Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category
Today’s Highlight
ନିଟ୍-ପିଜି ନାମଲେଖାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ
ନିଟ୍- ପିଜି କାଉନସେଲିଂକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି । ନିଟ୍- ପିଜି ଓ ୟୁଜି ନାମଲେଖା ନେଇ ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିଟ୍-ପିଜି କାଉନସେଲିଂକୁ ଗ୍ରୀନ୍ ସିଗନାଲ ଦିଆଯାଇଛି । ଓବିସି ଛାତ୍ରଛାତ୍ରୀଙ୍କ ୨୭ ପ୍ରତିଶତ!-->…
Read More...
Read More...
ଲମ୍ପ ମାରୁଛି କରୋନା..ଦେଶରେ ଲକ୍ଷେ ଟପିଲା ସଂକ୍ରମଣ
ତୃତୀୟ ଲହରରେ କରୋନା ଏଭଳି ଲମ୍ପ ମାରିବ ବୋଲି ବୋଧେ କେହି କେବେ ଚିନ୍ତା କରିନଥିଲେ । ଓମିକ୍ରନ ଭ୍ୟାରିଆ ଯୋଗୁ ସଂକ୍ରମଣ ଦ୍ରୁତ ଗତିରେ ଦେଶରେ ବଢିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ଏବେ ସତ ପ୍ରମାଣିତ ହୋଇଛି । ଗତ ୨୪ ଘଣ୍ଟା ରେ ଦେଶରେ ସଂକ୍ରମଣ ଲକ୍ଷେ ଟପିଛି । ସେହିପରି ଦିନକରେ!-->…
Read More...
Read More...
ବୋହୂର ପ୍ରବେଶ ପରେ ଘର ଛାଡିଲେ ଶ୍ୱଶୁର
ତପସ୍ୱିନୀ-ସୁମିତ ପାରିବାରିକ ବିବାଦ ମାମଲାରେ ନୂଆ ମୋଡ଼ । ଗତକାଲି ବହୁ ବାଦ ବିବାଦ ପରେ ପ୍ରଶାସନକି ଅଧିକାରୀମାନେ ତପସ୍ୱିନୀଙ୍କୁ ଘରେ ପ୍ରବେଶ କରିବା ପରେ ମଧ୍ୟରାତ୍ରିରେ ଘରେ ଛାଡିଛନ୍ତି ଶ୍ୱଶୁର । ଶ୍ୱଶୁର ପ୍ରମୋଦ ସାହୁ ତପସ୍ୱିନୀ ଘରେ ପ୍ରବେଶ କରିବା ପରେ ନିଜକ ଅସୁରକ୍ଷିତ ମନେ!-->…
Read More...
Read More...
ପୁଣି ରାଜ୍ୟରେ ବଢ଼ିଲା କରୋନା..୪ ଜିଲ୍ଲାରେ ସ୍ଥିତି ଖରାପ
ଦେଶ ହେଉ କି ରାଜ୍ୟ ପୁଣି ସଂକ୍ରମଣର ଲମ୍ବା ଡିଆଁ ମାରୁଛି କରୋନା । ରାଜ୍ୟରେ ହୁ ହୁ ହୋଇ ମାଡିଚାଲିଛି ସଂକ୍ରମଣ । ଜାନୁଆରୀ ୧ରେ ରାଜ୍ୟରେ ୨୯୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୭ ତାରିଖରେ ୨୭୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟାରୁ ହିଁ ଅନୁମାନ କରାଯାଇପାରେ କେଉଁ ଭାଳି!-->…
Read More...
Read More...
ସୁପ୍ରିମକୋର୍ଟରେ ପହଞ୍ଚିଲା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ମାମଲା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ଆରମ୍ଭ ହୋଇଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ । ଗୋଟେପଟେ ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଯାଇଛି। ଅନ୍ୟପଟେ ଏହି ଘଟଣାକୁ ନେଇ ଚର୍ଚ୍ଚାରେ ଆସିଛନ୍ତି ପଞ୍ଜାବର ଚନ୍ନି ସରକାର ।
!-->!-->…
Read More...
