Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍-ଲେନ୍ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍
Browsing Category
TOP STORIES
ଖୁବ୍ ଶୀଘ୍ର ଦୂରଦର୍ଶନରେ ସାନ୍ତାଳୀ ଭାଷାରେ ପଢାଯିବ ନ୍ୟୁଜ୍
ଭୁବନେଶ୍ବର: ଖୁବ୍ ଶୀଘ୍ର ଦୂରଦର୍ଶନରେ ସାନ୍ତାଳୀ ଭାଷାରେ ପଢାଯିବ ନ୍ୟୁଜ୍। ୬ରୁ ୭ ଦିନ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବା ନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ସେ କହିଛନ୍ତି ସାନ୍ତାଳୀ ଭାଷାରେ ନ୍ୟୁଜ୍ ପଢା ନେଇ ରାଷ୍ଟ୍ରପତିଙ୍କର ଆଗ୍ରହ ଥିଲା।
ସାନ୍ତାଳ ମାନେ!-->!-->!-->…
Read More...
Read More...
ମଠ ଭିତରେ ଯୁବତୀଙ୍କୁ ଔଷଧ ଦେଇ ଦୁଷ୍କର୍ମ
ରେଢ଼ାଖୋଲ: ରେଢ଼ାଖୋଲରେ ଲଜ୍ଜା। ବନ୍ଧା ହେଲେ ଆତ୍ମଘୋଷିତ ବାବା ପ୍ରଫୁଲ୍ଲ। ମଠ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ କଲା ରଙ୍ଗିଲା ବାବା। ଲୁହାପଙ୍କ ପଞ୍ଚାୟତ ବୈଷ୍ଣବଝୁଲି ଗାଁ ମଠ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ। ଔଷଧ ଦେଇ ଯୁବତୀଙ୍କୁ ଅଚେତ ଅବସ୍ଥାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ୫୩!-->…
Read More...
Read More...
ମଧ୍ୟାହ୍ନ ଭୋଜନ ଖାଇ ୫୩ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ
ଦାରିଙ୍ଗବାଡ଼ି: ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୫୩ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ। ସେମାନଙ୍କ ମଧ୍ୟରୁ ଅନେକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଯାଇଛନ୍ତି।
କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଉଚ୍ଚ!-->!-->!-->…
Read More...
Read More...
୩ ଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି
ମୟୂରଭଞ୍ଜ: ମୟୂରଭଞ୍ଜ ବାଙ୍ଗିରିପୋଷିରେ ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାଙ୍ଗିରିପୋଷି-ଗୋରୁମହିଷାଣି, ବୁଡ଼ାମରା-ନ୍ୟୁ ଜାମଶୋଳା ଓ ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି ଦ୍ରୌପଦୀ!-->…
Read More...
Read More...
ଦସ୍ତାବିଜ୍ ଦାଖଲ କରିପାରିଲାନି କ୍ରାଇମବ୍ରାଞ୍ଚ, ସ୍ଥଗିତ ରହିଲା ଶୁଣାଣି
ଭରତପୁର: ଭରତପୁର ଥାନା ଘଟଣାରେ ଦସ୍ତାବିଜ୍ ଦାଖଲ କରିପାରିଲାନି କ୍ରାଇମବ୍ରାଞ୍ଚ। ଯେଉଁ କାରଣରୁ ଆଜି ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ଦ୍ୱାରା ହେବାକୁ ଥିବା ଶୁଣାଣି ସ୍ଥଗିତ ରଖାଯାଇଛି। ଯାହା ଆସନ୍ତା ୧୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।
ତେବେ ଶୁକ୍ରବାର କ୍ରାଇମବ୍ରାଞ୍ଚ ପକ୍ଷରୁ ଭରତପୁର!-->!-->!-->…
Read More...
Read More...
