Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category
TOP STORIES
ପ୍ରବାସୀଙ୍କ ରାସ୍ତା ପୁଣି ଖୋଲିଦେଲେ ସୁପ୍ରିମକୋର୍ଟ
ହାଇକୋର୍ଟଙ୍କ ନିର୍ଦେଶ ଉପରେ ସର୍ବୋଚ୍ଚନ୍ୟାୟାଳୟଙ୍କ ରହିତାଦେଶହାଇକୋର୍ଟ କହିଥିଲେ, ନେଗେଟିଭ୍ ଥିଲେ ହେଁ ପ୍ରବାସୀ ରାଜ୍ୟକୁ ପଶିବେଅକଳରେ ପଡିଗଲେ ରାଜ୍ୟ ସରକାର, ପ୍ରବାସୀଙ୍କ ସହିତ ଆସୁଛି କରୋନା ଭୁତାଣୁ
ଭୁବନେଶ୍ବର: ନେଗେଟିଭ୍ ହେଲେ ହିଁ ପ୍ରବାସୀ ଶ୍ରମିକ ଓ଼ଡ଼ିଶା!-->!-->!-->!-->!-->…
Read More...
Read More...
ସୀତା ଏବେ ସ୍ବାଧୀନତା ସଂଗ୍ରାମୀ!
ନୂଆଦିଲ୍ଲୀ: ଶୀର୍ଷକ ପଢି ଆଶ୍ଚର୍ଯ୍ୟ ହେଉଛନ୍ତି କି ? ପ୍ରଭୁ ରାମଚନ୍ଦ୍ରଙ୍କର ପତ୍ନୀ ମାତା ସୀତା ସ୍ବାଧୀନତା ସଂଗ୍ରାମୀ ବୋଲି କେହି କହୁନାହାନ୍ତି। ବରଂ କଥାଟି ହେଲା ପୌରାଣିକ କଥାବସ୍ତୁ ରାମାୟଣରେ ସୀତା ଭୂମିକାରେ ଅଭିନୟ କରି ସମସ୍ତଙ୍କ ମନ ଜିଣିଥିବା ଦୀପିକା ଚିଖଲିଆ ଏବେ ସ୍ବାଧୀନତା!-->…
Read More...
Read More...
କରୋନା କେତେ ଘାତକ, ଜାଣନ୍ତୁ
ସରକାରଙ୍କୁ ସତର୍କ କରାଇଲେ ଡାକ୍ତର ଶ୍ରୀନାଥ ରେଡ୍ଡିଆଶା ଦେଖାଇଲେ, ଖୁବ୍ ଶୀଘ୍ର ଆସିଯିବ କରୋନା ଟିକା
ଭୁବନେଶ୍ବର: କରୋନା ଭାଇରସ କେବଳ ନିମୋନିଆ ସୃଷ୍ଟି କରୁନାହିଁ। ତା ସହିତ ଏହା ହୃଦୟ, ମସ୍ତିଷ୍କ ତଥା ଅନ୍ତଃନଳୀରେ ସଂକ୍ରମଣ କରି କ୍ଷତି ପହଞ୍ଚାଇଥାଏ। କେତେକ କ୍ଷେତ୍ରରେ ଏହା!-->!-->!-->…
Read More...
Read More...
ବଦଳିଗଲା କରୋନା ଗଣିତ
ଭୁବନେଶ୍ବର: ଯାହା ଆଶଙ୍କା କରାଯାଉଥିଲା ତାହା ଘଟିଲା। ସର୍ବନିମ୍ନ ସାମାଜିକ ଦୂରତ୍ବ ନ ରଖି ବସରେ ପ୍ରବାସୀ ଓଡ଼ିଆଙ୍କୁ ଆଣିବାକୁ ଅନୁମତି ଦିଆଯିବା ଘଟଣାର ଏବେ ସାଂଘାତିକ ପ୍ରଭାବ ପଡିଛି। ଏଯାଏ ଆଦୌ ସଂକ୍ରମିତ ହୋଇନଥିବା ଗଞ୍ଜାମ ଜିଲ୍ଲା ଗୋଟିଏ ଧାପରେ ରେଡ୍ ଜୋନକୁ ଯାଇଛି। ଯାଜପୁର,!-->…
Read More...
Read More...
ସୁରତ ଫେରନ୍ତାଙ୍କୁ ଏବେ ବସ ମନା
କୋଭିଡ୍-୧୯ ପ୍ରସ୍ତୁତିକୁ ନେଇ ତନାଘନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକପ୍ରତିଦିନ ୧୫ ହଜାର ଟେଷ୍ଟିଂ ହେବ, ଶିଳ୍ପ ପାଇଁ ଆସିବ ଆଦର୍ଶ ନୀତିମିସନ ଶକ୍ତି ମହିଳାଙ୍କୁ ମିଲ୍ ପିଛା ମିଳିବ ୨ ଟଙ୍କାର ପ୍ରୋତ୍ସାହନ ରାଶି ଗଞ୍ଜାମ, କେନ୍ଦ୍ରାପଡା, ଭଦ୍ରକ, ବଲାଙ୍ଗୀର, ଯାଜପୁର ଓ ବାଲେଶ୍ବର!-->…
Read More...
