Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍ ପଛରେ ପିଟିହେଲା କାର୍, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ
Browsing Category
Today’s Highlight
ଚୁକ୍ତିଭିତ୍ତିକ ନିଯୁକ୍ତିରେ ପୂର୍ଣ୍ଣଛେଦ ପଡ଼ିଲା
୫୭ହଜାରରୁ ଅଧିକ କର୍ମଚାରୀ ନିୟମିତ ହେବେ ୧୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ୨୦୧୩ରୁ ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ଚାଲିଥିଲାଆସନ୍ତାକାଲି ପ୍ରକାଶ ପାଇବ ସରକାରୀ ବିଜ୍ଞପ୍ତି
ଭୁବନେଶ୍ବର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୭୬ ପୂରି ୭୭ ଚାଲିବ। ଏହାର!-->!-->!-->…
Read More...
Read More...
ଆତଙ୍କବାଦୀଙ୍କ ଗୁଳି ମାଡରେ କାଶ୍ମୀର ପଣ୍ଡିତ ମୃତ୍ୟୁ
ଆତଙ୍କୀଙ୍କ ଟାର୍ଗେଟରେ କାଶ୍ମୀର ପଣ୍ଡିତପୂଲିସର ସର୍ଚ୍ଚ ଅପରେସନ ଜାରିନିଜକୁ ଦାୟୀ କରିଛି କେଏଫଏଫ୍
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ପଣ୍ଡିତ ସମୁଦାୟର ଜଣଙ୍କୁ ଆତଙ୍କବାଦୀ ହତ୍ୟା କରିଛନ୍ତି । ସୋପିଆନ ଜିଲ୍ଲା ଚୌଧୁରୀ ଗଣ୍ଡ ଅଞ୍ଚଳରେ ଆତଙ୍କବାଦୀ ମାନେ ଗୁଳିମାଡ କରିଛନ୍ତି । ପୁରନ କୃଷ୍ଣ!-->!-->!-->…
Read More...
Read More...
କ୍ଷୁଧା ତାଲିକାରେ ଶୋଚନୀୟ ସ୍ଥିତିରେ ଭାରତ
ପଡ଼ୋଶୀ ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ସ୍ଥିତି ବରଂ ଭଲ୨୦୨୧ ଅପେକ୍ଷା ସ୍ଥିତି ସୁଧୁରିବା ବଦଳରେ ବିଗିଡ଼ିଛି
ନୂଆଦିଲ୍ଲୀ: ଭାରତର ଲୋକମାନେ ପେଟପୂରା ଖାଦ୍ୟ ଖାଇବାକୁ ପାଉନାହାନ୍ତି। ସଂପ୍ରତି ପ୍ରକାଶ ପାଇଥିବା ବିଶ୍ବ କ୍ଷୁଧା ସୂଚକାଙ୍କ ତାଲିକା ଏମିତି ଚାଞ୍ଚଲ୍ୟକର ତଥ୍ୟ!-->!-->!-->!-->…
Read More...
Read More...
ଚମକାଇବା ଭଳି ମନ୍ତବ୍ୟ ଦେଲେ ବାଇଡେନ୍
ପାକିସ୍ତାନ ବିଶ୍ବର ସବୁଠାରୁ ବିପଜ୍ଜନକ ଦେଶଋଷ ଓ ଚୀନ୍ ସଂପର୍କରେ ବି କହିଲା ଆମେରିକା
ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଜି ଗୋଟିଏ ବଡ ମନ୍ତବ୍ୟ ଦେଇଛନ୍ତି। ପାକିସ୍ତାନକୁ ବିଶ୍ବର ସବୁଠାରୁ ବିପଜ୍ଜନକ ଦେଶ ବୋଲି ବର୍ଣ୍ଣନା କରିଛନ୍ତି ବାଇଡେନ୍। କାଲିଫର୍ଣ୍ଣିଆର ଲସ୍!-->!-->!-->…
Read More...
Read More...
୧୦୦୦ କିଲୋମିଟର ଚାଲିଲେଣି ରାହୁଲ
ଭାରତ ଯୋଡ ଯାତ୍ରାକୁ ୩୮ଦିନ ଛୁଇଁଲାକର୍ଣ୍ଣାଟକରେ ଜବରଦସ୍ତ ପ୍ରଭାବ ପକାଉଛି୨୦୧୩ରେ ସରକାର ଫେରାଇଥିଲା ପଦଯାତ୍ରା
ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକର ବଲାରୀରେ ସାଧାରଣ ସଭାକୁ ସମ୍ବୋଧିତ କରିବା ସହିତ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ୧୦୦୦ କିଲୋମିଟର ଛୁଇଁଛି। ଆଜି ଏଠାରେ ରାହୁଲ!-->!-->!-->…
Read More...
