ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି
Browsing Category

TOP STORIES

ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ

ରାୟଗଡ଼ା: ରାୟଗଡ଼ା ଗୁମା ଘାଟି ନିକଟରେ ବସ୍ ଦୁର୍ଘଟଣା ଘଟିଛି। ରାସ୍ତା କଡକୁ ଖସି ପଡ଼ିଲା ଘରୋଇ ବସ୍। ଦୁର୍ଘଟଣାରେ ୮ ଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ରବିବାର ରାତିରେ ପ୍ରବଳ ବର୍ଷା ହେଉଥିଲା। ଗୋଲଡେନ୍
Read More...

ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ

ଯାଜପୁର: ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ। ୧୦ ପରିବାରର ୨୩ ଜଣ ସଦସ୍ୟ ସୁରକ୍ଷିତ ଭାବେ ଯାଜପୁର ଫେରିଛନ୍ତି। ହାୱଡା- ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସରେ ଆସି ଯାଜପୁର ରୋଡ ରେଳଷ୍ଟେସନରେ ଓହ୍ଲାଇଛନ୍ତି ପର୍ଯ୍ୟଟକମାନେ। ପଶୁପତିନାଥଙ୍କ ଦର୍ଶନ ପାଇଁ ନେପାଳ ଯାଇଥିବା ବେଳେ,
Read More...

ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଝାଡଖଣ୍ଡ: ଝାଡଖଣ୍ଡରେ ପୁଲିସ- ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର। ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହେବା ପରେ ଏନ୍‌କାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ଝାଡ଼ଖଣ୍ଡ ପାଲାମୁ ଜିଲା ମାନାଟୁ ଥାନା ଅଞ୍ଚଳର ବାନ୍ସି ଗାଁ ଜଙ୍ଗଲରେ ମାଓବାଦୀ ସଂଗଠନର ଶତ୍ରୁପକ୍ଷ ବିବେଚିତ ନକ୍ସଲ
Read More...

ଦିଶା ପଟାନୀଙ୍କ ଘର ଉପରକୁ ପୁଣି ଗୁଳିମାଡ

ଉତ୍ତରପ୍ରଦେଶ: ଆଜି ପୁଣି ଦିଶା ପଟାନୀଙ୍କ ଘର ଉପରକୁ ପୁଣି ଗୁଳିମାଡ ପୁଣି ଥରେ ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ଘର ଉପରକୁ ଗୁଳିମାଡ ହୋଇଛି । ତେବେ ୨୪ ଘଣ୍ଟା ଭିତରେ ତାଙ୍କ ଘର ଉପରକୁ ଦ୍ୱିତୀୟଥର ଗୁଳିମାଡ ହୋଇଛି। ଇତିମଧ୍ୟରେ ଗୁଳିମାଡ଼ କରିଥିବା ସୁଟରଙ୍କ ସ୍କେଚ୍‌ ସାମ୍ନାକୁ
Read More...

ଭୁବନେଶ୍ବରରୁ ମହିଳା ଟ୍ରାଫିକ୍ କନଷ୍ଟେବଳ ନିଖୋଜ

ଭୁବନେଶ୍ବର: ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ମହିଳା କନେଷ୍ଟବଳ ନିଖୋଜ। ଭୁବନେଶ୍ୱରରେ ସେପ୍ଟେମ୍ବର ୬ରୁ ଜଣେ ମହିଳା ଟ୍ରାଫିକ୍ କନଷ୍ଟେବଳ ନିଖୋଜ ଥିବା ନେଇ ସୂଚନା ମିଳିଛି।ଯେଉଁ ବ୍ୟକ୍ତି ତାଙ୍କ ବିଷୟରେ ସୂଚନା ଦେବ କମିଶନରେଟ୍ ପୋଲିସ ତାଙ୍କୁ ୨୫୦୦୦ ଟଙ୍କା ନଗଦ ପୁରସ୍କାର ଦେବା ନେଇ
Read More...