Read More...
ଜୋର ଧରୁଛି ଲୁଲୁ-ବୁଲୁ ଲଢେଇ
କଟକ ଜିଲ୍ଲା ମାହାଙ୍ଗାରେ ମୁହାଁମୁହିଁ ସ୍ଥିତିରେ ବିଜେଡି-ବିଜେପିସାହିତ୍ୟ ମାଟିରେ ରାଜନୀତିର କମ୍ପନ,ବଳ କଷାକଷି ଚାଲିଛିପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀପୂର୍ବରୁ ବିଭିନ୍ନ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର
ଭୁବନେଶ୍ବର: ନିର୍ବାଚନ!-->!-->!-->!-->!-->…
Read More...
Read More...
ଲୋକେ ପ୍ରଶ୍ନ କଲେ, ଧର୍ମେନ୍ଦ୍ର ଉତ୍ତର ଦେଲେ
ଫେସବୁକ ଲାଇଭରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନତୈଳ ସଂରକ୍ଷଣ କ୍ଷେତ୍ରରେ ଏକ ବଡ଼ ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ, ଆଶ୍ବସ୍ତ ହେଲେ ପ୍ରଶ୍ନକର୍ତାଲକଡାଉନରେ ଗରିବଙ୍କୁ ସହାୟକ ହୋଇଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାଗ୍ୟାସ ବିତରଣକୁ!-->…
Read More...
Read More...
କଂଗ୍ରେସିଆଙ୍କ ହାତରେ ଅସ୍ତ୍ର ଧରାଇଲେ ସୋନିଆ
ଭୁବନେଶ୍ବର:କଂଗ୍ରେସ ଲକଡାଉନ ସମୟରେ ଏକ ବଡ଼ କାର୍ଡ ଖେଳିଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଘୋଷଣା କରିଛନ୍ତି ଯେ ବିଭିନ୍ନ ଅଞ୍ଚଳରେ ଫସି ରହିଥିବା ଶ୍ରମିକଙ୍କ ଘରକୁ ଫେରିବା ଟିକେଟ୍ ଖର୍ଚ୍ଚ କଂଗ୍ରେସ ଦେବ। ସାେନିଆଙ୍କ ଏ ସଂକ୍ରାନ୍ଟ ଟ୍ବିଟ୍ ପରେ ଜାତୀୟ ରାଜନୀତିରେ ଚହଳ!-->!-->!-->…
Read More...
Read More...
ଖେଳଘର ଭାବନି, ନିୟମ ଭାଙ୍ଗିଲେ ବନ୍ଧାହେବ
ପ୍ରବାସୀ ଶ୍ରମିକଙ୍କ ବିଶୃଙ୍ଖଳା ନେଇ କଠୋର ହେଲେ ସରକାରସଙ୍ଗରୋଧ ଅବଧି ବଢିବ, ୨ ହଜାର ଟଙ୍କା ଆଉ ମିଳିବନାହିଁବସ୍ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ହେବ, ନିୟମ ମାନୁନାହାନ୍ତି
ଭୁବନେଶ୍ବର: ଓଡ଼ିଶାକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ବିଶୃଙ୍ଖଳାକୁ ରାଜ୍ୟ ସରକାର ଆଜି!-->!-->!-->…
Read More...
Read More...
୫୦ଲକ୍ଷ ପରିବାରକୁ ଯୋଡିଲେ ଧର୍ମେନ୍ଦ୍ର
ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ୪ ବର୍ଷ, ଧର୍ମେନ୍ଦ୍ର ବିନ୍ଧାଣୀଦେଶର ୮ କୋଟି ଏବଂ ଓଡ଼ିଶାର ୪୭.୫ ଲକ୍ଷ ମହିଳାଙ୍କୁ ଉଜ୍ଜ୍ୱଳା ସଂଯୋଗଲକଡାଉନ ସମୟରେ ହିତାଧିକାରୀଙ୍କୁ ମାଗଣା ରିଫିଲ ଯୋଗାଣ ଓଡ଼ିଶାର ୨୬.୬ ଲକ୍ଷ ଓ ଦେଶର ୪.୫୩ କୋଟି ମହିଳା ଉପକୃତପ୍ରଧାନମନ୍ତ୍ରୀ ଓ କେନ୍ଦ୍ର!-->…
Read More...
Read More...