ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଫିଲିପାଇନ୍ସରେ ବୁଡିଗଲା ବୋଟ୍, ୩୦ରୁ ଅଧିକ ମୃତ

ନୂଆଦିଲ୍ଲୀ: ଫିଲିପାଇନ୍ସରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ୨୫୦ ଲୋକଙ୍କୁ ନେଇ ଯାଉଥିବା ଏକ ବୋଟ୍ ବୁଡ଼ିଯାଇଛି । ଜାହାଜରେ ନିଆଁ ଲାଗିବା କାରଣରୁ ଏହା ବୁଡ଼ିଯାଇଥିବା ଜଣାପଡ଼ିଛି । ଏଥିରେ ୩୧ ଜଣଙ୍କର ମୃତ୍ୟୁ ହୋଇଥିବା ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି ।
Read More...

ଦୟାନଦୀରେ ଗାଧୋଉଥିବା ବେଳେ ବୁଡିଗଲା ନାବାଳକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବର ଉପକଣ୍ଠ ଦୟାନଦୀକୁ ଗାଧୋଇବାକୁ ଯାଇ ଗୁରୁବାର ଜଣେ ନାବାଳକ ନିଖୋଜ ହୋଇଯାଇଛି। ନିଖୋଜ ହୋଇଥିବା ନାବାଳକ ହେଲେ ଭୁବନେଶ୍ବର ଉପକଣ୍ଠ ଲିଙ୍ଗିପୁର ପଞ୍ଚାୟତ ଇନ୍ଦିରା କଲୋନୀର ସୁମିତେନ୍ଦ୍ର ସାହୁ । ଆଜି ଅପରାହ୍ନରେ ୪ ଜଣ ନାବାଳକ ଦୟା ନଦୀ ବ୍ରିଜ ତଳେ ମାଛ
Read More...

ଶ୍ରୀରାମଙ୍କୁ ଦର୍ଶନ କରୁଥିବା ବେଳେ କୂଅ ଭିତରେ ପଡିଗଲେ ଭକ୍ତ

ଇନ୍ଦୋର; ମଧ୍ୟପ୍ରଦେଶ ଇନ୍ଦୋର ଠାରେ ରାମନବମୀ ପାଳନ ଅବସରରେ ଶ୍ରୀରାମଙ୍କୁ ଦର୍ଶନ କରୁଥିବା ବେଳେ କୂଅ ଭିତରେ ପଡିଗଲେ ଭକ୍ତ। ପଟେଲ ନଗର ନିକଟରେ ଥିବା ବେଲେଶ୍ୱର ମହାଦେବଙ୍କ ଝୁଲେଲାଲ ମନ୍ଦିର ନିକଟରେ ଏହି ଦୁର୍ଘଟଣା ହୋଇଛି । ଏଠାରେ ଥିବା ଏକ ବଡ କୂଅ ଉପରେ ଚଢି ଭକ୍ତମାନେ ଶ୍ରୀରାମଙ୍କ
Read More...

ପୁଲିସ ଷ୍ଟେସନ ଉପରେ ଆତଙ୍କବାଦୀ ଆକ୍ରମଣ

ପାକିସ୍ତାନ; ପୁଲିସ ଷ୍ଟେସନ ଉପରେ ଆଖିବୁଜା ଗୁଳିମାଡ଼ ସାଙ୍ଗକୁ ହେଲା ଗ୍ରେନେଡ୍ ମାଡ। ଏହି ଆକ୍ରମଣ ୪ ପୁଲିସକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଆଜି ସକାଳୁ ପାକିସ୍ତାନରେ ଘଟିଛି ଏଭଳି କିଛି ଘଟଣା। ପାକିସ୍ତାନରେ ସକାଳୁ ସକାଳୁ ତାଲିବାନୀ ଆତଙ୍କବାଦୀମାନେ
Read More...

୩୦ ମିନିଟ୍ ମଧ୍ୟରେ ୫ ହଜାର ୪ଶହ ଥର ବଜ୍ରପାତ

ଭଦ୍ରକ; ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ହୋଇଥିବା ବେଳେ ଭୟ ବଢ଼ାଇଛି ବଜ୍ରପାତ । ଭଦ୍ରକ ବାସୁଦେବପୁର ଅଞ୍ଚଳରେ ମାତ୍ର ୩୦ ମିନିଟ୍ ମଧ୍ୟରେ ୫ ହଜାର ୪ଶହ ଥର ବଜ୍ରପାତ ହୋଇଛି । କେନ୍ଦ୍ର ସରକାରଙ୍କ ଦାମିନୀ ଆପ୍ର ସୂଚନାକୁ ଆଧାର କରି ଏ ନେଇ ଟ୍ୱିଟ୍
Read More...

