Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଶିଶୁ ଫର୍ମୁଲା ଫୁଡ୍କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍ଟି ସୁପରିନଟେଣ୍ଡଣ୍ଟ
Browsing Category
Today’s Highlight
ଶ୍ରୀକୃଷ୍ଣଙ୍କ ଜନ୍ମବେଳେ କେଉଁ ଗ୍ରହର ଅବସ୍ଥାନ କେମିତି ଥିଲା, ଜାଣନ୍ତୁ
ଭୁବନେଶ୍ୱର: ଆଜି ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମୋତ୍ସବ। ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣ ମାଆ ଦେବକୀଙ୍କ ଗର୍ଭରେ ଅଷ୍ଟମ ସନ୍ତାନ ଭାବେ ଜନ୍ମଲାଭ କରିଥିଲେ। କେହି କେହି ଆଜିର ଦିନକୁ ଜନ୍ମାଷ୍ଟମୀ ବୋଲି କହିଥାନ୍ତି, ଆଉ କେଉଁଠାରେ ଗୋକୁଳାଷ୍ଟମୀ ଭାବେ ପାଳିତ!-->…
Read More...
Read More...
ପିଲା ପରୀକ୍ଷା ଦେଲେ, ମାର୍କସିଟ୍ କାହିଁକି ମିଳୁନି ?
ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନସ୍ନାତକ ଶେଷ ସେମିଷ୍ଟାରର ମାର୍କସିଟ୍ ଶୀଘ୍ର ଦେବାକୁ କହିଲେଛାତ୍ରଛାତ୍ରୀ ନାମ ଲେଖାଇବାରୁ ବଞ୍ଚିତ ହେଉଛନ୍ତି ଜଣାଇଲେ
ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ସ୍ନାତକ(ୟୁଜି) ପରୀକ୍ଷା ଦେଇଥିବା!-->!-->!-->…
Read More...
Read More...
୨୪ ଘଣ୍ଟା ଆମେରିକା ପାଇଁ ଗୁରୁତ୍ବପୂର୍ଣ୍ଣ
କାବୁଲ: ଅଗଷ୍ଟ ୩୧ ଭିତରେ ଆମେରିକାକୁ ତାର ସେନା ଓ ଲୋକଙ୍କୁ ଆଫଗାନିସ୍ତାନରୁ ଉଦ୍ଧାର ପାଇଁ ସମୟ ଦେଇଥିଲା ତାଲିବାନ। ହେଲେ ୩୧ ଅଗଷ୍ଟ ପରେ ବି ଆଫାଗାନିସ୍ତାନରୁ ଲୋକଙ୍କୁ ବାହାର କରିବା ପାଇଁ ସମୟ ଦିଆଯିବ ବୋଲି ତାଲିବାନ ପ୍ରବକ୍ତା ଜବିଉଲ୍ଲାହ ମୁଜାହିଦ ଜାତୀୟ ଗଣମାଧ୍ୟରେ ସୂଚନା!-->…
Read More...
Read More...
କେଉଁ ରାସ୍ତାରେ ଯାଉଛି ଓଡ଼ିଶା ସାହିତ୍ୟ ଏକାଡେମୀ?
ଭୁବନେଶ୍ବର: ହଠାତ୍ ଓଡ଼ିଶା ସାହିତ୍ୟ ଏକାଡେମୀ ଦୈନିକ ଓଡ଼ିଆ ଖବରକାଗଜରେ ଗୋଟିଏ ବିଜ୍ଞାପନ ଦେଇଛନ୍ତି। ଏକାଡେମୀ ପକ୍ଷରୁ ସଭାପତି ଏବଂ ସଚିବ କହିଛନ୍ତି ଯେ ଦୋକାନ, ବଜାର ଅବା ଦପ୍ତର, ଓଡ଼ିଆରେ କୁହ, ଓଡ଼ିଆରେ ଲେଖ, ଓଡ଼ିଆ ଭାଷାଟି ମାଆ ତୁମର। ଏକାଡେମୀର ସଚିବ ପ୍ରବୋଧ ରାଉତ!-->…
Read More...
Read More...
ଘରେ ବସି ୨ କୋଟି ରୋଜଗାର କଲା ୧୨ ବର୍ଷର ପିଲା…ଜାଣନ୍ତୁ କେମିତି?
ମହାମାରୀ କରୋନା ଅନେକ ଲୋକଙ୍କ ଜୀବନ ବଦଳାଇଦେଇଛି । କିଏ ନିଜର ଚାକିରି ହରାଇ ତ କାହାର ବ୍ୟବସାୟ ବନ୍ଦ ହୋଇଯାଇଛି । ଲୋକମାନେ ବିଭିନ୍ନ ଆର୍ଥିକ ସମସ୍ୟା ଦେଇ ଗତି କରିଛନ୍ତି । ସ୍କୁଲ, କଲେଜ ବନ୍ଦ ଯୋଗୁଁ ପିଲାମାନେ ଅନଲାଇନରେ ପାଠ ପଢୁଛନ୍ତି । ଲକଡାଉନ ଯୋଗୁଁ ଦୋକନ ବଜାର ବନ୍ଦ ହୋଇଯାଇଛି!-->…
Read More...
