍କ ଭର୍ତ୍ସନାପରେ ନିଆଗଲା କାର୍ଯ୍ୟାନୁଷ୍ଠାନ । ନିଲମ୍ବନ ପରେ ବନ୍ଧା ହେଲେ ୩ ଜଣ ବନ କର୍ମଚାରୀ । ଗିରଫ ୩ ବନ କର୍ମଚାରୀ ହେଲେ ଜେନାବିଲ ରେଞ୍ଜ ଇନଚାର୍ଯ୍ୟ ଫରେଷ୍ଟର ଶିବଶଙ୍କର ସାମଲ, ଫରେଷ୍ଟର ଚନ୍ଦ୍ରଭାନୁ!-->…
Read More...
Read More...
ଓକିଲଙ୍କ ଆନ୍ଦୋଳନକୁ ନେଇ ଅଦାଲତରେ ହାଜର ହେଲେ ଡିଜିପି ଓ ଉତ୍ତରାଞ୍ଚଳ ଆଇଜି
ସମ୍ବଲପୁର: ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ସମ୍ବଲପୁର ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ ଆନ୍ଦୋଳନ ପ୍ରସଙ୍ଗ କୁ ନେଇ ଆଜ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଡିଜିପି ଓ ଉତ୍ତରାଞ୍ଚଳ ଆଇଜି ଭିଡିଓ!-->…
Read More...
Read More...
ଲ୍ୟାଣ୍ଡଫଲ କଲା ବାତ୍ୟା ‘ମାଣ୍ଡୋସ୍’
ତାମିଲନାଡୁ; ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ କରିଛିବାତ୍ୟା ମାଣ୍ଡୋସ୍ । ମଧ୍ୟରାତ୍ରୀରେ ଚେନ୍ନାଇ ତାମିଲନାଡୁର ମହାବଳିପୁରମରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ଏହା ଲ୍ୟାଣ୍ଡଫଲ କରିଛି । ଏହି ସମୟରେ ଘଣ୍ଟାପ୍ରତି ୮୦ରୁ ଅଧିକ କିଲୋମିଟର ବେଗରେ ପବନ ବହିଥିଲା । ସାମୁଦ୍ରିକ ଝଡ!-->…
Read More...
Read More...
ଜୀବନ ଯୁଦ୍ଧରେ ହାରିଗଲା ତନ୍ମୟ
ମଧ୍ୟପ୍ରଦେଶ; ଦୀର୍ଘ ୮୦ ଘଣ୍ଟାରୁ ଅଧିକ ସମୟର ଅପରେସନ ସତ୍ତ୍ୱେ ଜୀବନ ଯୁଦ୍ଧରେ ହାରିଗଲା ବୋରେୱେଲ ଭିତରେ ଫସି ଯାଇଥିବା ୮ ବର୍ଷର ବାଳକ ତନ୍ମୟ ସାହୁ। ଶେଷରେ ବୋରୱେଲ ଭିତରୁ ଉଦ୍ଧାର ହୋଇଛି ତନ୍ମୟର ମୃତଦେହ। ତନ୍ମୟର ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୋଷ୍ଟମର୍ଟମ ପାଇଁ ନିଆଯାଇଛି!-->…
Read More...
Read More...
ପଦ୍ମପୁରରେ ପୁଣି ଶଙ୍ଖନାଦ,ବାଜି ମାରିନେଲା ବିଜେଡି
ଭୁବନେଶ୍ୱର: ସବୁ କଳ୍ପନଜଳ୍ପନାର ଅନ୍ତ ଘଟିଛି। ପଦମପୁର ଉପନିର୍ବାଚନ ବାଜି ଜିତିଛି ବିଜେଡି। ବିଜେଡି଼ ପ୍ରାର୍ଥୀ ବର୍ଷା ସିଂ ବରିହା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପ୍ରଦୀପ ପୁରୋହିତଙ୍କୁ ୪୨,୦୬୫ ଭୋଟରେ ପରାସ୍ତ କରିଛନ୍ତି । ଗଣତି ଆରମ୍ଭରୁ ହିଁ ବର୍ଷା ବିଜେପି ପ୍ରାର୍ଥୀଙ୍କ ଉପରେ!-->…
Read More...
Read More...