Read More...
ଚିନ୍ତା ବଢାଇଲା ଖୋର୍ଦ୍ଧା,ସୁନ୍ଦରଗଡ଼,ସମ୍ବଲପୁର
ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ । ଧୀରେ ଧୀରେ ଅଣାୟତ୍ତ ହେଉଛି ସ୍ଥିତି ଗତକାଲି ୧୨୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୮୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ ଭ୍ୟାରିଆଣ୍ଟ ଯୋଗୁ ସଂକ୍ରମଣ ଲମ୍ବା ଡିଆଁ ମାରୁଛି । ରାଜ୍ୟର ୪ ଜିଲ୍ଲାରେ କରୋନା ସ୍ଥିତି ଚିନ୍ତା ବଢାଇଛି ।!-->…
Read More...
Read More...
ଦେଶରେ ଲକ୍ଷେ ମୁହାଁ ଦୈନିକ ସଂକ୍ରମଣ
ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଡିସେମ୍ବର ଶେଷ ସପ୍ତାହରୁ ସଂକ୍ରମଣ ଧୀରେ ଧୀରେ ବଢିଚାଲିଥିବା ବେଳେ ହଠାତ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଦେଶରେ ଲକ୍ଷେ ମୁହାଁ ଏବେ ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୯୦ ହଜାର ୯୨୮ ଜଣ ସଂକ୍ରମିତ । କାଲି ତୁଳନାରେ!-->…
Read More...
Read More...
ବିଷାକ୍ତ ଗ୍ୟାସ ଲିକ୍ ହୋଇ ୬ ଶ୍ରମିକ ମୃତ
ଗୁଜୁରାଟ: ଆଜି ସକାଳୁ ସୁରଟରେ ଏକ ବଡ଼ ଧରଣର ଅଘଟଣ ଘଟିଛି । ପ୍ରିଣ୍ଟିଙ୍ଗ ମିଲରେ କେମିକାଲ ଗ୍ୟାସ ଲିକ୍ ଯୋଗୁ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ୨୫ରୁ ଅଧିକ ଜଣ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ସୂଚନା ଅନୁସାରେ,!-->!-->!-->…
Read More...
Read More...
ରାଜ୍ୟରେ ଫେରିଲା କଟକଣା, ବନ୍ଦ ହେଲା ସ୍କୁଲ କଲେଜ
ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଓମିକ୍ରନ ଭୟ ଭିତରେ ପୁଣି ଫେରିଛି କଟକଣା । ଏସଆରସି ପ୍ରଦୀପ ଜେନା ନୂଆ ଗାଇଡଲାଇନ ଜାରି କରିଛନ୍ତି । ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ । ଏଣିକି ରାତି ୧୦ ନୁହେଁ ରାତି ୯ରୁ ନାଇଟ କର୍ଫ୍ୟୁ ସହରାଞ୍ଚଳରେ ଲାଗୁ କରାଯିବ ।!-->…
Read More...
Read More...
ପୁଣି ପଡ଼ିଆକୁ ଓହ୍ଲାଇବେ ବୀରୁ, ଯୁବି ଓ ଭଜି
ସାମ୍ନାରେ ଲଢ଼ିବେ ଅଖତାର୍, ଆଫ୍ରିଦି ଓ ଜୟସୂରିୟାଭାରତ ସହ ଟକ୍କର ନେବ ଏସିଆ ଇଲେଭେନ୍ ଓ ରେଷ୍ଟ ଅପ୍ ୱର୍ଲଡ୍
ପୁଣିଥରେ କ୍ରିକେଟ୍ ପଡିଆରେ ଜଲୱା ଦେଖାଇବେ ବୀରେନ୍ଦ୍ର ସେହ୍ୱାଗ, ଯୁବରାଜ ସିଂହ ଓ ହରଭଜନ ସିଂହ। ଆଉ ଏମାନଙ୍କ ସାମ୍ନାରେ ରହିବେ ପାକିସ୍ତାନର ପୂର୍ବତନ ଖେଳାଳି ଶାହିଦ୍!-->!-->!-->…
Read More...
Read More...