ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category

Today’s Highlight

ମନ୍ତ୍ରୀଙ୍କ ହାତରେ ହାତକଡ଼ି

ଶେଷରେ ମନ୍ତ୍ରୀଙ୍କ ହାତରେ ପଡିଛି ହାତକଡ଼ି । ମୋଷ୍ଟ ୱାେଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମ ଓ ଅଣ୍ଡରୱାଲ୍ଡଙ୍କ ସହ ଲିଙ୍କ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲ୍ଲିକଙ୍କୁ ଗିରଫ କରିଛି । ଗିରଫ ପୂର୍ବରୁ ଇଡିର ଏକ ଟିମ୍ ନବାବଙ୍କୁ
Read More...

ବନ୍ଧା ହେଲେ ନକଲି ଡାକ୍ତରଙ୍କ ଭଉଣୀ

ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଭଉଣୀକୁ ବାନ୍ଧିଛି ପୁଲିସ । ଠକ ଡାକ୍ତର ରମେଶ ସ୍ୱାଇଁଙ୍କ ପତ୍ନୀ ତାଲିକା ଲମ୍ବି ଚାଲିଥିବା ବେଳେ ଏଥିରେ ତାଙ୍କୁ ସହଯୋଗ କରୁଥିବା ଭଉଣୀକୁ କମିସନରେଟ ପୁଲିସ ଗିରଫ କରିଛି । ଭିଣୋଇ କୁଆଡେ ଫେରାର ହୋଇଯାଇଛନ୍ତି । ଭାଇ-ଭଉଣୀ ଉଭୟଙ୍କୁ ମୁହାଁମୁହିଁ ଜେରା
Read More...

କିଏ କରୁଛି ନିର୍ବାଚନୀ ହିଂସା?

ପଞ୍ଚାୟତ ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ ହିଂସାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବଜେଡି-ବିଜେପି । ଆଜି ବିଜେଡି ଓ ବିଜେପିର ଏକ ଟିମ୍ ରାଜ୍ୟ ନିର୍ବାଚନ କମିଶନକୁ ଭେଟି ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରିଛନ୍ତି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ ଉଭୟ ବିଜେଡି ଓ
Read More...

ଦୁଇ ମହାଶକ୍ତି ଆମେରିକା-ଋଷ ମୁହାଁମୁହିଁ

ୟୁକ୍ରେନ ସଙ୍କଟ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି ଦୁଇ ମହାଶକ୍ତି ଆମେରିକା ଓ ଋଷ। ଗୋଟେ ପଟେ ଋଷ ସେନାର ଟ୍ରକ ଗୁଡିକ ୟୁକ୍ରେନ ଆଡକୁ ଯାଉଥିବା ବେଳେ ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଗକୁ ବଢିବାକୁ ନିଜ ସେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମାଚର ଏଜେନ୍ସି ରଏଟର୍ସ ଅନୁସାରେ, ଋଷ
Read More...

ଲାଲଗଡ଼ରେ ପଡିବ ଭୋଟ

ଆସନ୍ତାକାଲି ପଞ୍ଚାୟତ ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ମତଦାନ । କାଲି ଶେଷ ପର୍ଯ୍ୟାୟରେ ଲାଲଗଡ଼ରେ ପଡିବ ଭୋଟ । ସ୍ୱାଭିମାନଅଞ୍ଚଳର ୯ଟି ପଞ୍ଚାୟତରେ ଭୋଟ ପଡିବ। ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଏଠାରେ ସୁରୁଖୁରୁରେ ନିର୍ବାଚନ କରାଇବା ବଡ଼ ଚ୍ୟାଲେଞ୍ଜ ହେବ । ଦୀର୍ଘ ୧୫
Read More...

ସରପଞ୍ଚ ପ୍ରାର୍ଥୀଙ୍କ ସ୍ୱାମୀଙ୍କ ମିଳୁନି ପତ୍ତା, ଦୁଇ ଦିନ ଧରି ନିଖୋଜ

ସରପଞ୍ଚ ପ୍ରାର୍ଥୀଙ୍କ ସ୍ୱାମୀ ନିଖୋଜ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ବେ ପୁର ପଞ୍ଚୟତ ସରପଞ୍ଚ ପ୍ରାର୍ଥୀ ଶ୍ରଦ୍ଧାଞ୍ଜଳୀ ତ୍ରିପାଠୀଙ୍କ ସ୍ୱାମୀ ନିଖୋଜ ଅଛନ୍ତି ।ଦୁଇ ଦିନ ହେବ ପୀତବାସ ଦାସ ନିଖୋଜ ଥିବା ଅଭିଯୋଗ ହୋଇଛି । ଶ୍ରଦ୍ଧାଞ୍ଜଳୀ ସ୍ୱାମୀ ନିଖୋଜ ଥିବା ନେଇ ତାଲାରେ ଏତାଲା
Read More...

ୟୁକ୍ରେନରୁ ଫେରିଲେ ୨୪୨ ଭାରତୀୟ ଛାତ୍ରଛାତ୍ରୀ

ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଥିବା ବେଳେ ୟୁକ୍ରେନରୁ ଭାରତ ଫେରିଛନ୍ତି ଛାତ୍ରଛାତ୍ରୀ । ଏୟାର ଇଣ୍ଡିଆ ସ୍ୱତନ୍ତ୍ର ବିମାନରେ୨୪୨ ଛାତ୍ରୀଛାତ୍ରୀ ଭାରତ ଫେରିଛନ୍ତି । ରାଜଧାନୀ କ୍ୱିବ୍‌ରୁ ମଙ୍ଗଳବାର ବାହାରିଥିବା ଏୟାର ଇଣ୍ଡିଆର ବୋଇଙ୍ଗ-୭୮୭ ବିମାନ ଗତକାଲି
Read More...

ଆଜି ରାଜ୍ୟର ୪୫ ବୁଥରେ ସାନି ମତଦାନ

ଆଜି ରାଜ୍ୟର ୪୫ ବୁଥରେ ଆରମ୍ଭ ହୋଇଛି ସାନି ମତଦାନ ।ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ବେଳେ ହିଂସା ଯୋଗୁଁ ଭୋଟିଂ ବାଧାପ୍ରାପ୍ତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୨୫ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୦ଟି ଭୋଟ ଗ୍ରହଣ ଆଉ ଥରେ କରାଯାଉଛି । ଗଣ୍ଡଗୋଳ ଓ ବାଲାଟ ବକ୍ସ ଲୁଟ ପାଇ ବନ୍ଦ
Read More...