Read More...
ଧାମ ନଗରରେ ବଳ କଷାକଷି ହେବେ
ବିଜେଡି ପାଇଁ ଓହ୍ଲାଇବେ ନବୀନ, ବାଦ୍ ପଡ଼ିଲେ ସଂଜୟକଂଗ୍ରେସ ତାଲିକାରେ ମହମ୍ମଦ ମୋକିମ୍ ନାହାନ୍ତିବିଜେପି ପାଇଁ ରାସ୍ତାକୁ ଓହ୍ଲାଇବେ ତିନି କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ତିନି ଦଳ ନିର୍ବାଚନ ଆୟୋଗଙ୍କୁ ତାଙ୍କ ପ୍ରଚାର ତାଲିକା ପ୍ରଦାନ କରିଛନ୍ତି।!-->!-->!-->…
Read More...
Read More...
କୋଇଲାଖଣି ବିସ୍ଫୋରଣରେ ୨୫ ମୃତ
ବାର୍ତ୍ତିନ ପ୍ରଦେଶ; ତୁର୍କୀ ଉତ୍ତରାଞ୍ଚଳ ଅନ୍ତର୍ଗତ ବାର୍ତିନ୍ ପ୍ରଦେଶ ସ୍ଥିତ ଏକ କୋଇଲାଖଣିରେ ବିସ୍ଫୋରଣ ଘଟିଛି । ଏଥିରେ ଅନ୍ୟୂନ ୨୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ଏବେବି ପ୍ରାୟ ୫୦ଜଣ ଖଣି ଭିତରେ ଫସି ରହିଥିବା ସୂଚନା ମିଳିଛି। ଶୁକ୍ରବାର!-->…
Read More...
Read More...
ବାଲିଷ୍ଟିକ ମିସାଇଲ୍ର ସଫଳ ପରୀକ୍ଷଣ
ଶକ୍ତିଶାଳୀ ହେଉଛି ଭାରତର ଆଣବିକ ଶକ୍ତି କ୍ଷମତା । ଏଣିକି ଡ଼ରିବେ ଶତ୍ରୁପକ୍ଷ। ଆଇଏନ୍ଏସ୍ ଅରିହନ୍ତରୁ ବାଲିଷ୍ଟିକ ମିସାଇଲ୍ର ସଫଳ ପରୀକ୍ଷଣ କଲା ଭାରତ । ବଙ୍ଗୋପସାଗରେ ଏକ ନିର୍ଦ୍ଧାରିତ ଟାର୍ଗେଟକୁ ସଫଳତାର ସହ ଲକ୍ଷଭେଦ କରିଛି ଏହି କ୍ଷେପଣାସ୍ତ୍ର। ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ!-->…
Read More...
Read More...
ଭାରତ-ପାକିସ୍ତାନ ମ୍ୟାଚର କ୍ରେଜ ଆକାଶଛୁଆଁ
ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚକୁ ସାଧାରଣତଃ କ୍ରିକେଟ ପ୍ରେମୀମାନେ ଚାହିଁ ରହିଥାନ୍ତି । ଆଉ ଯେଉଁ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହୋଇଥାଏ, ତାହାର ଡିମାଣ୍ଡ ମଧ୍ୟ ବେଶ୍ ରହିଥାଏ । ଏହି ମ୍ୟାଚ ଦେଖିବା ପାଇଁ ଦର୍ଶକ ପାଗଳ ପରି ଟିକେଟ କିଣିଥାନ୍ତି । ଚଳିତ ବର୍ଷ ଅକ୍ଟୋବର ୧୬ରୁ!-->…
Read More...
Read More...
ବିଏସ୍ଏଫଙ୍କ ଗୁଳିରେ ଖସିଲା ପାକିସ୍ତାନ ଡ୍ରୋନ୍
ବିଫଳ ହେଲା ଭାରତ ବିରୋଧୀ ଷଡ଼ଯନ୍ତ୍ରପାକିସ୍ତାନ ଡ୍ରୋନକୁ ଗୁଳି କଲେ ବିଏସ୍ଏଫଭାରତରେ ଅନୁପ୍ରବେଶ ଚେଷ୍ଟା କରିଥିଲା ଡ୍ରୋନ୍
ଅମୃତସର: ପାକିସ୍ତାନକୁ ଲାଗିଲା ବଡ଼ ଝଟକା । ପଣ୍ଡ ହୋଇଛି ପାକିସ୍ତାନର ଭାରତ ବିରୋଧୀ ଷଡ଼ଯନ୍ତ୍ର । ଅମୃତସର ସ୍ଥିତ ଭାରତ-ପାକିସ୍ତାନ ସୀମା ନିକଟରେ ଉଡ଼ୁଥିବା!-->!-->!-->…
Read More...
Read More...