ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category

Today’s Highlight

ଋଷ ଉପରେ କଟକଣା ଲଗାଇଲା ଆମେରିକା

ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସ୍ଥିତି ଓ ୟୁକ୍ରେନର ଦୁଇ ଅଞ୍ଚଳକୁ ଋଷ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେବାର ଘୋଷଣା ପରେ ଆମେରିକା ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଶକୁ ସମ୍ବୋଧନରେ କହିଛନ୍ତି, ନୂଆ ତଥାକଥିତ ଦେଶ ଘୋଷଣା କରିବାର ଅଧିକାର କିଏ
Read More...

ଚତୃର୍ଥ ପର୍ଯ୍ୟାୟରେ ୭୩% ମତଦାନ, ନଗଡାରେ ରେକର୍ଡ

ଶାନ୍ତିଶୃଙ୍ଖଳାର ସହ ରାଜ୍ୟରେ ସରିଛି ଚତୃର୍ଥ ପର୍ଯ୍ୟାୟ ମତଦାନ । ଚତୃର୍ଥ ପର୍ଯ୍ୟାୟରେ ୭୩ ପ୍ରତିଶତ ମତଦାନ ହୋଇଛି । ରାଜ୍ୟ ନିର୍ବାଚନ କମିଶନର ଏନେଇ ସୂଚନା ଦେଇଛନ୍ତି । ପ୍ରାରମ୍ଭିକ ସୂଚନା ଅନୁସାରେ ୭୩ ପ୍ରତିଶତ ମତଦାନ ହୋଇଛି । ଚୂଡାନ୍ତ ସଂଖ୍ୟା ଆସିଲେ ଏହା ବଢିପାରେ । ତେବେ
Read More...

‘ତପସ୍ୱିନୀକୁ ୧୭ ହଜାର ନୁହେଁ ମାସକୁ ମିଳିବ ୧୦ ହଜାର’

ବହୁ ଚର୍ଚ୍ଚିତ ସୁମିତ-ତପସ୍ୱିନୀ ବିବାଦ ମାମଲା । ଏଣିକି ତପସ୍ୱିନୀଙ୍କୁ ଭରଣପୋଷଣ ନିମନ୍ତେ ୧୭ ହଜାର ବଦଳରେ ୧୦ ହଜାର ମିଳିବ । ତଳକୋର୍ଟଙ୍କ ଆଦେଶ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ । ପୂର୍ବରୁ ସୁମିତଙ୍କୁ , ତପସ୍ୱିନୀଙ୍କ ଭରଣପୋଷଣ ପାଇଁ ମାସକୁ ୧୭ ହଜାର ଟଙ୍କା ଦେବାକୁ ତଳକୋର୍ଟଙ୍କ
Read More...

ୟୁକ୍ରେନକୁ ସେନା ପଠାଇଲା ଋଷ, ବଢିଲା ଯୁଦ୍ଧର ଭୟ

ମାଡି ଆସିବାରେ ଲାଗିଛି ଯୁଦ୍ଧର ଭୟ । ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିପାରେ । ୟୁକ୍ରେନରୁ ଦୁଇଟି କ୍ଷେତ୍ରରୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେବା ନେଇ ଘୋଷଣା ପରେ ୟୁକ୍ରେନକୁ ସେନା ପଠାଇଲା ଋଷ । ଦୁଇଟି ଅଞ୍ଚଳ ଡୋନେକ୍ସ ଓ ଲୁହାନ୍ସକୁ ଦେଶର ମାନ୍ୟତା ମିଳିଛି । ଏହି
Read More...

ୟୁକ୍ରେନକୁ ବିମାନ ପଠାଇଲା ଭାରତ, ଶାନ୍ତି ବଜାୟ ରଖିବାକୁ ଭାରତର ଆହ୍ୱାନ

ୟୁକ୍ରେନ ଉପରେ ଋଷର ପଦକ୍ଷେପ ଯୁଦ୍ଧ ଆଡକୁ ବଢୁଛି । ଏହାକୁ ନେଇ ଭାରତ ,ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛି । ଆଜି ସକାଳୁ ୟୁକ୍ରେନ ଅଭିମୁଖେ ଉଡାଣ ଭରିଛି ଏୟାର ଇଣ୍ଡିଆ ବିମାନ । ସପ୍ତାହକ ମଧ୍ୟରେ ୩ଟି ବିମାନରେ ୟୁକ୍ରେନରୁ ଭାରତୀୟ
Read More...

ବିବାଦ ବଢାଇଲା ୟୁକ୍ରେନ ଉପରେ ପୁଟିନଙ୍କ ଘୋଷଣା!

ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ରହିଛି । ଏହାରି ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ନିଜ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ସମ୍ବୋଧନରେ ପୁଟିନ ଏକ ବଡ଼ ଘୋଷଣା କରିଛନ୍ତି । ପୁଟିନ କହିଛନ୍ତି, ୟୁକ୍ରେନର ଦୁଇଟି ଅଞ୍ଚଳକୁ ସ୍ୱାଧୀନ ଘୋଷଣା କରିବା ପାଇଁ ନିଷ୍ପତ୍ତି
Read More...

ପଞ୍ଚାୟତ ଲଢେଇ: ଚତୃର୍ଥ ପର୍ଯ୍ୟାୟ ପାଇଁ ଭୋଟ ପଡୁଛି

ପଞ୍ଚାୟତ ନିର୍ବାଚନର ଆଜି ଚତୃର୍ଥ ପର୍ଯ୍ୟାୟ ଭୋଟ । ସକାଳ ୭ରୁ ଚାଲିଛି ମତଦାନା ଚତୃର୍ଥ ପର୍ଯ୍ୟାୟରେ ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି । ମତଦାନ ସାବ୍ୟସ୍ତ କରିବେ ୫୧ ଲକ୍ଷ ୩୧ ହଜାର ୭୨୭ ଭୋଟର । ୬୬୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ
Read More...