Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
କେରଳରେ ପରିବର୍ତ୍ତନର ଲହରୀ, ୟୁଡିଏଫ ଫେରିଲା କ୍ଷମତାକୁ
ଆସାମରେ ହିମନ୍ତଙ୍କ ଐତିହାସିକ ବିଜୟ
କଲକାତାରେ ଭୋଟ ଗଣନା ମଧ୍ୟରେ ସେଲିବ୍ରେସନ ନିଷେଧ
ହାରିଲେ କଂଗ୍ରେସ ମୁଖିଆ ଗୌରବ ଗୋଗୋଇ
ଯାଜପୁରରେ ଭୟାବହ ସଡ଼କ ଦୁର୍ଘଟଣା, ୫ ମୃତ
ଓଡ଼ିଶାରେ ନୌକା ସୁରକ୍ଷା କଠୋର, ଲାଇଫ୍ ଜାକେଟ୍ ବାଧ୍ୟତାମୂଳକ
Browsing Category
TOP STORIES
ଦେଶର ବିକାଶ ନକ୍ସାରେ ଓଡ଼ିଶାର ସ୍ଥାନ ସୁଦୃଢ: ନବୀନ
ଭୁବନେଶ୍ବର: ଏକ ସମୃଦ୍ଧ, ସଶକ୍ତ ଓ ସ୍ବଭିମାନୀ ଓଡିଶା ନିର୍ମାଣ ପାଇଁ ଆମେ ଦୃଢ ପ୍ରତିବଦ୍ଧତାର ସହ ଆଗକୁ ବଢୁଛୁ । କଠିନ ପରିଶ୍ରମ, ଗଭୀର ନିଷ୍ଠା ଓ ସମସ୍ତଙ୍କ ସହଯୋଗ ହିଁ ଆମକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ପାରିବ । ଏକ ନୂଆ ଓଡିଶା ଗଠନ ଦିଗରେ ଆମର ଉଦ୍ୟମ ଚାଲିଛି। ପବିତ୍ର ସାଧାରଣତନ୍ତ୍ର!-->…
Read More...
Read More...
ପାଞ୍ଜିରୁ ଆସିଲା ଦେଶ ଓ ରାଜ୍ୟ ପାଇଁ ବଡ଼ ଖବର
ଭୁବନେଶ୍ବର: ଓଡ଼ିଆ ନୂଆବର୍ଷ ପରଠାରୁ କିଭଳି ରହିବ ଦେଶ ଓ ରାଜ୍ୟର ଚିତ୍ର? ଏଥର କେଉଁ ପର୍ବ କେଉଁ ଦିନ ପଡ଼ିବ? କେବେ ରହିଛି ବିବାହ ଓ ବ୍ରତାଦି ତିଥି? କେଉଁ ଦିନ ଶୁଭ, କେବେ ଅଶୁଭ?
ପ୍ରତିବର୍ଷ ଏଭଳି ଅନେକ ପ୍ରଶ୍ନର ଉତ୍ତର ଆଣିଥାନ୍ତି ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ପଞ୍ଜିକାକାରମାନେ।!-->!-->!-->…
Read More...
Read More...
ଶିଶୁ ଓ ମହିଳାଙ୍କ ପାଇଁ ଖୋାଲିବ ସ୍ବତନ୍ତ୍ର ଶାଖା
ଶିଶୁ ଓ ମହିଳାଙ୍କ ବିରୁଦ୍ଧରେ ଅପରାଧ ରୋକିବା ପାଇଁ ସ୍ବତନ୍ତ୍ର ଶାଖା ୬୨ଟି ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁର ପ୍ରଦାନ
ଶିଶୁ ଓ ମହିଳା ମାନଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛନ୍ତି । ମହିଳା ଓ ଶିଶୁ ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ତଥା!-->!-->!-->!-->…
Read More...
Read More...
ବିଜେଡିରେ ପିଢି ବଦଳାଇଦେଲେ ନବୀନ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେବେ ଓଡ଼ିଶା ରାଜନୀତିରେ ପ୍ରବେଶ କଲେ,ସେବେ ତାଙ୍କ ଚାରିପାଖରେ ଯେଉଁ କେତେଜଣ ଦେଖାଯାଉଥିଲେ, ସେମାନେ ହେଲେ ବିଜୟ ମହାପାତ୍ର, ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ରାମକୃଷ୍ଣ ପଟ୍ଟନାୟକ ପ୍ରମୁଖ। ବିଜେଡି ସରକାରକୁ ଆସିବା ବେଳକୁ!-->…
Read More...
Read More...
କେସିଆର୍ ମୁଖ୍ୟମନ୍ତ୍ରୀ ପଦ ଛାଡିବେ!
