Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍ ୩.୦’
ଟ୍ରକ୍ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ
Browsing Category
Today’s Highlight
ହର୍ମୁଜ ପ୍ରଣାଳୀରେ ଭାରତୀୟ ସୁପରଟ୍ୟାଙ୍କର୍ ଉପରେ ଗୁଳିମାଡ଼
ନ୍ୟୁଜ୍ ବ୍ୟୁରୋ: ବିଶ୍ୱ ଶକ୍ତି ଯୋଗାଣର ମୁଖ୍ୟ ଜଳପଥ ହର୍ମୁଜ ପ୍ରଣାଳୀରେ ଉତ୍ତେଜନା ଚରମ ସୀମାକୁ ପହଞ୍ଚିଛି। ଇରାନୀ ରିଭୋଲ୍ୟୁସନାରୀ ଗାର୍ଡସ୍ (IRGC)ର ବନ୍ଧୁକ ବୋଟ ଦୁଇଟି ବାଣିଜ୍ୟିକ ଜାହାଜ ଉପରେ ଗୁଳିଚାଳନା କରିଥିବାବେଳେ, ଏଥିରେ ଏକ ଭାରତୀୟ ପତାକାଧାରୀ ସୁପରଟ୍ୟାଙ୍କର୍ ମଧ୍ୟ!-->…
Read More...
Read More...
ଗ୍ରୀଷ୍ମ ପ୍ରବାହ ପାଇଁ ଆସିଲା ନୂଆ ଏସ୍ଓପି
ଭୁବନେଶ୍ଵର: ରାଜ୍ୟରେ ବଢ଼ୁଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ମୁକାବିଲା ପାଇଁ ରାଜସ୍ୱ ବିଭାଗ ନୂଆ ଏସ୍ଓପି (SOP) ପ୍ରସ୍ତୁତ କରିଛି। ଅଧିକ ତାପମାତ୍ରା ଥିବା ଅଞ୍ଚଳଗୁଡ଼ିକରେ ହିଟ୍ ୱେଭ୍ ଆଶ୍ରୟସ୍ଥଳୀ ନିର୍ମାଣ କରାଯିବା ସହ ଲୋକମାନଙ୍କୁ ତାପ ରୁକ୍ଷା କରିବାକୁ ବିଶେଷ ପଦକ୍ଷେପ!-->…
Read More...
Read More...
ମହିଳା ବିଲ୍ ବିଫଳ,ବିରୋଧୀଙ୍କ ଆକ୍ରମଣ, ‘ଗଣତନ୍ତ୍ରର ବିଜୟ’
ନୂଆଦିଲ୍ଲୀ: ବିଧାନସଭା ଏବଂ ଲୋକସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ଉଦ୍ଦିଷ୍ଟ ସମ୍ବିଧାନ ସଂଶୋଧନ ବିଲ୍ ଲୋକସଭାରେ ପାସ୍ ହେବାରେ ବିଫଳ ହୋଇଥିବାରୁ କେନ୍ଦ୍ର ସରକାରଙ୍କୁ ବଡ଼ ଝଟକା ଲାଗିଛି। ଶୁକ୍ରବାର ହୋଇଥିବା ଭୋଟରେ ୨୯୮ ସାଂସଦ ବିଲ୍ ସପକ୍ଷରେ ଓ ୨୩୦ ସାଂସଦ ବିରୋଧରେ!-->…
Read More...
Read More...
ଜିଲ୍ଲାପାଳଙ୍କ ରିପୋର୍ଟ ପରେ ଘୋଷଣା ହେବ ଖରାଛୁଟି
ଭୁବନେଶ୍ୱର: ରାଜ୍ୟରେ ଦିନକୁଦିନ ଗରମ ବଢ଼ିବାରେ ଲାଗିଛି ଏବଂ ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିଅସ୍ ଛୁଇଁଯାଇଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ସମ୍ପର୍କରେ ଜିଲ୍ଲାପାଳମାନଙ୍କ ରିପୋର୍ଟ ଆଧାରରେ ନିଷ୍ପତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ!-->…
Read More...
Read More...
ଉଦଘାଟନରେ ତ୍ରିରଙ୍ଗା ରିବନ କାଟିଲେନି ଓମାର ଅବଦୁଲ୍ଲା
ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏକ ଉଦଘାଟନୀ ଅବସରରେ ତ୍ରିରଙ୍ଗା ରଙ୍ଗର ରିବନ କାଟିବାରୁ ବିରତ ରହି ସମ୍ମାନଜନକ ପଦକ୍ଷେପ ନେଇଛନ୍ତି। ବୁଧବାର ଶ୍ରୀନଗରର କଶ୍ମୀର ହାଟ ପ୍ରଦର୍ଶନୀ ପଡ଼ିଆରେ ‘ଆପଣଙ୍କର କାରିଗରଙ୍କୁ ଜାଣନ୍ତୁ’ ଏକ କାର୍ଯ୍ୟକ୍ରମରେ ଏହି ଘଟଣା!-->…
Read More...
