Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category
Today’s Highlight
ସଂଶୋଧନ ହେଲା ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି। ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ-୧୯୫୪ରେ ସଂଶୋଧନ କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏହା ଦ୍ୱାରା ପରିଚାଳନା କମିଟି ଅଧିନରେ ଥିବା ଜଗନ୍ନାଥ ମନ୍ଦିରର ସ୍ଥାବର ସମ୍ପତ୍ତି, ଜମିବାଡ଼ିର ମାଲିକାନା ସ୍ୱତ୍ତ୍ବ ପରିବର୍ତ୍ତନ!-->…
Read More...
Read More...
ଭାଇରସ ପଞ୍ଝାରେ ଜୀବନ
ପୁଣି ପଞ୍ଝା ମେଲାଉଛି କରୋନାରାଜ୍ୟରେ ଦୈନିକ ସଂକ୍ରମଣ ୧୨ଶହ ପାର୍ଦେଶରେ ୨୧୩୫କୁ ବୃଦ୍ଧି ପାଇଲା ଓମିକ୍ରନ
ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ପଞ୍ଝା ମେଲାଉଛି କରୋନା । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ 12ଶହ ପାର୍ କରିଛି। । ଗତ ୨୪ ଘଣ୍ଟାରେ ମଧ୍ୟରେ ୧୨୧୬ ଆକ୍ରାନ୍ତ ଚିହ୍ନଟ!-->!-->!-->…
Read More...
Read More...
ସୁନା ଆମଦାନୀରେ ରେକର୍ଡ ଭାଙ୍ଗିଲା ଭାରତ
ସୁନା ଆମଦାନୀରେ ୧୦ ବର୍ଷର ରେକର୍ଡ ଭାଙ୍ଗିଲା ଭାରତ୨୦୨୧ରେ ସୁନାରେ ବ୍ୟୟ ହୋଇଛି ୫୬ ବିଲିୟନ ଡଲାରସୁନା କିଣାରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ
ଗତ ୨୦୨୧ ବର୍ଷ ଆରମ୍ଭରୁ ଦେଶରେ କୋଭିଡର ପ୍ରକୋପ ଥିଲା । କଟକଣା ଯୋଗୁଁ ଲୋକଙ୍କ ଆର୍ଥିକ ଅବସ୍ଥା ଦୋହଲି ଯାଇଥିଲା । ହେଲେ!-->!-->!-->…
Read More...
Read More...
ରାଜ୍ୟରେ କରୋନା ବିସ୍ଫୋରଣ
ଭୁବନେଶ୍ବର: ପୁଣି ମାଡ଼ିଆସିଲା ବିପଦ । ହୁ ହ ହୋଇ ମାଡିଚାଲିଛି ମହାମାରୀ । କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଟପିଛି । ପୁଣି ଥରେ ଦୈନିକ ସଂକ୍ରମଣ ହଜାରେ ଟପିଥିବାରୁ ଭୟଭୀତ ହୋଇଯାଇଛନ୍ତି ଲୋକେ । ରାଜ୍ୟରେ ଦୈନିକ ସଂକ୍ରମଣ!-->…
Read More...
Read More...
ଦେଶରେ ଦିନକରେ ୫୮ ହଜାର ସଂକ୍ରମିତ
ଦେଶରେ ଓମିକ୍ରନ ଜନିତ ସଂକ୍ରମଣ ହୁ ହୁ ହୋଇ ବଢୁଥିବାରୁ ସରକାରଙ୍କ ନିଦ ହଜିଗଲାଣି । ଗତ ୨୪ ଘ ।ରେ କରୋନା ମାମଲା ୫୫ ଦଶମିକ ୪ ପ୍ରତିଶତକୁ ବୃଦ୍ଧି ପାଇଛି । ଡିସେମ୍ବର ଶେଷ ସପ୍ତାହରୁ ସଂକ୍ରମଣ ବଢିବା ଆରମ୍ଭ ହୋଇଥିବା ବେଳେ ଆଜି ଏହା ୬୦ ହଜାର ପାଖାପାଖି ପହଁଞ୍ଚିଛି। ଦୈନିକ ପଜିଟିଭ!-->…
Read More...
Read More...
