ପ୍ରମୁଖ ଖବର

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ
କଟକରେ ଗୁଳିକାଣ୍ଡ: ଯୁବକ ମୃତ୍ୟୁ

ବିଲ୍ଡିଂରେ ବଡ଼ ଧରଣର ଅଗ୍ନିକାଣ୍ଡ

ରାଜକୋଟ: ଗୁଜରାଟର ରାଜକୋଟରେ ଶୁକ୍ରବାର ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଆଟଲାଣ୍ଟିସ ବିଲଡିଂରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିଲ୍ଡିଂରେ ୩୦ରୁ ଅଧିକ ଲେକା ଫଶିରହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।ସୂଚନା ଅନୁସାରେ,
Read More...

ରାଜଧାନୀରେ ନାଗପୁର ଢାଞ୍ଚାରେ ହେବ ଏଲିଭେଟେଡ୍ କରିଡର୍

ଭୁବନେଶ୍ଵର: ଆସନ୍ତା ମାସରୁ ହେବ ଏଲିଭେଟେଡ୍ କାମ। ରାଜଧାନୀ ଭୁବନେଶ୍ଵରରେ ନାଗପୁର ଢାଞ୍ଚାରେ ହେବ ଏଲିଭେଟେଡ୍ କରିଡର୍। ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦ। ତେବେ ଜୟଦେବ ବିହାର ଛକରୁ ନନ୍ଦନକାନନ ଯାଏଁ ହେବ ଏଲିଭେଟେଡ୍ ରୋଡ୍। ଏଥିପାଇଁ ୨୭୦୦ କୋଟି ଟଙ୍କା
Read More...

ହୋଲି ପାଇଁ ସଜାଗ ଅଗ୍ନିଶମ ବିଭାଗ, ତୁଠ ଜଗିବ ସ୍ୱତନ୍ତ୍ର ଟିମ୍

ଭୁବନେଶ୍ବର: ହୋଲି ଅଘଟଣ ରୋକିବା ପାଇଁ ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ହୋଲି ପାଇଁ ସଜାଗ ରହିଛି ଅଗ୍ନିଶମ ବିଭାଗ। ହୋଲି ଦିନ ଯେପରି କୌଣସି ଅଘଟଣ ନଘଟେ ସେନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଟିମ। ଏଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ
Read More...

କୋର୍ଟରେ ହାଜର ହେଲେ ରାଜା ଚକ୍ର

ବାଲେଶ୍ୱର: କୋର୍ଟରେ ହାଜର ହେଲେ ବିଜେଡି ନେତା ରାଜା ଚକ୍ର। ଆଜି ଇଓଡବ୍ଲୁ ରାଜାଙ୍କୁ ବାଲେଶ୍ଵର କୋର୍ଟରେ ହାଜର କରିଛି। ହାଜର କରିବା ପରେ ଇଓଡବ୍ଲୁ ରିମାଣ୍ଡ ପାଇଁ ଆବେଦନ କରିବ। ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି ମାମଲା ରେ ଗୁରୁବାର ରାଜା ଚକ୍ର ଙ୍କୁ ଇଓଡବ୍ଲୁ ଗିରଫ କରିଛି। ୧୯ ତାରିଖ ଯାଏଁ
Read More...

ଭିଜିଲାନ୍ସ ଜାଲରେ ସବ-ରେଜିଷ୍ଟ୍ରାର୍‌ ଅଫିସ୍‌ କିରାଣି

ବୁଗୁଡ଼ା: ଭିଜିଲାନ୍ସ ଜାଲରେ ସବ-ରେଜିଷ୍ଟ୍ରାର୍‌ ଅଫିସ୍‌ କିରାଣି। କିରାଣି ଶ୍ରୀକାନ୍ତ ଡାକୁଆଙ୍କୁ ଧରିଲା ଭିଜିଲାନ୍ସ ଟିମ୍। କାର୍‌ରେ ଟଙ୍କା ନେଇ ଆସୁଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ। ବୁଗୁଡ଼ା ମୋଟାବାଡ଼ି ଗାଁ ନିକଟରେ ଧରାପଡ଼ିଲେ ଶ୍ରୀକାନ୍ତ। କାର୍‌ ଭିତରୁ ୧ ଲକ୍ଷ ୮୬ ହଜାର
Read More...

