ଜେଲ୍ ଯିବା ପରେ ବିଗିଡିଲା ଚକ୍ମାଙ୍କ ସ୍ୱାସ୍ଥ୍ୟାବସ୍ଥା,ଡାକ୍ତରଖାନାରେ ଭର୍ତ୍ତି
ଧର୍ମଗଡ଼: ଡିପ୍ରେସନରେ ଧୀମାନ ଚକମା। ବିଗିଡ଼ିଲା ସ୍ୱାସ୍ଥ୍ୟବସ୍ଥା। ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ଲାଞ୍ଚ ନେଇ ଜେଲ ଯିବା ପରେ ଚିନ୍ତା ବଢି ଯାଇଛି। ଜେଲ୍ ଯାଉ ଯାଉ ବିଗିଡ଼ିଛି ‘ଚକମା’ଙ୍କ ସ୍ୱାସ୍ଥ୍ୟ। ମାନସିକ ଅବସାଦଗ୍ରସ୍ତ ହୋଇ ଏବେ ଭବାନୀପାଟଣା ଜେଲ୍ ହସ୍ପିଟାଲରେ ଭର୍ତ୍ତି!-->…
Read More...
Read More...