ପ୍ରମୁଖ ଖବର

ଶିଶୁ ଫର୍ମୁଲା ଫୁଡ୍‌କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍‌ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍‌ଟି ସୁପରିନଟେଣ୍ଡଣ୍ଟ
Browsing Category

TOP STORIES

ସିସିଟିଭି ଧରିଲା ସତ

ମୃତ୍ୟୁ ଉପରୁ ରହସ୍ୟ ହଟାଇଲା ପୁଲିସ ଭୁବନେଶ୍ବର: ସମସ୍ତେ ଭାବୁଥିଲେ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । କିନ୍ତୁ ଦେଢ ମାସ ପରେ ମୃତ୍ୟୁ ଉପରୁ ରହସ୍ୟ ହଟାଇଲା କ୍ୟାପିଟାଲ ପୁଲିସ । ମେ ୨୪ରେ ସୂର୍ଯ୍ୟନଗରର ସୁବାଷ ନାଏକର ମୃତ୍ୟୁ ହୋଇଥିଲା । ରାଜଭବନ ପାଖରେ ଏକ ଲୁହା ଖୁଂଟରେ ପିଟି
Read More...

କୋଭିଡ୍ ପ୍ରସଙ୍ଗରେ ପୁଣି ଡରାଇଲା ସ୍ବାସ୍ଥ୍ୟ ବିଭାଗ

ଅମାନିଆ ହେଲେ ଆଗୁଆ ଆସିବ ତୃତୀୟ ଲହର! ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ଏବେ କମୁଛି । ଖୁବ ଶୀଘ୍ର ନିୟନ୍ତ୍ରଣକୁ ଆସିବ ବୋଲି ଅନୁମାନ କରାଯାଉଛି । କିନ୍ତୁ ଲୋକେ ଆମନିଆ ହେଲେ ସଂକ୍ରମଣ ପୁଣି ବଢିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ତୃତୀୟ
Read More...

ଆଜି ଶ୍ରୀଜୀଉଙ୍କ ଘଣାଲାଗି ନୀତି

ପୁରୀ: ଆଜି ଶ୍ରୀଜୀଉଙ୍କ ଅଣସର ତ୍ରୟୋଦଶୀରେ ଘଣାଲାଗି ନୀତି ଅନୁଷ୍ଠିତ ହେବ । ଗତକାଲି ଗଜପତି ମହାରାଜାଙ୍କୁ ସେବକମାନେ ମହାପ୍ରଭୁଙ୍କ ସୁସ୍ଥତାର ଖବର ଦେବା ସହ ରଥଯାତ୍ରାର ସୁପରିଚାଳନା ନେଇ ଆଲୋଚନା କରିଥିଲେ। ଆଜି ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜୀଉଙ୍କୁ ଘଣା ଲାଗି ପରେ ଖଳି
Read More...

ଘଣ୍ଟ ବଜାଇଲା କଂଗ୍ରେସ

ତୈଳ ଓ ଅତ୍ୟାବଶକ ଦରବୃଦ୍ଧି ବିରୋଧରେ ରାସ୍ତାକୁ ଓହ୍ଲାଇଲା ଭୁବନେଶ୍ବର: ତୈଳ ଦର ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ଆଜିଠୁ କଂଗ୍ରେସର ଆନ୍ଦାଳନ ଆରମ୍ଭ ହୋଇଛି। ୭ରୁ ୧୭ ତାରିଖ ଯାଏ ୧୦ ଦିନ ଧରି ପ୍ରତିବାଦ କରିବ ଦଳ । ଆଜି ରାଜ୍ୟର ସବୁ ବ୍ଲକ ଅଫିସ ଓ
Read More...