ଗିରଫ ହେଲେ ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ୍
ସମ୍ବଲପୁର:ଗିରଫ ହେଲେ ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ୍ ରେବତୀ ରମଣ ଯୋଶୀ। ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ୍ ରେବତୀ ରମଣ ଯୋଶୀଙ୍କୁ ଶନିବାର ଭିଜିଲାନ୍ସ ବିଭାଗ ଗିରଫ କରିଛି। ଶନିବାର ବିଳମ୍ବିତ ରାତି ଯାଏ!-->…
Read More...
Read More...
ପୁଅ ଓ ବୋହୂକୁ ପେଟ୍ରୋଲ ଢ଼ାଳି ବାପା ପୋଡ଼ିବା ଘଟଣାରେ ପୁଅ ମୃତ
ବାରଙ୍ଗ: ବାରଙ୍ଗରେ ପୁଅ ଓ ବୋହୂକୁ ପେଟ୍ରୋଲ ଢ଼ାଳି ବାପା ପୋଡ଼ି ଦେବା ଘଟଣାରେ ପୁଅ ମୃତ। ଗତ ରବିବାର ଚିକିତ୍ସାଧୀନ ଅବସ୍ଥାରେ ବୋହୂର ମୃତ୍ୟୁ ହୋଇଥିବା ବେଳେ କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ପୁଅ ଦୀନବନ୍ଧୁ ରାଉତଙ୍କ ମୃତ୍ୟୁ। ବାରଙ୍ଗ ଥାନା ବାରସିଙ୍ଗା ଗାଁରେ ଘଟିଥିଲା!-->…
Read More...
Read More...
ଅପରିବର୍ତ୍ତିତ ରହିଲା ରେପୋ ରେଟ୍, ବଢ଼ିବନି ଇଏମ୍ଆଇ
ନୂଆଦିଲ୍ଲୀ: ରେପୋ ହାରକୁ ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ଲଗାତାର ୧୧ ଥର ପାଇଁ ରେପୋ ରେଟ୍ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ରେପୋ ରେଟ୍କୁ ୬.୫ ପ୍ରତିଶତରେ ସ୍ଥିର!-->…
Read More...
Read More...
୭୦ ହଜାର ଟଙ୍କାରେ ଡାକ୍ତରୀ ଡିଗ୍ରୀ
ଗୁଜରାଟ: ଡାକ୍ତରୀ ଡିଗ୍ରୀ ପାଇଁ ୭୦ ହଜାର ଟଙ୍କା। ଆଜିର ଦୁନିଆରେ ସବୁ କିଛି ସମ୍ଭବ। ବିନା ପାଠ ପଢାରେ ବି ହୋଇପାରିବେ ଡାକ୍ତର। ଅଷ୍ଟମ ଶ୍ରେଣୀ ପାସ୍ କରିଥିବା ଲୋକେ ମଧ୍ୟ ଏହି ସାର୍ଟିଫିକେଟ କିଣି ପାଲଟି ଥିଲେ ଡାକ୍ତର। ପଇସା ରୋଜଗାର କରିବା ଲକ୍ଷ୍ୟରେ ନକଲି ମେଡିକାଲ ସାର୍ଟିଫିକେଟ!-->…
Read More...
Read More...
ରାଜ୍ୟସଭାରେ ସାଂସଦଙ୍କ ସିଟ୍ ତଳୁ ମିଳିଲା ଟଙ୍କା
ନୂଆଦିଲ୍ଲୀ: ରାଜ୍ୟସଭାରେ ସାଂସଦଙ୍କ ସିଟ୍ ତଳୁ ମିଳିଲା ନୋଟ୍ ବଣ୍ଡଲ। ସଂସଦରେ ଶୀତକାଳୀନ ଅଧିବେଶନ ସମୟରେ ଶୁକ୍ରବାର ରାଜ୍ୟସଭାରେ ପ୍ରବଳ ହଙ୍ଗାମା ହୋଇଛି। ରାଜ୍ୟସଭାରେ କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂଘଭୀଙ୍କ ସିଟ୍ରୁ ପୁଳା ପୁଳା ଟଙ୍କା ମିଳିବା ଘଟଣା ସାମ୍ନାକୁ ଆସିବା ପରେ ପ୍ରବଳ!-->…
Read More...
Read More...