ଦିଶା ପାଟନୀଙ୍କ ଘର ଉପରକୁ ଗୁଳିମାଡ଼

ଉତ୍ତର ପ୍ରଦେଶ: ବଲିଉଡ ଅଭିନେତ୍ରୀ ଦିଶା ପାଟନୀଙ୍କ ଘର ଉପରେ ଗୁଳିମାଡ଼। ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟ୍‌ରେ ପୁଣି ବଲିଉଡ ଷ୍ଟାର୍‌। ସଲମାନ ଖାନ୍‌, କପିଲ ଶର୍ମାଙ୍କ ପରେ ଏବେ ଦିଶା ପାଟନୀଙ୍କ ଘର ଉପରକୁ ହୋଇଛି ଗୁଳିମାଡ଼। ବରେଲୀସ୍ଥିତ ତାଙ୍କ ବାସଭବନ ଆଗରେ ଫୁଟିଛି ଗୁଳି। ଗୁଳିଚାଳନା ପରେ
Read More...

ଗଣେଶ ଭସାଣି ବେଳେ ମାଡ଼ିଗଲା ଟ୍ରକ୍‌: ୮ ମୃତ, ୨୦ ଗୁରୁତର

କର୍ଣ୍ଣାଟକ: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ। କର୍ଣ୍ଣାଟକ ହାସନ ଜିଲାର ଏକ ଗାଁରେ ଶୁକ୍ରବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଶୋଭାଯାତ୍ରା ମଧ୍ୟକୁ ଏକ ଟ୍ରକ୍‌ ମାଡ଼ିଯିବାରୁ ୮ ଜଣଙ୍କ ମୃତ୍ୟୁ ଘଟିବା ସହ ୨୦ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ଗଣେଶ ଚତୁର୍ଥୀ
Read More...

କ୍ଷୀର ଅପମିଶ୍ରଣ ଘଟଣା: ମାଷ୍ଟର ମାଇଣ୍ଡ ଗିରଫ

କଟକ: କ୍ଷୀର ଅପମିଶ୍ରଣ କରୁଥିବା ରାକେଟର ପର୍ଦ୍ଦାଫାସ କରିଛି ପୋଲିସ। ଶନିବାର କଟକ ଜିଲ୍ଲାର ଗୁରୁଡିଝାଟିଆ ଅଞ୍ଚଳରେ ଏହି ବେଆଇନ କାର୍ଯ୍ୟର ମାଷ୍ଟରମାଇଣ୍ଡ ଏବଂ ଜଣେ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ। ଗତ ସେପ୍ଟେମ୍ବର ୧୦ରେ ସୂଚନା ପାଇ ପୋଲିସ କୁସୁପାଙ୍ଗିରେ ଏକ କ୍ଷୀର ଟ୍ୟାଙ୍କର
Read More...

ଆଖିରେ ଫେଭିକ୍ବିକ୍ ଅଠା ଲାଗି ୮ ଜଣ ଛାତ୍ର ଅସୁସ୍ଥ

କନ୍ଧମାଳ: ହଷ୍ଟେଲରେ ଅଘଟଣ। ଆଖିରେ ଫେଭିକ୍ବିକ୍ ଅଠା ଲାଗି ୮ ଜଣ ଛାତ୍ର ଅସୁସ୍ଥ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ ସଲାଗୁଡ଼ା ସେବାଶ୍ରମ ବିଦ୍ୟାଳୟରେ । ସେବାଶ୍ରମ ହଷ୍ଟେଲରେ ରାତିରେ ଶୋଇଥିବା ବେଳେ କିଛି ଛାତ୍ର, ଅନ୍ୟ ୮ ଜଣ
Read More...

ନଭେମ୍ୱର ୫ରୁ ଆରମ୍ଭ କଟକର ଐତିହାସିକ ବାଲିଯାତ୍ରା

କଟକ: ନଭେମ୍ୱର ୫ରୁ ଆରମ୍ଭ କଟକର ଐତିହାସିକ ବାଲିଯାତ୍ରା। ନଭେମ୍ୱର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ହେବ ବାଲିଯାତ୍ରା। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥର ଉପର ନୁହେଁ, କେବଳ ତଳ ପଡ଼ିଆରେ ଷ୍ଟଲ୍ ପଡିବ। ଅନ୍ୟପଟେ ଚଳିତଥର ବାଲିଯାତ୍ରା ନାଁ ହେବ
Read More...