Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଶିଶୁ ଫର୍ମୁଲା ଫୁଡ୍କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍ଟି ସୁପରିନଟେଣ୍ଡଣ୍ଟ
Browsing Category
TOP STORIES
ମୋଦୀଙ୍କ ଲେନ୍ସକୁ ଏବେ ଓଡ଼ିଶା ଆସିଲା
ୟୁ ଟର୍ଣ୍ଣ ମାରିଲା ଧର୍ମେନ୍ଦ୍ରଙ୍କ ରାଜନୈତିକ କ୍ୟାରିଅରପ୍ରଥମଥର ପାଇଁ ଓଡ଼ିଶା ହାତରେ ଲାଗିଲା ରେଳ ବିଭାଗଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବିଜେଡି ହାତରୁ ଚାଲିଗଲାଅଶ୍ବିନୀଙ୍କୁ ପ୍ରଭାବିତ କରିବ କିଏ, ବିଜେଡି ନା ବିଜେପିକେନ୍ଦ୍ର ସହିତ ସଂପର୍କ ବଢିପାରେ,କିନ୍ତୁ ଘାତକ ହେବ
!-->!-->!-->…
Read More...
Read More...
ଘର ଘର ବୁଲି ପଢାଯିବ ପାଠ
ମୋବାଇଲ ନଥିଲେ ବି ପିଲା ପଢିବେ ପାଠ
ଭୁବନେଶ୍ବର: ଉପାନ୍ତ ଅଂଚଳରେ ଘରକୁ ଘର ବୁଲି ପଢାଯିବ ପାଠ । ଅନଲାଇନ୍ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ଗଣଶିକ୍ଷା ବିଭାଗର ନୂଆ ଯୋଜନା କରିଛି। ଇଣ୍ଟରନେଟ ନଥିବା ଉପାନ୍ତ ଅଞ୍ଚଳରେ ଗୁଡ଼ିକରେ ଘରକୁ ଘର ବୁଲି ପାଠ ପଢାଇବେ ଶିକ୍ଷକ।!-->!-->!-->…
Read More...
Read More...
ମନ୍ତ୍ରୀ ହେବା ପାଇଁ ବୟସ ଗୋଟିଏ ମାପକାଠି କି? ମୋଦୀଙ୍କ ଭାଷା ପଢନ୍ତୁ
ନୂଆଦିଲ୍ଲୀ: କେବଳ ବରିଷ୍ଠ ନେତା କଣ ମନ୍ତ୍ରୀ ହେବାକୁ ଯୋଗ୍ୟ? ଏକାଧିକ ଥର ଜିତିଥିଲେ ଯାଇ ଜଣେ ମନ୍ତ୍ରୀ ହୋଇପାରିବ? ନବାଗତଙ୍କ ପାଇଁ କଣ ମନ୍ତ୍ରୀ ପଦ ମନା? ବୟସ ଗୋଟିଏ ମାପକାଠି କି?
ରାଜ୍ୟ ହେଉ କି କେନ୍ଦ୍ର, ଯେବେ ମନ୍ତ୍ରିମଣ୍ଡଳ ଗଠନ ହୁଏ, ସେବେ ଏଭଳି କିଛି ପ୍ରଶ୍ନ ନେତାଙ୍କ ମନରେ!-->!-->!-->…
Read More...
Read More...
ସରକାର ଯେଉଁଠି ସକ୍ରିୟ, ବିପଦ ସେଇଠି ଅଧିକ
ଏବେ ବି ରେଡ ଜୋନରେ ରହିଛି ଖୋର୍ଦ୍ଧା,କଟକଆଉ ୫୭ ମୃତ୍ୟୁର ହିସାବ ଦେଲା ସ୍ବାସ୍ଥ୍ୟ ବିଭାଗ
ଭୁବନେଶ୍ବର: ଆଜି ୫୭ ଜଣଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ଦୈନିକ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଆଗକୁ ଏହା ଆହୁରି ବୃଦ୍ଧି ହୋଇପାରେ। ସେପେଟ!-->!-->!-->…
Read More...
Read More...
ଅକଳରେ ପକାଇବ ମୋଦୀଙ୍କ ନୂଆ କୌଶଳ
ଜାତି କାର୍ଡ ଖେଳିବାକୁ ବଡ ପ୍ରସ୍ତୁତି କରିଛନ୍ତିତ୍ରିପୁରାରୁ ଓଡ଼ିଶା ସବୁଠାରୁ ଜାତି କାର୍ଡର ଝଲକଉତ୍ତରପ୍ରଦେଶ ଭୋଟ ଉପରେ ମୋଦୀଙ୍କ ଆଖି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତ୍ରିମଣ୍ଡଳରେ କରିଥିବା ଅଦଳବଦଳକୁ ନେଇ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ପୋଷ୍ଟମର୍ଟମ ଆରମ୍ଭ!-->!-->!-->…
Read More...