Read More...
‘ସତର୍କ ହୁଅ, ପୁଣି ଆକ୍ରମଣ ହୋଇପାରେ’
ଆତଙ୍କବାଦୀ ଆକ୍ରମଣ ହେବା ନେଇ ବାଇଡେନଙ୍କ ସୂଚନା ପରେ ସମଗ୍ର ବିଶ୍ବ ଚିନ୍ତାରେ
କାବୁଲ: ବିମାନ ବନ୍ଦରରେ ପୁଣି ହୋଇପାରେ ଆତଙ୍କବାଦୀ ଆକ୍ରମଣ । ଆଗାମୀ ୨୪ରୁ ୩୬ ଘଣ୍ଟା ମଧ୍ୟରେ ପୁଣି ଆତଙ୍କୀ ଆକ୍ରମଣ ନେଇ ଆଶଙ୍କା ପ୍ରକାଶ ପାଇଛି। ଏ ନେଇ ସତର୍କ କରାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ!-->!-->!-->…
Read More...
Read More...
ପୁତୁରା ସହ ନଜର ଆସିଲେ ସଲମାନ…ଲୋକେ କହିଲେ..
ବଲିଉଡ ଷ୍ଟାର ସଲମାନ ଖାନ ନିଜ ପ୍ରୋଫେସନାଲ ଲାଇଫକୁ ଯେମିତି ଭଲ ପାଆନ୍ତି ନିଜର ପରିବାରକୁ ମଧ୍ୟ । ସଲମାନ ତାଙ୍କ ପରିବାର ଲୋକଙ୍କୁ ଯେ ବହୁତ ଭଲ ପାଆନ୍ତି ଏଥିରେ ସନ୍ଦେହ ନାହିଁ । କାରଣ ଅନେକ ସମୟରେ ସେ ନିଜ ପରିବାର ସହ ଫଟୋ ମଧ୍ୟ ସେୟାର କରିବାର ଦେଖିବାକୁ ମିଳେ । ସଲମାନ ଏବେ!-->…
Read More...
Read More...
ସେପ୍ଟେମ୍ବର ୫ ବେଳକୁ ଆଉ ଏକ ଲଘୁଚାପ ସୂଚନା
ଭୁବନେଶ୍ବର: ଆଜି ସକାଳେ ଓଡ଼ିଶା ଉପକୂଳ ଦୂରରେ ସୃଷ୍ଟି ହୋଇଥିବା ଲଘୁଚାପର କେନ୍ଦ୍ର ରହିଥିଲା। ଏହା କ୍ରମଶଃ ବିସ୍ତୃତ ହେବା ସହିତ ଦକ୍ଷିଣ ଆଡକୁ ଯାଇ ୩୦ ତାରିଖ ସକାଳେ ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ରହିବ। ଏହା ପରେ ନାଗପୁର ଦେଇ ରାଜସ୍ଥାନ ଆଡକୁ ମୁହାଁଇବ ବୋଲି ପାଣିପାଗ!-->…
Read More...
Read More...
ଢେଙ୍କାନାଳରେ ତୈଳ ଟର୍ମିନାଲର ଭୂମିପୂଜନ ହେଲା
ଢ଼େଙ୍କାନାଳ ଓ ପଡ଼ୋଶୀ ଜିଲ୍ଲାରେ ଶିଳ୍ପାୟନର ଅଭିବୃଦ୍ଧିରେ ବଡ଼ ଭୂମିକା ନେବ: ଧର୍ମେନ୍ଦ୍ର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଭିସି ଜରିଆରେ ସାମିଲ ହୋଇଥିଲେରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେଧାମରାରୁ ତାଳଚେର ଜଳପଥରେ ଷ୍ଟିମର!-->…
Read More...
Read More...
ଅମିତାଭଙ୍କ ଘରେ ପାଣି ନାହିଁ!
ବିଗ ବି ଅମିତାଭ ବଚ୍ଚନଙ୍କ ଘରେ ପାଣି ସମସ୍ୟା। ଆଜ୍ଞା ହଁ ଏକଥା ଆଉ କେହି ନୁହେଁ ନିଜେ ଅମିତାଭ ତାଙ୍କ ବ୍ଲଗ ମାଧ୍ୟମରେ ଫ୍ୟାନଙ୍କୁ ଜଣାଇଛନ୍ତି।
ଅମିତାଭ ବଚ୍ଚନ ସବୁବେଳେ ନିଜ ବ୍ଲଗରେ କିଛି ଏମିତି ଲେଖିଥାନ୍ତି ,ଯାହାକୁ ଫ୍ୟାନ ମାନେ ସବୁବେଳେ ପଢିବାକୁ ଅପେକ୍ଷା କରି ରହିଥାନ୍ତି ।!-->!-->!-->…
Read More...
Read More...