ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ସମ୍ ହସ୍ପିଟାଲ ପକ୍ଷରୁ ବିଶ୍ବ ରକ୍ତ କର୍କଟ ଦିବସ ପାଳିତ

ଭୁବନେଶ୍ୱର: ରକ୍ତ କର୍କଟ ସମସ୍ୟା ଏକ ଜଟିଳ ବ୍ୟାଧି । ଭାରତରେ ବର୍ଷକୁ ୧ ଲକ୍ଷ ଲୋକ ରକ୍ତ କର୍କଟ ରୋଗରେ ଚିହ୍ନଟ ହେଉଛନ୍ତି । ତେବେ ଉପଯୁକ୍ତ ଚିକିତ୍ସା ଏବଂ ଦୃଢ଼ମନୋବଳ ଦ୍ୱାରା ଏହି ରୋଗକୁ ପରାସ୍ତ କରିହେବ ବୋଲି ବିଶ୍ୱ ରକ୍ତ କର୍କଟ ଦିବସ ଅବସରରେ ବିଶେଷଜ୍ଞମାନେ ମତ ଦେଇଛନ୍ତି ।
Read More...

ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର। ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ କରଞ୍ଜିଆ ତହସିଲଦାରଙ୍କୁ ଧରିଛି ଭିଜିଲାନ୍ସ। ଜମି କ୍ଷତିପୂରଣ ବାବଦ ୫୧ଲକ୍ଷ ୭୫ହଜାର ୮୧୦ ଟଙ୍କା ଦେବାକୁ  ଲାଞ୍ଚ ନେଉଥିଲେ ଚାଲ୍ସ ନାୟକ। ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍।
Read More...

ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ଉପରେ ଲାଗିଲା ମୋହର

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ‘ମୋ ଘର’ ଯୋଜନା ଅନୁମୋଦିତ ହୋଇଥିବା ଜଣାଯାଇଛି। ମୋ ଘର ନୂଆ ଯୋଜନାର
Read More...

ସୋଆରେ ରାଜ୍ୟସ୍ତରୀୟ ଏନ୍‌ଏସ୍‌ଏସ୍ କଲ୍‌ଚରାଲ୍ ଫେଷ୍ଟ ଉଦ୍‌ଯାପିତ

ଭୁବନେଶ୍ୱର,୨୬/୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିସରରେ ତିନି ଦିନ ଧରି ଚାଲିଥିବା ଏନ୍‌ଏସ୍‌ଏସ୍‌ର ରାଜ୍ୟସ୍ତରୀୟ କଲ୍‌ଚରାଲ୍ ଫେଷ୍ଟ କାର୍ଯ୍ୟକ୍ରମ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ
Read More...

ବଦଳିବ ରାଜ୍ୟ ପାଠାଗାରର ରୂପରେଖ

ଭୁବନେଶ୍ୱର: ରାଜ୍ୟ ପାଠଗାର ବୁଲିଲେ ୫-ଟି ସଚିବ ଭି କେ ପାଣ୍ଡିଆନ । ପିଲାଙ୍କ ସହ ଆଲୋଚନା କରିବା ପରେ ନେବା ସମସ୍ୟାର ତତ୍କାଳ ସମାଧାନ କରାଯାଇଛି । ଖୁବଶୀଘ୍ର ରାଜ୍ୟ ପାଠାଗାରର ରୂପାନ୍ତରଣ କରାଯିବ ବୋଲି କହିଛନ୍ତି ୫-ଟି ସଚିବ । ପିଲାଙ୍କ ପାଇଁ କ୍ୟାଣ୍ଟିନ ବ୍ୟବସ୍ଥା କରାଯିବା ସହ
Read More...