ବଙ୍ଗୋପସାଗର ରେ ସୃଷ୍ଟି ହେଲା ବାତ୍ୟା ‘ ମାଣ୍ଡୋସ ‘
ଓଡ଼ିଶା ରେ କାଲି ଠାରୁ ଶୀତ କମିବ ।ଆକାଶ ମେଘାଚ୍ଛନ୍ନ ରହିବା ସହ ଦକ୍ଷିଣ, ଆଭ୍ୟନ୍ତର ଓଡ଼ିଶା ରେ ଅଳ୍ପ ବର୍ଷା ସମ୍ଭାବନା !!
ଭୁବନେଶ୍ବର; ପୂର୍ବାନୁମାନ ଅନୁଯାୟୀ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ରେ ସକ୍ରିୟ ରହିଛି ବାତ୍ୟା ମଣ୍ଡୋସ । ଏହି ବାତ୍ୟା ର ନାମ କରଣ ୟୁଏଇ ଦେଶ କରିଛି!-->!-->!-->…
Read More...
Read More...
ୱେଟଲିଫ୍ଟିଂ ଓ୍ଵାଲର୍ଡ ଚାମ୍ପିଅନସିପରେ ରୌପ୍ୟ ଜିତିଲେ ମୀରାବାଈ ଚାନୁ
କଲମ୍ବିଆ; ୱେଟଲିଫ୍ଟିଂ ଓ୍ଵାଲର୍ଡ ଚାମ୍ପିଅନସିପରେ ଇତିହାସ ରଚିଲେ ଅଲିମ୍ପିକ ରୌପ୍ୟ ବିଜେତା ମୀରାବାଈ ଚାନୁ । ଭାରୋତ୍ତୋଳନ ବିଶ୍ୱ ଚାମ୍ପିଅନସିପରେ ୨୦୦ କିଗ୍ରା ଓଜନ ଉଠାଇ ରୌପ୍ୟ ପଦକ ହାସଲ କରିଛନ୍ତି । ମୀରାବାଈ ରୌପ୍ୟ ଜିତିଥିବା ବେଳେ ଚୀନର ଜିୟାଙ୍ଗ ହୁଇହୁଆ ୨୦୬ କିଗ୍ରା ଓଜନ ଉଠାଇ!-->…
Read More...
Read More...
ବାଜି ମାରିନେଲା କେଜ୍ରଓ୍ବାଲଙ୍କ ‘ଝାଡୁ’
ନୂଆଦିଲ୍ଲୀ; ୧୫ ବର୍ଷ ପରେ କ୍ଷମତାରୁ ବିଦା ହେଲା ବିଜେପି । ଏମ୍ସିଡିରେ ବାଜି ମାରିନେଲା ଅରବିନ୍ଦ କେଜ୍ରଓ୍ବାଲଙ୍କ ଝାଡୁ । ଦିଲ୍ଲୀ ଏମ୍ସିଡି ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛି ଆପ୍ । ବିପୁଳ ଜନମତ ସହ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ୍ ଦଖଲ କରିଛି ଆମ୍ ଆଦମୀ ପାର୍ଟି ।!-->…
Read More...
Read More...
ଗଭୀର ବୋରେୱେଲ ଭିତରେ ୮ ବର୍ଷର ବାଳକ
ମଧ୍ୟପ୍ରଦେଶ; ରାହୁଲ ଘଟଣାର ପୁନରାବୃତ୍ତି। ପୁଣି ଗଭୀର ବୋରେୱେଲ ଭିତରେ ଖସିପଡ଼ିଛି ଏକ ୮ ବର୍ଷର ବାଳକ । ପ୍ରାୟ ୪୦୦ ଫୁଟ ଗଭୀର ରହିଛି ବୋରେଓ୍ୱଲଟି କିନ୍ତୁ ପିଲାଟି ୬୦ ଫୁଟରେ ଅଟକି ରହିଥିବା ଜଣାପଡିଛି । ଏହି ଅଭାବନୀୟ ଘଟଣାଟି ମଧ୍ୟପ୍ରେଦଶର ବେତୁଲ ଜିଲ୍ଲାର ମାଣ୍ଡଭି ଗାଁରେ ଘଟିଛି ।!-->…
Read More...
Read More...