Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍ ପଛରେ ପିଟିହେଲା କାର୍, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ
Browsing Category
Today’s Highlight
ନିଶା ମାଫିଆ ସାବଧାନ୍! ସାବାଡ୍ କରିବ ଅବକାରୀ ବିଭାଗ
ନିଶା ମାଫିଆଙ୍କୁ ସାବାଡ୍ ଅଭିଯାନ୬ମାସରେ ୨୪ ହଜାର ବନ୍ଧା ହେଲେଣିଅବକାରୀ ବିଭାଗ କଲେଣି ୩୦ହଜାର ମାମଲା
ଭୁବନେଶ୍ୱର: ଅବକାରୀ ବିଭାଗର ଜୋରଦାର ଧରପଗଡ ଯୋଗୁଁ ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅମାସରେ ୩୦ହଜାରରୁ ଅଧିକ ମାମଲା ରୁଜୁ ହୋଇଥିବାବେଳେ ୨୪ହଜାରରୁ ଅଧିକ ବ୍ୟକ୍ତି ବେଆଇନ୍ ନିଶା!-->!-->!-->…
Read More...
Read More...
କୁକୁର କାମୁଡ଼ାରେ ୩ବର୍ଷର ଶିଶୁ କନ୍ୟା ମୃତ
ବଲାଙ୍ଗୀର: ବଲାଙ୍ଗୀର ପାଟଣାଗଡ଼ ସ୍ଥିତ ବାଲିପାଟଣାରେ ପାଗଳ କୁକୁର କାମୁଡ଼ାରେ ୩ବର୍ଷର ଶିଶୁ କନ୍ୟା ମୃତ ।ଶିଶୁଟି ଘର ବାହାରେ ଖେଳୁଥିବା ବେଳେ କୁକୁରଟି ତାକୁ କାମୁଡି କ୍ଷତାକ୍ତ କରିଦେଇଥିଲା। ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ ସ୍ଥାନୀୟ ପାଟଣାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା!-->…
Read More...
Read More...
ହିଜାବ ମାମଲାର ଶୁଣାଣି ସ୍ଥଗିତ, ନିଷ୍ପତ୍ତି ନେବେ ୟୁ ୟୁ ଲଳିତ
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ କର୍ଣ୍ଣାଟକ ହିଜାବ ବିବାଦକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇପାରିନାହିଁ । ଶୁଣାଣି ବେଳେ ଦୁଇ ବିଚାରପତିଙ୍କ ମଧ୍ୟରେ ଭିନ୍ନ ମତ ହେତୁ ଏହି ମାମଲା ପ୍ରଧାନ ବିଚାରପତିଙ୍କ ପାଖକୁ ଯାଇଛି। ବର୍ତ୍ତମାନ ସର୍ବସମ୍ମତି କ୍ରମେ ସୁପ୍ରିମକୋର୍ଟ ପ୍ରଧାନ!-->…
Read More...
Read More...
ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗକୁ ନେଇ କଣ କହୁଛି ଜ୍ୟୋତିଷ ଶାସ୍ତ୍ର?
ପୁରୀ : ଆସନ୍ତା ଦୀପାବଳି ଓ କାର୍ତ୍ତିକ ପୂର୍ଣ୍ଣମୀ ଦିନ ପଡୁଛି ଉଭୟ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ। ଏହି ସମୟରେ ପାକତ୍ୟାଗ ଓ ହାଣ୍ଡିଛାଡ଼ ଥିବାରୁ ଦେବ ନୀତି କିଭଳି ହେବ, ରାଜ୍ୟବାସୀ କିଭଳି ପାଳିବେ ତାହା ଉପରେ ଏବେ ସବୁଠି ଚର୍ଚ୍ଚା। ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଂପାଦକ ପ୍ରଫୁଲ୍ଲ!-->…
Read More...
Read More...
ଗୋଟିଏ ଦିନରେ ୨ ଟି ଦୁର୍ଘଟଣା, ୩୦ରୁ ଅଧିକ ଆହତ
ଜଳେଶ୍ବର: ରାଜ୍ୟରେ ଏବେ ପ୍ରତିଦିନ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି। କେତେବେଳେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହେଉଛି ତ ଆଉ କେତେବେଳେ ଭାରସାମ୍ୟ ହରାଇ ଓଲଟି ପଡୁଛି। ଆଜି ସକାଳୁ ଜଳେଶ୍ୱରରେ ୨ ଟି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୋଟିଏ ଯାତ୍ରୀବାହୀ ବସ୍ ହଲଦିପଡ଼ା ବାଇପାସ!-->…
Read More...
Read More...