ଏନ୍କାଉଣ୍ଟରରେ ଟଳିଲେ ୩ ଆତଙ୍କୀ
ଜମ୍ମୁ-କାଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨ ଜଣ ଜୈସ ଆତଙ୍କୀ ଥିବା ବେଳେ ଜଣେ ପାକିସ୍ତାନ ଆତଙ୍କୀ । ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣର ମାରଣାସ୍ତ୍ର ଓ ବିସ୍ଫୋରକ ଜବତ!-->…
Read More...
Read More...
ଡେଲଟା ଓ ଓମିକ୍ରନ ପରେ, ନୂଆ ପ୍ରଜାତି ‘ଆଇଏଚୟୁ’
‘ଡେଲଟା’ ଓ ଓମିକ୍ରନ ବିପଦ ବିଶ୍ୱରୁ ଟଳିନଥିବା ବେଳେ ଏବେ କରୋନାର ନୂଆ ପ୍ରଜାତି ‘ଆଇଏଚୟୁ’ ଚିହ୍ନଟ । ଫ୍ରାନ୍ସରେ ଏହି ନୂଆ ପ୍ରଜାତି ଚିହ୍ନଟ ହୋଇଛି । ଏହି ନୂଆ ଭ୍ୟାରିଆଣ୍ଟରେ ୧୨ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ଭ୍ୟାରିଆଣ୍ଟ ର ୪୬ଟି ମ୍ୟୁଟେସନ ରହିଛି । ଜିନୋମ ବ୍ୟବସ୍ଥା!-->…
Read More...
Read More...
କୋଭିଡ ମୁକାବିଲା ପାଇଁ ସଜବାଜ ହେଲେ ନବୀନ
ଆସନ୍ତା ୧୦ ଦିନ ମଧ୍ୟରେ ସମସ୍ତ ସରକାରୀ, ବେସରକାରୀ ସମସ୍ତ କୋଭିଡ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶଦ୍ବିତୀୟ ଲହରୀର ସର୍ବୋଚ୍ଚ ସ୍ତରରେ ଯେତିକି ଶଯ୍ୟା ଓ ଆଇସିୟୁ ବ୍ୟବସ୍ଥା ହୋଇଥିଲା, ସେହି ପରିମାଣର ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶଜନସାଧାରଣଙ୍କ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ମନ୍ତ୍ରୀ ଓ ସାଂସଦ ହାତାହାତି
ମଞ୍ଚ ଉପରେ କଂଗ୍ରେସ ଓ ବିଜେପି ନେତା ଭିଡ଼ାଭିଡ଼ିଇଣ୍ଟରନେଟରେ ଭାଇରାଲ୍ ହେଉଛି କର୍ଣ୍ଣାଟକର ଏହି ଦୃଶ୍ୟ
ବେଙ୍ଗାଲୁର: ମୁଖ୍ୟମନ୍ତ୍ରୀଙ୍କ ସାମନାରେ ହାତ ଉଠାଉଠି ହେଲେ ମନ୍ତ୍ରୀ ଓ ସାଂସଦ। ମଞ୍ଚ ଉପରେ ପରସ୍ପର ଦୁଇ ବିରୋଧୀ ରାଜନୀତିକ ଦଳର ଜନ ପ୍ରତିନିଧି ପରସ୍ପରକୁ ପିଟିବା ପାଇଁ!-->!-->!-->…
Read More...
Read More...
ଭୁବନେଶ୍ବର: ଶେଷରେ ସରିଲା ୪୪ ଦିନର ଧାରଣା। ଏବେ ଘର ବାହାରେ ଆଉ ବସିବେନି ତପସ୍ୱିନୀ। ଡାକ୍ତର ସୁମିତ୍ଙ୍କ ସହ ତାଙ୍କ ଘରେ ରହିବେ ପାଖାପାଖି ଦେଢ ମାସ ହେବ ଘରେ ଘରେ ଚର୍ଚ୍ଚା ହେଉଥିବା ସୁମିତ-ତପସ୍ୱିନୀଙ୍କ ବିବାଦ ମାମଲାର ରାୟ ଶୁଣାଇଛନ୍ତି ଜିଲ୍ଲା କୋର୍ଟ। ସୁମିତଙ୍କ ସହ ତାଙ୍କ ଘରେ!-->…
Read More...
Read More...