ମନ୍ତ୍ରିମଣ୍ଡଳର ଚୂଡ଼ାନ୍ତ ତାଲିକା ଏବେ ମୋଦୀଙ୍କ ହାତରେ

ଆଜି ସନ୍ଧ୍ୟାରେ ମୋଦି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ, ଭାରତର ରାଜନୀତିରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ନୂଆଦିଲ୍ଲୀ: ପୂର୍ବାନୁମାନ ଅନୁସାରେ, ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଦ୍ବିତୀୟ ପାଳିର ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିବେ। ସନ୍ଧ୍ୟା ୬ଟାରେ
Read More...

ନିୟନ୍ତ୍ରଣକୁ ଆସିପାରୁନି ଖୋର୍ଧା ଜିଲ୍ଲା

୫୯ ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କଲେ ସରକାର, ଜୁଲାଇର ପ୍ରଥମ ୭ ଦିନରେ ୩୪୦ ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି । ହେଲେ ମୃତ୍ୟ ସଂଖ୍ୟା ବଢିବଢି ଚଲିଛି । ଗତ ୨୪ ଘଂଟାରେ ୫୯ ଜଣଙ୍କ ମୃତ୍ୟ ଘୋଷଣା କରାଯାଇଛି। ଯାହା ସର୍ବାଧିକ । ମୃତ୍ୟୁସଂଖ୍ୟା ବୃଦ୍ଧିକୁ ନେଇ
Read More...

ଅଭିନୟ ସାରି ଫେରିଗଲେ ଦିଲୀପ କୁମାର

ସକାଳ ସାଢେ ସାତଟା ବେଳେ ହିନ୍ଦୁଜା ଡାକ୍ତରଖାନାରେ ପରଲୋକମୃତ୍ୟୁ ବେଳକୁ ୯୮ ବର୍ଷ ହୋଇଥିଲା, ୪୦ ଦଶକରୁ ଫିଲ୍ମ ଦୁନିଆରେ ଥିଲେଦୀର୍ଘ ଦିନ ଅସୁସ୍ଥ ଥିଲେ, ଜୁନ୍ ୩୦ରେ ଭର୍ତ୍ତି ହୋଇଥିଲେ ଡାକ୍ତରଖାନାରେସାରା ଭାରତର ଚଳଚ୍ଚିତ୍ର ଜଗତ ସ୍ତବ୍ଧ, ଦିଲୀପ ପ୍ରେମୀଙ୍କ ଆଖିରେ ଲୁହ ମୁମ୍ବାଇ:
Read More...

ଗଣପତିଙ୍କୁ ପ୍ରମାଣ ସହ ଆରମ୍ଭ କରନ୍ତୁ କାର୍ଯ୍ୟ

ନୃତ୍ୟପ୍ରିୟାୟ ଗଣନାୟକସୁନ୍ଦରାୟ।ନାଗେନ୍ଦ୍ରସୂତପରିଭୂଷଣଭୂଷିତାୟ।।ଲମ୍ବୋଦରାୟ ଶୁଭଦାୟ ହରପ୍ରିୟାୟ।ତୁଭ୍ୟଂ ନମୋସ୍ତୁ ମମବିଘ୍ନବିନାଶକାୟ।।
Read More...

ଦେଶର ଷ୍ଟିଲ ହବ୍ ହେବ ଓଡିଶା

ସ୍ୱପ୍ନ ଦେଖାଇଲେ ନବୀନ..ଖୁବଶୀଘ୍ର ହେବ ପୂରଣ ଶିଳ୍ପାୟନ କ୍ଷେତ୍ରରେ ଆଉ ପାଦେ । ନିବେଶ ବଢିବ ନିଯୁକ୍ତି ମିିଳିବ ।ରାଜ୍ୟକୁ ଆସିବ ଦେଢ଼ ଲକ୍ଷ କୋଟିର ନିବେଶ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ୫ଟି ବଡ଼ ପ୍ରକଳ୍ପକୁ ମଂଜୁରୀ ମିଳିଛି । ୫ଟି ପ୍ରକଳ୍ପରେ ୧
Read More...