ନବ ଦାସ ହତ୍ୟାକାଣ୍ଡ: ଆଜି ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ

ଝାରସୁଗୁଡା: ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ ଆଜି ଝାରସୁଗୁଡାର ଜେଏମଏଫସି କୋର୍ଟରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ହତ୍ୟାକାଣ୍ଡର ୧୧୮ ଦିନ ପରେ ଚାର୍ଜସିଟ୍ ଦାଖଲ ହୋଇଛି । ତଦନ୍ତକାରୀ ଡିଏସପି ଏହାର ଚାର୍ଜସିଟ ଦାଖଲ କରିଥିବା ବେଳେ କାହିଁକି ନବ ଦାସଙ୍କୁ ପୋଲିସ ଏଏସଆଇ ଗୋପାଳ
Read More...

ପ୍ରକାଶ ପାଇଲା ଆଇଏଏସ ପରୀକ୍ଷା ଫଳ: ଟପ୍ ୪ରେ ୪ ଝିଅ

ଭୁବନେଶ୍ବର: ପ୍ରକାଶ ପାଇଲା ଆଇଏଏସ ରେଜଲ୍ଟ ୨୦୨୨ । ଏଥର ଝିଅଙ୍କ ବାଜିମାତ୍। ମେରିଟ୍ ଲିଷ୍ଟରେ ଟପ୍‌ରେ ରହିଛନ୍ତି ଇଶିତା କିଶୋରୀ । ଦ୍ବିତୀୟ ସ୍ଥାନରେ ଅଛନ୍ତି ଗରିମା ଲୋହିଆ । ତୃତୀୟ ସ୍ଥାନରେ ଅଛନ୍ତି ଉମା ହାରାତି ଏନ୍‌ । ପ୍ରଥମ ୪ ଜଣ କୃତୀ ଝିଅ ଅଛନ୍ତି । ଏଥର କୃତକାର୍ଯ୍ୟ
Read More...

ଗିରଫ ହେଲେ କୋଟିପତି ପୁଲିସ ବାବୁ

ବରଗଡ: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ପୁଲିସ ବାବୁ। ବରଗଡ଼ ଜିଲ୍ଲା ଗାଇସିଲାଟ ଆଇଆଇସି ବିରବର ଭଗତ ପୁଲିସ ଦ୍ବାରା ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ପରେ ଭିଜିଲାନ୍ସ ଜାଲରେ ଫସିଥିଲେ ଗାଇସିଲାଟ ଥାନାଧିକାରୀ ବୀରବର ଭଗତ।
Read More...

ସୋଆରେ ରାଜ୍ୟସ୍ତରୀୟ ଏନ୍‌ଏସ୍‌ଏସ୍ କଲ୍‌ଚରାଲ୍ ଫେଷ୍ଟ ଆୟୋଜିତ

ଭୁବନେଶ୍ୱର,୨୩/୫: ନ୍ୟାସ୍‌ନାଲ୍ ସର୍ଭିସ୍ ସ୍କିମ୍ (ଏନ୍‌ଏସ୍‌ଏସ୍‌)ରେ ସାମିଲ ହେବା ଛାତ୍ରଛାତ୍ରୀମାନଙ୍କର ବ୍ୟକ୍ତିଗତ ଜୀବନର ଗୁଣବତାକୁ ବୃଦ୍ଧି କରିବାରେ ସହାୟକ ଅଟେ ବୋଲି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କହିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ
Read More...

ସୋଆ ଏସ୍‌ଏଚ୍‌ଏମ୍‌ରେ ମହିଳାଙ୍କ ନିମନ୍ତେ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍‌’ ଆରମ୍ଭ

ଭୁବନେଶ୍ୱର, ୨୨/୦୫: ଖାଦ୍ୟ ରନ୍ଧନ ଖୁବ୍ ଭଲ ଅନୁଭବ ଏବଂ ମା’ର ହାତ ରନ୍ଧାର ତୁଳନା ନାହିଁ । ଘରର ମହିଳାଟି ଯେଉଁ ଶ୍ରଦ୍ଧାରେ ଖାଦ୍ୟ ରାନ୍ଧିକି ଦିଏ ତାହାର ସ୍ୱାଦ ଖୁବ୍ ନିଆରା । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ପକ୍ଷରୁ ସୋମବାର ମହିଳାମାନଙ୍କ ନିମନ୍ତେ
Read More...