ଆଚାର୍ଯ୍ୟ ହରିହର କର୍କଟ ରୋଗ ଓ ଗବେଷଣା ପ୍ରତିଷ୍ଠାନରେ ମିଳିବ ମାଗଣା ଟେଷ୍ଟିଂ ସୁବିଧା, ଶୁଭାରମ୍ଭ କରିବେ…
କଟକ: କର୍କଟ ରୋଗୀଙ୍କ ପାଇଁ ଖୁସି ଖବର। ଏଣିକି ଆଚାର୍ଯ୍ୟ ହରିହର କର୍କଟ ରୋଗ ଓ ଗବେଷଣା ପ୍ରତିଷ୍ଠାନରେ ମାଗଣାରେ ହେବ ବ୍ୟୟବହୁଳ ଟେଷ୍ଟିଂ । ବିନା ଦେୟରେ ରୋଗୀ କରିବେ ପେଟ୍ ସିଟିକ୍ସାନ, ଏମଆରଆଇ ସିଟି ସ୍କାନ । ଆଜିଠୁ ଆଚାର୍ଯ୍ୟ ହରିହର କର୍କଟ ରୋଗ ଓ ଗବେଷଣା ପ୍ରତିଷ୍ଠାନରେ ମିଳିବ!-->…
Read More...
Read More...
ନାସାର ‘ଡାର୍ଟ ମିଶନ’ ସଫଳ
ନାସାକୁ ମିଳିଛି ବଡ ସଫଳତା । ସଫଳ ହୋଇଛି ନାସାର ଐତିହାସିକ ଡାର୍ଟ ମିଶନ । ପୃଥିବୀ ଆଡକୁ ମାଡିଆସୁଥିବା ଆଷ୍ଟ୍ରଏଡ୍ ଗୁଡିକର ଦିଗ ବଦଳାଇଦେଇଛି ଏହି ‘ଡାର୍ଟ ମିଶନ୍’ । ପୃଥିବୀକୁ କୌଣସି କ୍ଷତି ହେବାରୁ ବଞ୍ଚାଇବାକୁ ଯାଇ ଏହାର କକ୍ଷ ପଥରେ ଥିବା ସମସ୍ତ ଗ୍ରହାଣୁ ଗୁଡିକର ଦିଗ ବଦଳାଇ ଦେଇଛି!-->…
Read More...
Read More...
ରେଳ କର୍ମଚାରୀଙ୍କୁ ଦୀପାବଳି ଭେଟି !
ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍ରେଳ କର୍ମଚାରୀଙ୍କୁ ଦୀପାବଳି ଭେଟି !୭୮ ଦିନର ଘୋଷଣା ହେଲା ବୋନସ୍ବୋନସ ପାଇଁ ଖର୍ଚ୍ଚ ହେବ ୧୮୩୨ କୋଟି
ନୂଆଦିଲ୍ଲୀ: ଦିପାବଳୀ ଉପଲକ୍ଷେ ରେଳ କର୍ମଚାରୀଙ୍କୁ ବଡ ଉପହାର ଭେଟି ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ମନ୍ତ୍ରୀମଣ୍ଡଳ ତରଫରୁ ରେଳ!-->!-->!-->…
Read More...
Read More...
ଅଳିଆ ଗାଡ଼ିକୁ ଟ୍ରାକ କରିବ ‘ସଫା’ ଆପ୍
ଅଳିଆ ଗାଡିକୁ ଜଗିବ ‘ସଫା’ ଆପ୍ସ୍ବଚ୍ଛତାରେ ଆଗକୁ ବଢିବ ରାଜଧାନୀଅଳିଆ ଗାଡ଼ିକୁ ଟ୍ରାକ କରିବ ‘ସଫା’ ଆପ୍ଘରେ ଘରେ ଲାଗିବ କ୍ୟୁଆର କୋଡ଼
ଭୁବନେଶ୍ବର: ଆହୁରି ସୁନ୍ଦର ଦିଶିବ ସ୍ମାର୍ଟସିଟି । ସ୍ବଚ୍ଛତା ଅଭିଯାନକୁ ଆଉ ପାଦେ ଆଗକୁ ବଢାଇବା ପାଇଁ ଅଣ୍ଟା ଭିଡିଛି ବିଏମସି । ଏଣିକି ଅଳିଆ!-->!-->!-->…
Read More...
Read More...
ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ସେନା ବିମାନ
ଗୋଆରେ ମିଗ୍ ୨୯କେ ବିମାନ ଦୁର୍ଘଟଣାସମୁଦ୍ରକୁ ଡେଇଁ ଜୀବନ ବଞ୍ଚାଇଲେ ପାଇଲଟ୍ଦ୍ବତୀୟ ଥର ହେଲା ବିମାନ ଦୁର୍ଘଟଣା
ଗୋଆ: ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ସେନାର ମିଗ୍ ୨୯କେ ବିମାନ । ନିୟମିତ ଉଡାଣ ଭରିବା ବେଳେ ଗୋଆର ସମୁଦ୍ର ଉପରେ ଯାନ୍ତ୍ରିକ ତ୍ରୁଟି ପାଇଁ ଏହି ଲଢୁଆ ବିମାନ!-->!-->!-->…
Read More...
Read More...