ପ୍ରମୁଖ ଖବର

ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ

କ୍ଷତି, ଝଗଡା, ପିଲାଙ୍କ ଶିକ୍ଷାର ଚିନ୍ତା ଅଛି କି? ଜାଣନ୍ତୁ ଏହାର ନିଦାନ

କଳିଯୁଗରେ ସୂର୍ଯ୍ୟଙ୍କୁ ପ୍ରତ୍ୟକ୍ଷ ଦେବତା ଭାବରେ ବିବେଚନା କରାଯାଏ। ବାସ୍ତୁରେ କେତେକ ନିୟମ ସୂର୍ଯ୍ୟ କିରଣ ଉପରେ ଆଧାରିତ। ଯଦି କୌଣସି ସ୍ଥାନ ଶକ୍ତିହୀନ, ତେବେ ଏହା ସୂର୍ଯ୍ୟଙ୍କ କିରଣ ଦ୍ୱାରା ଶକ୍ତିଶାଳୀ ହୋଇପାରିବ ବୋଲି ବିଶ୍ବାସ କରାଯାଏ। ଏହି ସୂର୍ଯ୍ୟ କିରଣ ଏକ ନିୟନ୍ତ୍ରିତ…
Read More...

ପୁଳା ପୁଳା ଟଙ୍କା କୁଆଡୁ ଆସିଲା?

ଭୁବନେଶ୍ବର: ସକାଳୁ ସକାଳୁ ଭିଜିଲାନ୍ସ ଟିମ୍ ହାତରେ ପୁଳା ପୁଳା ଟଙ୍କା ଲାଗିଛି। କେହି ଦାନରେ ଦେଇନାହାନ୍ତି କି ରାସ୍ତାରେ ପଡିନଥିଲା। ବରଂ ପାରଳାଖେମୁଣ୍ଡିର ଜଣେ ଅଧ୍ୟାପକଙ୍କ ଘରେ ଚଢଉ ବେଳେ ଭିଜିଲାନ୍ସ ଅଧିକାରୀମାନେ ଏହି ଅର୍ଥ ଠାବ କରିଛନ୍ତି। ଏଯାଏ ଗଣାଯାଇନଥିଲେ ହେଁ, ପାଖାପାଖି…
Read More...

ପୁରୀରେ ବିଜେଡି ନେତା କିଏ?

ଭୁବନେଶ୍ବର: ପୁରୀରେ ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କୁ ନେଇ ବିଜେଡି ଆଗକୁ ବଢିବ? ୨୦୨୪ରେ ତାଙ୍କ ପୁଅକୁ ଦଳ ଟିକେଟ୍ ଦେବ ନା ଯୁବ ନେତା ଶୁଭାଶିଷ ଖୁଣ୍ଟିଆ ବିଜେଡି ସୁପ୍ରିମୋଙ୍କ ବିଶ୍ବାସ ଜିଣିବେ? ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ବିଜେଡି ଆଉ ଥରେ ନିଜ ଆଡକୁ ଫେରାଇ…
Read More...

ଯେବେ କ୍ରିକେଟ୍ ଖେଳାଳିଙ୍କ ପ୍ରେମରେ ପଡ଼ନ୍ତି…

ନୂଆଦିଲ୍ଲୀ: ଭାରତରେ ଚଳଚ୍ଚିତ୍ର ତାରକା ଯେମିତି ଲୋକପ୍ରିୟ,ଠିକ୍ ସେମିତି କ୍ରିକେଟ୍ ଖେଳାଳି। ଅମିତାଭ ବଚ୍ଚନ, ଅମିର ଖାଁଙ୍କ ଠାରୁ ଆରମ୍ଭ କରି ଶ୍ରୀଦେବୀ, କାଜଲ, ମାଧୁରୀଙ୍କୁ ଘରେ ଘରେ ଜାଣିଥିବେ। ସୁନୀଲ ଗାଭାସ୍କର, ସଚ୍ଚିନ୍ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନୀ, ବିରାଟ କୋହଲିଙ୍କୁ…
Read More...

