ପ୍ରମୁଖ ଖବର

୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍‌-ଟ୍ରକ୍‌ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ
Browsing Category

TOP STORIES

ଏଣିକି ସତର୍କ ନ ରହିଲେ…

ଭୁବନେଶ୍ବର: ୨୦୨୦-୨୧ କେନ୍ଦ୍ରୀୟ ନେତୃତ୍ବାଧୀନ ବିଜେପି ପାଇଁ ଏକ ଆହ୍ବାନ ରଖୁଛି। ଏଇଥିପାଇଁ ଯେ ଆସନ୍ତା ବର୍ଷକ ମଧ୍ୟରେ ଅର୍ଥାତ୍ ୨୦୨୧ ମେ' ମାସ ସୁଦ୍ଧା ଦେଶର ଗୁରୁତ୍ବପୂର୍ଣ୍ଣ କିଛି ରାଜ୍ୟରେ ନିର୍ବାଚନ ହେବ। ୨୦୨୦ରେ ନଭେମ୍ବରରେ ବିହାରର ନୀତିଶ ସରକାରଙ୍କ କାର୍ଯ୍ୟକାଳ ସରୁଛି।
Read More...

ଶତ୍ରୁପାଇଁ କେତେ ଭୟଙ୍କର ହୋଇପାରେ ଭାରତ

ନୂଆଦିଲ୍ଲୀ: ଗୋଟିଏ ପଟେ ଚୀନ୍, ଅନ୍ୟପଟେ ନେପାଳ, ପାକିସ୍ତାନ ଭଳି ଦେଶ ଭାରତକୁ ଘେରି ଚାପ ସୃଷ୍ଟି କରୁଛନ୍ତି। ଏମାନଙ୍କୁ ମୁହଁତୋଡ଼ ଜବାବ ଦେବାକୁ ଭାରତ ସକ୍ଷମ ବୋଲି ୨୪ ଘଣ୍ଟା ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଭରସା ଦେଇଛନ୍ତି। ଏପଟେ ବାୟୁସେନା ସୀମାରେ ସଜାଗ
Read More...

ଏମିତି ଏକ ପରମ୍ପରା, ଯାହା ଚମକାଇ ଦିଏ

ନୂଆଦିଲ୍ଲୀ: ଆପଣ ନିଶ୍ଚିତ ଭାବରେ ସେହି ଦୋକାନଗୁଡିକରେ ସେମାନଙ୍କର ମାଲିକମାନଙ୍କୁ ଦେଖିଥିବେ, ଯେଉଁମାନେ ଆପଣଙ୍କୁ ସାମଗ୍ରୀ ଦିଅନ୍ତି ଓ ଏ ବାବଦ ପ୍ରାପ୍ୟ ସେମାନେ ଗଣି ନିଅନ୍ତି। କିନ୍ତୁ ଆପଣ ଭାରତର ଉତ୍ତର ପୂର୍ବ ରାଜ୍ୟ ମିଜୋରାମରେ ଏମିତି କିଛି ସ୍ଥାନ ରହିଛି, ଯେଉଁଠାରେ କୌଣସି
Read More...

ମଲାଲାଙ୍କ ଟ୍ବିଟ୍ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଡିଗ୍ରୀ ସମାପ୍ତ କରିଛନ୍ତି। ଅକ୍ସଫୋର୍ଡର ଲେଡି ମାର୍ଗେଟ ହଲରେ ଦର୍ଶନ, ରାଜନୀତି ଏବଂ ଅର୍ଥନୀତି ବିଷୟ ନେଇ ମଲାଲା ଡିଗ୍ରି ସମାପ୍ତ କରିବା ପରେ ନିଜ ଖୁସି ବାଣ୍ଟିଥିଲେ। ସେ ଦୁଇଟି ଛବି
Read More...

ବାୟୁସେନା ସଜାଗ ହେଲା କାହିଁକି?

ନୂଆଦିଲ୍ଲୀ: ଭାରତ-ଚୀନ୍‌ର ଉତ୍ତେଜନା ପରିସ୍ଥିତି ଜାରି ରହିଛି। କୌଣସି ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ସେନା ସତର୍କ ରହିଛି। ବୁଧବାର ବିଳମ୍ବିତ ରାତିରେ ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦରିଆ ଲେହ ଏୟାରବେସ୍ ପରିଦର୍ଶନ କରିଥିଲେ। ପ୍ରତିରକ୍ଷା ମୁଖ୍ୟ ବିପିନ୍ ରାୱତ ଏବଂ ସେନା
Read More...

ଏବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ହେବନି

ଭୁବନେଶ୍ବର: ଜନସ୍ବାସ୍ଥ୍ୟ ଓ ନିରାପତ୍ତା ଦୃଷ୍ଟିରୁ ରଥଯାତ୍ରାକୁ ସୁପ୍ରିମକୋର୍ଟ ବନ୍ଦ କରିଛନ୍ତି। ଆଜି ଏ ସଂକ୍ରାନ୍ତରେ ଶୁଣାଣି କରି କୋର୍ଟ କହିଛନ୍ତି ଯେ ଧାର୍ମିକ କାର୍ଯ୍ୟରେ ଜନଗହଳିକୁ ରୋକିବା କଷ୍ଟ। ଏଣୁ ରଥ ଯାତ୍ରାକୁ ଅନୁମତି ଦେଲେ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ। ଫଳରେ
Read More...

ମହାପ୍ରଭୁ କିଭଳି ସୁସ୍ଥ ହେବେ ଜାଣନ୍ତୁ

ଭୁବନେଶ୍ୱର: ସ୍ନାନ ପୂର୍ଣ୍ଣମୀ ଦିନ ସର୍ବାଙ୍ଗ ସ୍ନାନ ପରେ ଅସୁସ୍ଥ ହୋଇ ପଡିଥିବା ମହାପ୍ରଭୁଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ଲାଗି ଆଜି ଦଶମୂଳ ମହୌଷଧି ଲାଗି କରାଯିବ। ପବିତ୍ର ଏକାଦଶୀ ତିଥି ଅବସରରେ ଆଜି ବିଳମ୍ୱିତ ରାତିରେ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶ କ୍ରମେ ପତି ମହାପାତ୍ର ସେବକ
Read More...

ବିଧାୟକ ମଦନ ମୋହନ ଦତ୍ତଙ୍କ ପରଲୋକ

ଅସୁସ୍ଥ ଥିଲେ, ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବିଧାନସଭାରେ ବିଜେପିର ଗୋଟିଏ ଆସନ କମିଲା. ଏବେ ୨୨ମଦନମୋହନ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେଓଡ଼ିଶା ପୁଣି ଏକ ଉପନିର୍ବାଚନ ସାମ୍ନା କରିବ, ଏଥର ବାଲେଶ୍ବରରେ ଭୁବନେଶ୍ବର: ବାଲେଶ୍ବର ସଦର
Read More...

୫୦ବର୍ଷ ପରେ ମୁହାଁମୁହିଁ ସ୍ଥିତି କାହିଁକି

ନୂଆଦିଲ୍ଲୀ: ଭାରତ-ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଦୁଇ ସୈନିକ ସହିଦ ହୋଇଛନ୍ତି। ଏଥିସହିତ ଦୀର୍ଘ ଦିନ ଧରି ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ଆହୁରି ଗମ୍ଭୀର ରୂପ ଧାରଣ କରିଛି। ସୋମବାର ରାତିରେ ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ
Read More...

ଗଣମାଧ୍ୟମ ସଂସ୍ଥା ଉପରେ ଚୋଟ!

ମୁମ୍ବାଇ: ମହାରାଷ୍ଟ୍ରର ଏକ ଖବରକାଗଜ ସକାଳ ଟାଇମ୍ସ ଏହାର ମୁଦ୍ରଣ ସଂସ୍କରଣକୁ ବନ୍ଦ କରିଦେଇଛି। କେବଳ ଏହାର ସମ୍ପାଦକ ମାଧବ ଗୋଖଲେ ଚାକିରି ହରାଇ ନାହାନ୍ତି। ସେ ସକାଳ ମରାଠିରୁ ଯାଇ ନିକଟରେ ଏହି ଖବରକାଗଜରେ ଯୋଗଦେଇଥିଲେ। ଅନ୍ୟପକ୍ଷରେ ସଂପୃକ୍ତ ଖବରକାଗଜ ଵେବ୍ ଟିମ୍ ରଖିଛି ଓ ଦୁଇଜଣ
Read More...