Read More...
ଯେବେ ଗୁରୁବାର କେହି ମହାଲକ୍ଷ୍ମୀଙ୍କର ପ୍ରାର୍ଥନା ପଢନ୍ତି…
ସରସିଜ ନିଳୟେ ସରୋଜହସ୍ତେ। ଧବଳ ତରାଂଶୁକଗନ୍ଧମାଲ୍ୟଶୋଭେ।।
ଭଗବତୀ ହରିବଲ୍ଲଭେ ମନୋଜ୍ଞ। ତ୍ରିଭୁବନଭୂତିକରି! ପ୍ରସୀଦ ମହ୍ୟମ୍।।
Read More...
Read More...
କାହାକୁ କଣ ଦେଲେ ମୋଦୀ?
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ନିଜର ଦ୍ୱିତୀୟ କାର୍ଯ୍ୟକାଳରେ କେନ୍ଦ୍ର କ୍ୟାବିନେଟରେ ଏକ ବଡ଼ ସଂସ୍କାର ଆଣିଛନ୍ତି। ବୁଧବାର ୪୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଓବିସି, ଏସସି ଏବଂ ଏସଟି ସଦସ୍ୟଙ୍କ ରେକର୍ଡ ପ୍ରତିନିଧିତ୍ୱ ସହିତ ନୂତନ କ୍ୟାବିନେଟ୍ରେ ଅଧିକ ଶିକ୍ଷିତ ଯୁବକୁ ଓ ମହିଳା!-->…
Read More...
Read More...
୧୫ କ୍ୟାବିନେଟ ମନ୍ତ୍ରୀଙ୍କ ଶପଥ
୧. ନାରାୟଣ ଟାଟୁ ରାଣେ(ମହାରାଷ୍ଟ୍ରର ବରିଷ୍ଠ ବିଜେପି ନେତା, ୬ ଥର ବିଧାୟକ ନିର୍ବାଚିତ)୨. ସର୍ବାନନ୍ଦ ସୋନୱାଲ(ଆସାମରୁ ୨ ଥର ଲୋକସଭା ସାଂସଦ ନିର୍ବାଚିତ,୨୦୧୬ରୁ ୨୦୨୧ ଯାଏ ଆସାମ ମୁଖ୍ୟମନ୍ତ୍ରୀ)୩. ଡକ୍ଟର ବୀରେନ୍ଦ୍ର କୁମାର (ମଧ୍ୟପ୍ରଦେଶ ଟିକମଗଡରୁ ଲୋକସଭା ସାଂସଦ,୭ ଥର ସାଂସଦ ଭାବେ!-->…
Read More...
Read More...
ଶପଥ ନେଲେ ୪୩ ମନ୍ତ୍ରୀ
୧. ନାରାୟଣ ଟାଟୁ ରାଣେ( ମହରାଷ୍ଟ୍ରରୁ ରାଜ୍ୟସଭା ସାଂସଦ)୨. ସର୍ବାନନ୍ଦ ସୋନୱାଲ(ଆସାମରୁ ୨ ଥର ଲୋକସଭା ସାଂସଦ ନିର୍ବାଚିତ,୨୦୧୬ରୁ ୨୦୨୧ ଯାଏ ଆସାମ ମୁଖ୍ୟମନ୍ତ୍ରୀ)୩. ଡକ୍ଟର ବୀରେନ୍ଦ୍ର କୁମାର,କ୍ୟାବିନେଟ ମନ୍ତ୍ରୀ (ମଧ୍ୟପ୍ରଦେଶ ଟିକମଗଡରୁ ଲୋକସଭା ସାଂସଦ,୭ ଥର ସାଂସଦ ଭାବେ!-->…
Read More...
Read More...
ଦେଖନ୍ତୁ, କିଏ ହେବେ ମୋଦୀଙ୍କ ନୂଆ ମନ୍ତ୍ରୀ
ଆସିଲା ୪୩ ନୂଆ ମନ୍ତ୍ରୀଙ୍କ ତାଲିକା୧. ନାରାୟଣ ରାଣେ୨. ସର୍ବାନନ୍ଦ ସୋନୋୱାଲ୩. ଡକ୍ଟର ବୀରେନ୍ଦ୍ର କୁମାର୪. ଜ୍ୟୋତିରାଦିତ୍ୟ ସିନ୍ଧିଆ୫. ରାମଚନ୍ଦ୍ର ପ୍ରସାଦ ସିଂ୬. ଅଶ୍ୱିନୀ ବୈଷ୍ଣବ୭. ପଶୁପତି କୁମାର ପାରସ୮. କିରଣ ରିଜିଜୁ୯. ରାଜକୁମାର ସିଂ୧୦.ହରଦୀପ ସିଂ ପୁରୀ୧୧.ମନସୁଖ ମାଣ୍ଡଭ୍ୟା୧୨.!-->…
Read More...
Read More...