କରୋନା ମୁକାବିଲା: ନବୀନଙ୍କ ରାସ୍ତାରେ ହର୍ଷ

‘ଓନାମ୍‌’ ଅବହେଳାର ଫଳ ଭୋଗୁଛି କେରଳ ସବୁ ରାଜ୍ୟ ସରକାର ସତର୍କ ହେବାକୁ ପରାମର୍ଶ ନିଜ ଘରେ ରହି ପାର୍ବଣ ପାଳନ୍ତୁ ବୋଲି କହିଲେ ସମ୍ବାଦପତ୍ର ସୁରକ୍ଷିତ, କରୋନାର ଉତ୍ସ ନୁହେଁ ନୂଆଦିଲ୍ଲୀ: ଗତ ସପ୍ତାହରେ ପୂଜା ଓ ଶୀତ ଋତୁ ପାଇଁ କରୋନା ସଂକ୍ରମଣ ସଂକ୍ରାନ୍ତ ସତର୍କ ସୂଚନା ଦେବା ବେଳେ…
Read More...

ଅତି ପ୍ରବଳ ବର୍ଷା ଧରି ଆସିବ ଲଘୁଚାପ

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଏହି କ୍ଷେତ୍ର ଘନୀଭୂତ ହୋଇ ଚିହ୍ନିତ ଲଘୁଚାପ ରେ ପରିଣତ ହୋଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିବ। ପାଣିପାଗ ଚିତ୍ର ସଂପର୍କରେ…
Read More...

ଜିଲ୍ଲା କଂଗ୍ରେସ ତାଲିକାରେ ଟାଣୁଆ ନେତା

ଭୁବନେଶ୍ବର: ଜିଲ୍ଲା ଓ ନଗର କଂଗ୍ରେସ କମିଟି ସଭାପତି ତାଲିକା ଆଜି ପ୍ରକାଶ ପାଇଛି। ହାଇକମାଣ୍ଡଙ୍କ ଦସ୍ତଖତ ପରେ ଏଆଇସିସି ସାଧାରଣ ସଂପାଦକ କେ ସି ବେଣୁଗୋପାଳଙ୍କ ଦସ୍ତଖତରେ ଏହି ତାଲିକା ଜାରି କରାଯାଇଛି। ଦୀର୍ଘବର୍ଷ ପରେ କିଛି ଅନୁଭବୀ, ପୂର୍ବତନ ବିଧାୟକ ତଥା ଟାଣୁଆ ନେତାଙ୍କୁ ଜିଲ୍ଲା…
Read More...

ଭାରି ପଡ଼ିଲେଣି ମୋଦୀ-ଶାହ ଯୋଡି

ବଦଳୁଛି ଦେଶର ରାଜନୀତି, ଆଞ୍ଚଳିକ ଦଳଙ୍କ ପ୍ରତି ବଢୁଛି ବିପଦବାଜପେୟୀ-ଆଡଭାନୀ ମାର୍କା ରାଜନୀତି ସହ ନାହାନ୍ତି ମୋଦୀ-ଶାହକେନ୍ଦ୍ର ସରକାରରେ ଏବେ ଜଣେ ମାତ୍ର ଅଣ ବିଜେପି ମନ୍ତ୍ରୀ ଅଛନ୍ତିଆଞ୍ଚଳିକ ଦଳମାନଙ୍କ ପ୍ରତି ଦିନକୁ ଦିନ ବିପଦ ବଢିବାରେ ଲାଗିଛିବିଜେଡି-ଟିଏମ୍‌ସିକୁ ବାଦ୍ ଦେଲେ…
Read More...

ଖାଦ୍ୟ ମହଙ୍ଗା, କ୍ଷୁଧା ବି ବଢୁଛି

ନୂଆଦିଲ୍ଲୀ: ଭାରତ ପାଇଁ ଏକ ନୂଆ ବିପଦ ମୁଣ୍ଡ ଟେକିଛି। ଭାରତ ଏକ କୃଷିପ୍ରଧାନ ଦେଶ ଓ ଦେଶର ସିଂହଭାଗ ଲୋକ କୃଷି ଉପରେ ନିର୍ଭରଶୀଳ, ତଥାପି ଏଠାରେ ଖାଦ୍ୟର ଦର ଅନେକ ପଡୋଶୀ ରାଜ୍ୟଠାରୁ ଢେର୍ ମହଙ୍ଗା। କେବଳ ସେତିକି ନୁହେଁ, କ୍ଷୁଧା ଏବଂ କୁପୋଷଣ ଆଉ ଏକ ବଡ଼ ସମସ୍ୟା ଭାବେ ମୁଣ୍ଡ…
Read More...