ଫିଫା ବିଶ୍ୱକପ୍ ଫାଇନାଲ୍ ପାଇଁ କେରଳରେ ଶିକ୍ଷାନୁଷ୍ଠାନ ଛୁଟି
ଫୁଟବଲ୍ ପ୍ରେମୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତିକେରଳ: ଫୁଟବଲ୍ ପ୍ରତି କେରଳବାସୀଙ୍କ ଅପାର ଭଲପାଇବା ରବିବାର ଆଉ ଏକ ନୂଆ ଉଚ୍ଚତାରେ ପହଞ୍ଚିଛି। ଫିଫା ବିଶ୍ୱକପ୍ ଫାଇନାଲ୍ର ରୋମାଞ୍ଚକର ମ୍ୟାଚ୍ ଦେଖିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ସୁଯୋଗ ଦେବା ଉଦ୍ଦେଶ୍ୟରେ କେରଳ!-->…
Read More...
Read More...