Read More...
ଶିଶୁକୁ ନୂଆ ଜୀବନ ଦେଲା ସମ୍
ଭୁବନେଶ୍ୱର: ଜନ୍ମ ହେବାର ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬ ସପ୍ତାହରେ ଜନ୍ମିତ ମାତ୍ର ୭୭୨ ଗ୍ରାମ ଓଜନର ଶିଶୁ କନ୍ୟାର ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲର ନବଜାତ ଶିଶୁରୋଗ ବିଭାଗର ଡାକ୍ତରୀ ଟିମ୍।ଶିଶୁକନ୍ୟା ଜନ୍ମ ହେବା!-->…
Read More...
Read More...
ଡ. ସସ୍ମିତ ପାତ୍ର ଷଷ୍ଠ ଥର ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀ ସଦସ୍ୟ ମନୋନୀତ ହେଲେ
ନ୍ୟୁଜ୍ ବ୍ୟୁରୋ: ବିଜେଡି ସାଂସଦ ଡ. ସସ୍ମିତ ପାତ୍ରଙ୍କୁ ପୁନର୍ବାର ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀ ସଦସ୍ୟ ଭାବେ ମନୋନୀତ କରାଯାଇଛି। ଏହା ସହିତ ସେ ଷଷ୍ଠ ଥର ପାଇଁ ଏହି ଦାୟିତ୍ୱ ପାଇ ଓଡ଼ିଆ ସାଂସଦ ଭାବେ ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକୃଷ୍ଣନ!-->…
Read More...
Read More...
ଆଜିଠାରୁ ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ
ଭୁବନେଶ୍ଵର: ଆଜିଠାରୁ ସାରା ଓଡ଼ିଶାରେ ଡିଜିଟାଲ୍ ଜନଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଜନସଂଖ୍ୟା ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୯୦ ହଜାର ୨୦୦ ଅଧିକାରୀ ଘରେ ଘରେ ବୁଲି ତଥ୍ୟ ସଂଗ୍ରହ କରିବେ। ସେଥିପାଇଁ ୧୫,୧୪୦ ଜଣ ସୁପରଭାଇଜର୍ଙ୍କୁ ନିଯୁକ୍ତ କରାଯାଇଛି।ପ୍ରତ୍ୟେକ!-->…
Read More...
Read More...
ଲୋକସଭାରେ ୩ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପନ
ମହିଳା ସଂରକ୍ଷଣକୁ ବିଜେଡି ସମର୍ଥନ
ନୂଆ ଦିଲ୍ଲୀ: କେନ୍ଦ୍ରର ମୋଦି ସରକାର ଆଜି ଲୋକସଭାରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ମହିଳା ସଂରକ୍ଷଣ ସଂଶୋଧନ ବିଲ୍ ୨୦୨୬, ସୀମା ନିର୍ଦ୍ଧାରଣ ବିଲ୍ ୨୦୨୬ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସଂଶୋଧନ ବିଲ୍ ୨୦୨୬, ଉପସ୍ଥାପନ କରିଛନ୍ତି। ଏହି!-->!-->!-->…
Read More...
Read More...
କମ୍ପ୍ୟୁଟେସ୍ନାଲ ଇନ୍ଟେଲିଜେନ୍ସ ଟେକ୍ନିକ୍ସକୁ ନେଇ ସୋଆ ପକ୍ଷରୁ ପ୍ରଥମ ଆଇଇଇଇ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ
ଭୁବନେଶ୍ୱର: ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ, ବିଗ୍ ଡାଟା ଆନାଲିଟିକ୍ସ, ଡିପ୍ ଲର୍ଣ୍ଣିଙ୍ଗ, କ୍ଲାଉଡ୍ ଆଣ୍ଡ ଫଗ୍ କମ୍ପ୍ୟୁଟିଙ୍ଗ୍, ଇନ୍ଟରନେଟ ଅଫ୍ ଥିଙ୍ଗ୍ସ ଓ ଇଭେଲ୍ୟୁସନାରୀ କମ୍ପ୍ୟୁଟିଙ୍ଗ ଭଳି ବିବିଧ ବିଷୟକୁ ନେଇ ଗତ ଏପ୍ରିଲ୍ ୧୦ ଏବଂ ୧୧ ଦୁଇ ଦିନ ଧରି ଶିକ୍ଷା ଓ ଅନୁସନ୍ଧାନ!-->…
Read More...
Read More...