ଅମରାବତି ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ

ମହାରାଷ୍ଟ୍ର: ମହାରାଷ୍ଟ୍ରର ଜଳଗାଁଓରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଭୋର ୪ଟାରେ ମୁମ୍ବାଇ-ଅମରାବତୀ ଏକ୍ସପ୍ରେସ ଏକ ଟ୍ରକ ସହିତ ଧକ୍କା ହୋଇଛି । ଅମରାବତୀ ଏକ୍ସପ୍ରେସ ଜଳଗାଁଓର ବୋଡୱାଡ ଦେଇ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ସମୟରେ ଏକ ଟ୍ରକ ପୁରୁଣା ରେଳ ଫାଟକ ଦେଇ ଯାଉଥିଲା।
Read More...

ଓଜେଏସ୍-୨୦୨୩ର ଟପ୍ପର ସୋମେଶ ରଣବିଜୁଳି ଟପ୍ପର

ଭୁବନେଶ୍ବର: ଓଡ଼ିଶା ଜୁଡିସିଆଲ ସର୍ଭିସ ୨୦୨୩ ପରୀକ୍ଷା ଫଳ ପ୍ରକାଶିତ। ଗୁରୁବାର ପ୍ରକାଶ ପାଇଛି ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଓଡ଼ିଶା ନ୍ୟାୟିକ ସେବା ପରୀକ୍ଷା (ଓଜେଏସ-୨୦୨୩) ରେଜଲ୍ଟ। ୩୩ ଜଣ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ। ୩୩ ଜଣଙ୍କ ମଧ୍ୟରେ ଅଛନ୍ତି ୨୪ ଜଣ ମହିଳା। ରାଜ୍ୟରେ
Read More...

ହୀରାକୁଦ ପାୱାର ଚାନେଲରେ ବୁଡି ଭିସୁଟ୍ ଛାତ୍ର ମୃତ

ବୁର୍ଲା: ସମ୍ବଲପୁର ଜିଲ୍ଲାର ବୁର୍ଲା ଥାନା ଅନ୍ତର୍ଗତ ଅଠର ହଜାରରେ ଥିବା ହୀରାକୁଦ ଡ୍ୟାମର ପାୱାର ଚାନେଲରେ ବୁଡ଼ି ବୀର ସୁରେନ୍ଦ୍ର ସାଏ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ (ଭିସୁଟ୍)ର ଜଣେ ପ୍ରଥମ ବର୍ଷର ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଢେଙ୍କାନାଳର ପ୍ରିୟାଂଶୁ ପ୍ରକାଶ
Read More...

ଏଣିକି ଯୁକ୍ତ ଦୁଇ ପରେ ପଢ଼ିପାରିବେ ବିଏଡ୍‌ : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଆଉ ଯୁକ୍ତ ତିନି ନୁହେଁ ଏଣିକି ଯୁକ୍ତ ଦୁଇ ପରେ ପଢ଼ିହେବ ବିଏଡ୍‌ ପାଠ୍ୟକ୍ରମ। ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି । ଏଣିକି ଯୁକ୍ତ ୨ ପରେ ବିଏଡ କରି ପାରିବେ ଛାତ୍ରଛାତ୍ରୀ। ୧୬ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ମଧ୍ୟରୁ ୮ଟି ଶିକ୍ଷକ ଶିକ୍ଷଣ
Read More...

୧୦ ଫୁଟ ତଳକୁ ଖସିଲା ବସ୍ ଜଣେ ମୃତ, ୩୦ ଆହତ

ସୁନ୍ଦରଗଡ଼: ରାସ୍ତାରୁ ତଳକୁ ଖସିଲା ବସ। ରାସ୍ତାରୁ ୧୦ ଫୁଟ ତଳକୁ ଖସି ପଡିଛି ଯାତ୍ରୀବାହୀ ବସ। ସୁନ୍ଦରଗଡ଼ ସଦର ଥାନା ଟାଙ୍ଗରମୁଣ୍ଡା ନିକଟରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ମୃତ ଏବଂ ୩୦ ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର
Read More...