ବଦଳୁଛି ତେଲେଙ୍ଗାନା ରାଜନୀତି, ୨୦୨୩ରେ କ୍ଷମତା ଦଖଲ ଲାଗି ବିଜେପିର କସରତନୂଆଦିଲ୍ଲୀ ଯାଇ ମୋଦୀଙ୍କୁ ଚେକ୍ ଦେବେ ଚନ୍ଦ୍ରଶେଖର, ପୁଅ କେଟିଆର୍ ପରବର୍ତୀ ମୁଖ୍ୟମନ୍ତ୍ରୀକେଟିଆର୍ ଏବେ ଟିଆର୍ଏସ୍ କାର୍ଯ୍ୟକାରୀ ସଭାପତି, ତେଲେଙ୍ଗାନାରେ ସେ ମନ୍ତ୍ରୀ ବି ଅଛନ୍ତିପୌର ନିର୍ବାଚନ ପରେ ଗଣିତ!-->…
Read More...
Read More...
ଓଡ଼ିଶା ରାଜନୀତିକୁ ଫେରିବେ ଧର୍ମେନ୍ଦ୍ର
ଖିଣ୍ଡାରେ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚାପର୍ଯ୍ୟବେକ୍ଷକ ମହଲ କହୁଛନ୍ତି, ଜାନକୀବଲ୍ଲଭଙ୍କ ରାସ୍ତାରେ ମୁକୁ ସମ୍ବଲପୁର ଉପରେ ଆଖି, ଦଳ ସଂଖ୍ୟା ପାଇଲେ ରାଜ୍ୟକୁ ଆସିବେ
ଭୁବନେଶ୍ବର: ୨୦୨୧ ଆରମ୍ଭରୁ ଓଡ଼ିଶା ରାଜନୀତି ସମୀକରଣ ଦ୍ରୁତ ବଦଳିବାରେ ଲାଗିଛି।!-->!-->!-->…
Read More...
Read More...
ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ସ୍ବାସ୍ଥ୍ୟ ସେବାକୁ ରାଜ୍ୟ ସରକାର ସର୍ବାଧିକ ପ୍ରାଥମିକତା ଦେଇଆସିଛନ୍ତି। ରାଜ୍ୟବାସୀଙ୍କୁ ଅତ୍ୟାଧୁନିକ ତଥା ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି। କଟକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜକୁ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ!-->…
Read More...
Read More...
ଆରମ୍ଭ ହେବ ସମଲେଶ୍ବରୀ ମନ୍ଦିରର ବିକାଶ କାର୍ଯ୍ୟ
ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶିକ ବିକାଶ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ସମ୍ବଲପୁର ଯାଇ ମା ସମଲେଶ୍ବରୀଙ୍କ ମନ୍ଦିର!-->…
Read More...
Read More...
ବର୍ଷେ ଆଗରୁ ପଞ୍ଚାୟତ ଦଖଲ ଅଭିଯାନ
ବିକାଶକୁ ଏଜେଣ୍ଡା କରି ନବୀନ ଓହ୍ଲାଇଲେ ମଇଦାନକୁହାତରେ ଧରିଛନ୍ତି ୨୦୮୫ କୋଟି ଓ ୧୦୬ଟି ପ୍ରକଳ୍ପଶହେ ପ୍ରତିଶତ ପଞ୍ଚାୟତ ଦଖଲ ଲାଗି ବିଜେଡିର କସରତକଳାହାଣ୍ଡିରେ ଉତ୍ସବ ଭଳି ପରିବେଶ, ବିଜେଡି ପଶିଗଲା ସବୁ ଘରକୁବିରୋଧୀଙ୍କ ପାଇଁ ଆହ୍ବାନ ବଢ଼ିଲା; ସଂଗଠନ ନାହିଁ କି ଯୋଜନା ବି
!-->!-->!-->…
Read More...
Read More...
ନେତାଜୀଙ୍କ ନାମରେ ହେବ ବସ୍ ଟର୍ମିନାଲ
କଟକ ଖାନନଗରରେ ୧୨ ଏକର ଜମିରେ ନିର୍ମିତ ହେବ ଅତ୍ୟାଧୁନିକ ବସ୍ ଟର୍ମିନାଲ। ନେତାଜୀଙ୍କ ନାମରେ ନାମିତ ହେବ ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲ, ବ୍ୟୟ ହେବ ୬୫ କୋଟି
କଟକ ଖାନନଗର ଠାରେ ନିର୍ମିତ ହେବ ଅତ୍ୟାଧୁନିକ ବସ୍ ଟର୍ମିନାଲ। ଏଥିରେ ଖର୍ଚ୍ଚ ହେବ ୬୫ କୋଟି ଟଙ୍କା । ମହାନ୍!-->!-->!-->…
Read More...
Read More...