୫୦ ଲକ୍ଷ ଟଙ୍କା ପାଇଁ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା

ଝାରସୁଗୁଡା; ୫୦ ଲକ୍ଷ ଟଙ୍କା ପାଇଁ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ମୃତ ଦେହକୁ ପୋଡି ଦେଇଛନ୍ତି ଅପହରଣକାରୀ । ଝାରସୁଗୁଡାରୁ ଆସିଛି ଏମିତି ଏକ ଚାଞ୍ଚଲ୍ୟକର ଖବର । ଆଉ ବରଗଡ ଜିଲ୍ଲା ଭେଡେନ୍ ଥାନା ପାଖ
Read More...

ଭାରତ-ପାକିସ୍ତାନ ସୀମାରେ ଭୟଙ୍କର ବିସ୍ଫୋରଣ

ନୂଆଦିଲ୍ଲୀ; ଗତକାଲି ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀର କଠୁଆ ଜିଲ୍ଲାର ସୀମା ନିକଟସ୍ଥ ପୁଲିସ ଷ୍ଟେସନ ନିକଟରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏ ନେଇ ଆତଙ୍କ ଖେଳିଯାଇଛି।  ବିସ୍ଫୋରଣ ଯୋଗୁଁ ଆଖପାଖରେ ଥିବା ଘର କ୍ଷତିଗ୍ରସ୍ତ ହେଇଛି। କିଛି ଘରର କାଚ ଭାଙ୍ଗି
Read More...

ଆଜି ପବିତ୍ର ଶ୍ରୀରାମ ନବମୀ ପାଇଁ ସଜେଇ ହୋଇଛି ଦେଶର ସମସ୍ତ ରାମମନ୍ଦିର

ଭୁବନେଶ୍ୱର: ଆଜି ପବିତ୍ର ଶ୍ରୀରାମ ନବମୀ ପାଇଁ ସଜେଇ ହୋଇଛି ଦେଶର ସମସ୍ତ ରାମମନ୍ଦିର। ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମତିଥି । ଚୈତ୍ର ଶୁକ୍ଳପକ୍ଷର ନବମୀ ଦିନକୁ ରାମ ନବମୀ ଭାବେ ପାଳନ କରାଯାଏ । ରାମ ନବମୀକୁ ନେଇ ଆଜି ସାରା ଦେଶ ଉତ୍ସବ ମୁଖର । ହିନ୍ଦୁମାନଙ୍କର ଏହା ଏକ ବଡ ପର୍ବ ।
Read More...

ପୁଣି ବଢିଲା ଓମଫେଡ୍ କ୍ଷୀର ଦର

ଭୁବନେଶ୍ବର; ପୁଣି ବଢିଲା ଓମଫେଡ୍ କ୍ଷୀର ଦର । ପ୍ୟାକେଟ୍ ପିଛା ଦୁଇ ଟଙ୍କା ମୂଲ୍ୟ ବୃଦ୍ଧି ନେଇ ଓମଫେଡ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ଏପ୍ରିଲ ୧ ରୁ ନୂଆ ଦର ଲାଗୁ ହେବ ନେଇ ଓମଫେଡ କହିଛି । ଗୋଖାଦ୍ୟ, ଚାରା, ଔଷଧ, ଇନ୍ଧନ ଆଦିର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି କ୍ଷୀର ମୂଲ୍ୟ ବୃଦ୍ଧି
Read More...

ଜାତୀୟ ସମ୍ମିଳନୀରେ ସର୍ବୋଚ୍ଚ ଅଭିନବ ଡେଂଟାଲ୍ କଲେଜ ଭାବେ ଆଇଡିଏସ୍ ସମ୍ମାନିତ

ଭୁବନେଶ୍ୱର, ୨୯/୦୩: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ ସାଇନସେସ (ଆଇଡିଏସ୍‌) ସର୍ବୋକୃଷ୍ଟ ଅଭିନବ ଡେଂଟାଲ୍ କଲେଜ (ମୋଷ୍ଟ ଇନୋଭେଟିଭ୍ ଡେଂଟାଲ୍‌କଲେଜ) ଭାବେ ସ୧ାନିତ ହୋଇଛି । ନୂଆଦିଲ୍ଲୀ ଠାରେ ଆୟୋଜିତ ଓରାଲ୍ ହେଲ୍‌ଥ ଇନୋଭେସନ୍‌ କନ୍‌କ୍ଲେଭ୍‌ରେ
Read More...