Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category
Today’s Highlight
୧୩ ମନ୍ତ୍ରୀଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି!
ଭୁବନେଶ୍ବର: କୋଭିଡ୍ର ଭୟାବହତା ଯେତିକି ବଢ଼ୁଛି, ରାଜ୍ୟରେ ଲୋକଙ୍କ ମଧ୍ୟରେ ସେତିକି ଆତଙ୍କ ସୃଷ୍ଟି ହେଉଛି। ଜୀବନ, ଜୀବିକା ସବୁକିଛି ବାଜିରେ ଲାଗିଛି। ପରୀକ୍ଷା ବାତିଲ୍ ହୋଇଯିବା ଓ ଫଳ ପ୍ରକାଶ ନ ପାଇବା ଉଭୟ ପ୍ରସଙ୍ଗକୁ ନେଇ ଛାତ୍ରଛାତ୍ରୀ ଏବେ ଦ୍ବନ୍ଦ୍ବରେ ଏବଂ ଭୀଷଣ ମାନସିକ!-->…
Read More...
Read More...
ବିଜେପିର ଟାର୍ଗେଟରେ କିଏ? ମନ୍ତ୍ରୀ ନା ସଚିବ
ଭୁବନେଶ୍ବର: ଓଡ଼ିଶାର ସ୍ବାସ୍ଥ୍ୟ ସଚିବ ରାଜନୀତିରେ ଯୋଗ ଦିଅନ୍ତୁ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କେନ୍ଦ୍ର ସରକାରଙ୍କୁ ଲେଖିଥିବା କିଛି କଡ଼ା ଚିଠି ଉପରେ ପ୍ରତିକ୍ରିୟା ଦେଇ ଓଡ଼ିଶା ବିଜେପି ନେତାମାନେ କିଛି ଦିନ!-->…
Read More...
Read More...
ରଥଖଳାରେ ପହଞ୍ଚିନି ସଂକ୍ରମଣ, ଅସନ୍ତୋଷ ଝାଡ଼ିଲେ ମୁଖ୍ୟ ପ୍ରଶାସକ
ରଥ ନିର୍ମାଣକୁ ଆସିବା ପୂର୍ବରୁ ହେଉଛି କୋଭିଡ୍ ପରୀକ୍ଷା, ସେଇଠୁ ବାହାରିଲେ ୮ ପଜିଟିଭ୍ସମସ୍ତଙ୍କ ପାଇଁ ନିଷିଦ୍ଧ ହେଲା ରଥଖଳା, କେବଳ ଦାୟିତ୍ବରେ ଥିବା ବ୍ୟକ୍ତି ଯାଇପାରିବେରଥ ନିର୍ମାଣର ଅଗ୍ରଗତି ନେଇ ସନ୍ତୁଷ୍ଟ, ନିୟମିତ ଜିଲ୍ଲାପାଳ କରିବେ ସ୍ଥିତି ସମୀକ୍ଷା
ପୁରୀ: କୋଭିଡ୍!-->!-->!-->…
Read More...
Read More...
ଆରମ୍ଭ ହେଲା ବାତ୍ୟା ପାଇଁ ବଡ଼ ପ୍ରସ୍ତୁତି
ଭୁବନେଶ୍ବର: ବଙ୍ଗୋପସାଗରରେ ୨୨ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ୨୪ ତାରିଖରେ ବାତ୍ୟା ରୂପ ନେଇପାରେ। ଏହା ୨୫ ତାରିଖ ପୂର୍ବାହ୍ନରେ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ। ତେବେ ଏହା କେଉଁଠି ସ୍ଥଳଭାଗକୁ ଛୁଇଁବ, ତାହା ସ୍ପଷ୍ଟ ହୋଇନାହିଁ। ଏପଟେ ଆଜି ଆଇଏମ୍ଡି ସହିତ ପ୍ରାରମ୍ଭିକ!-->…
Read More...
Read More...
କେତେ ଭୀଷଣ ବେଗରେ ଆସୁଛି ବାତ୍ୟା, ଜାଣନ୍ତୁ
ଭୁବନେଶ୍ବର: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୨୨ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବ। ଏହା ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ। ୨୬ ତାରିଖ ସନ୍ଧ୍ୟାରେ ଏହା ପଶ୍ଚିମବଙ୍ଗ-ଉତ୍ତର ଓଡିଶା ଉପକୂଳରେ ପହଞ୍ଚିପାରେ।
ଆଜି ଭାରତର ପାଣିପାଗ!-->!-->!-->…
Read More...
Read More...
ମୁକାବିଲା ପାଇଁ ଅଣ୍ଟାଭିଡ଼ିଲେ ଅପରାଜିତା
ଭୁବନେଶ୍ବର: କୋଭିଡ୍ ପରିଚାଳନା ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ପରେ ଏବେ ଭୁବନେଶ୍ବର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ରାସ୍ତାକୁ ଓହ୍ଲାଇଛନ୍ତି। ଆଜି ସାଂସଦ ଖୋର୍ଧା ଓ ଜଟଣୀ ନିର୍ବାଚନମଣ୍ଡଳୀରେ କୋଭିଡ୍ ଟିକାକରଣ କେନ୍ଦ୍ର ପରିଦର୍ଶନ କରିଥିଲେ।!-->…
Read More...
Read More...