ଡାଲା ଅଟୋ ଓଲଟି ୨ ମହିଳା ମୃତ, ୧୪ ଆହତ
ଆସିକା: ଆସିକା କୋଟିନଡ଼ା ଥାନା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଡାଲା ଅଟୋ ଓଲଟି ୨ ମହିଳା ମୃତ, ୧୪ ଜଣ ଆହତ ହୋଇଥିବା ସୂଚନା। ଗଞ୍ଜାମ ଜିଲ୍ଲା ଆସିକା-କୋଟିନଡା ଥାନା ଅନ୍ତର୍ଗତ ଭେଟନଈ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସମସ୍ତ ଗୁରୁତର ମାନଙ୍କୁ ଆସ୍କା ମେଡ଼ିକାଲରେ ଭର୍ତ୍ତି!-->…
Read More...
Read More...