ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ସୋଆରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ଦିନିଆ ସମର କ୍ୟାମ୍ପ

ଭୁବନେଶ୍ୱର, ୬/୦୫: ଗ୍ରୀଷ୍କକାଳୀନ ଛୁଟି ସମୟରେ ସ୍କୁ୍‌ଲ ଛାତ୍ରଛାତ୍ରୀମାନଙ୍କୁୁ କ୍ରୀଡ଼ା କ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଶୁକ୍ରବାର ଆରମ୍ଭ ହୋଇଛି ଏକ ୧୦ ଦିନିଆ ଗ୍ରୀଷ୍ମକାଳୀନ ଶିବିର । ସୋଆ କ୍ୟାମ୍ପସ ୨ ସ୍ପୋର୍ଟ୍ସ…
Read More...

ବ୍ରିଟେନକୁ ମିଳିଲେ ନୂଆ ରାଜା : ସିଂହାସନ ଆରୋହଣ କଲେ କିଙ୍ଗ୍ ଚାର୍ଲସ ତୃତୀୟ

ଲଣ୍ଡନ: ଆଜି ବ୍ରିଟେନକୁ ମିଳିଲା ନୂଆ ରାଜା। କିଙ୍ଗ୍ ଚାର୍ଲସଙ୍କର ହେଲା ରାଜ୍ୟାଭିଷେକ। ଆଜି ୱେଷ୍ଟମିନଷ୍ଟର ଆବେରେ ବିଧିବଦ୍ଧ ଭାବେ ବ୍ରିଟେନ ସିଂହାସନ ଆରୋହଣ କଲେ ଚାର୍ଲସ । ଫିଲିପ୍ ଆର୍ଥର ଜର୍ଜ ବା କିଙ୍ଗ୍ ଚାର୍ଲସ ତୃତୀୟ ବ୍ରିଟେନ ସହିତ ଅନ୍ୟ ୧୪ଟି ଦେଶର ୪୦ତମ ରାଜା ବନିଲେ। ଏଥିପାଇଁ…
Read More...

ମଣିପୁରରେ ସ୍ଥିତି ଅଣାୟତ୍ତ: ସବୁଆଡେ ବିକ୍ଷୋଭର ଚିହ୍ନ

ମଣିପୁର: ମଣିପୁରର ଚୁରାଚାନ୍ଦପୁରରେ ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ମୈତୈ ସଂପ୍ରଦାୟର କିଛି ଲୋକଙ୍କୁ ସ୍ଥାନାନ୍ତର କରୁଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଛି। ବୁଧବାର ଦିନ ଚୁରଚାନ୍ଦପୁର ଅଞ୍ଚଳରେ ମଧ୍ୟ ରାଜ୍ୟର ବହୁ ସଂଖ୍ୟାରେ ମୈତୈ ସମ୍ପ୍ରଦାୟ ଏବଂ କୁକି ଜନଜାତି ମଧ୍ୟରେ ସଂଘର୍ଷ…
Read More...

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୪୮ ଘଣ୍ଟା ରେ ନେବ ଲଘୁଚାପ ର ରୂପ

ଭୁବନେଶ୍ବର: ପୂର୍ବାନୁମାନ ଅନୁଯାୟୀ ଆଜି ଦକ୍ଷିଣ - ପୂର୍ବ ବଙ୍ଗୋପସାଗର ନିକଟସ୍ଥ ଅଞ୍ଚଳ ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପ ଓ ପରେ ଆହୁରି ଘନିଭୂତ ହୋଇ ୯ ରେ ଡିପ୍ରେସନ୍ ର ରୂପ ନେଇ ଉତ୍ତର ଦିଗ ରେ ଅଗ୍ରସର ହୋଇ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ…
Read More...

ଅନ୍ଧାରରେ ଭାଷଣ ଦେଲେ ମହାମହିମ ଦ୍ରୌପଦୀ ମୁର୍ମୁ

ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତିରାଷ୍ଟ୍ରପତି ଭାଷଣ ଦେଲା ବେଳେ ଚାଲିଗଲା ବିଦ୍ୟୁତସମାବର୍ତ୍ତନ ଉତ୍ସବରେ ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି ବାରିପଦା: ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଜୁଳି କାଟ ହେଲା । ଅନ୍ଧାରରେ ଅଭିଭାଷଣ ରଖିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।…
Read More...

ଏକ ବର୍ଷ ମଧ୍ୟରେ ସୋଆ ଅର୍ବାନ୍ ଭେଟେରିନାରୀ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ୫୦୦୦ ରୁ ଊର୍ଦ୍ଧ୍ୱ ପଶୁପକ୍ଷୀ

ଭୁବନେଶ୍ୱର, ମେ ୫: ଗୋଟିଏ ବର୍ଷ ତଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆରମ୍ଭ ହୋଇଥିବା ସହରାଂଚଳ ପଶୁ ଚିକିତ୍ସାଳୟ (ଅର୍ବାନ୍ ଭେଟେରିନାରୀ ହସ୍ପିଟାଲ୍‌)ରେ ବର୍ଷକ ମଧ୍ୟରେ ପ୍ରାୟ ୫୫୨୭ ପଶୁପକ୍ଷୀଙ୍କର ବିଭିନ୍ନ ରୋଗର ଚିକିତ୍ସା କରାଯାଇ ପାରିଛି । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍…
Read More...

ସଭାପତି ପଦକୁ ଫେରିଲେ ଶରତ ପୱାର

ମୁମ୍ବାଇ: ଏନସିପି ସଭାପତି ପଦକୁ ପୁଣି ଫେରିଲେ ପୱାର । ସଭାପତି ଭାବେ କାର୍ଯ୍ୟ ଜାରି ରଖିବେ ଶରଦ ପୱାର । ଇସ୍ତାଫା ପ୍ରତ୍ୟାହାର କରିଛନ୍ତି ଏନସିପି ସୁପ୍ରିମୋ ଶରଦ ପୱାର । ସେ ଆଜି ଅପରାହ୍ନରେ ପ୍ରେସ୍ କନଫରେନ୍ସରେ ଘୋଷଣା କରି କହିଛନ୍ତି ଯେ, ମୁଁ ଆପଣମାନଙ୍କ ଭାବନାକୁ ଅପମାନ କରିପାରିବି…
Read More...

ବିଶ୍ୱ ମହାମାରୀ ତାଲିକାରୁ ହଟିଲା କୋଭିଡ-୧୯

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ ତାଲିକାରୁ ହଟିଲା କୋଭିଡ-୧୯। ଏହାକୁ ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଡବ୍ଲୁଏଚଓ କହିଛି ଯେ ଏବେ କରୋନା ବୈଶ୍ୱିକ ମହାମାରୀ ରହିଯାଇ ନାହିଁ । ଏନେଇ ଜରୁରୀକାଳୀନ କମିଟିର ୧୫ତମ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଡା.…
Read More...

ଏନକାଉଣ୍ଟରରେ ପ୍ରାଣ ହରାଇଲେ ୨ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ବାରମୁଲ୍ଲାରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଘଟି ପ୍ରାଣ ହରାଇଛନ୍ତି ୨ ଜଣ ଆତଙ୍କବାଦୀ। ବାରମୁଲ୍ଲାର ବାନିଗାଓଁ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି ଆତଙ୍କବାଦୀ। ସେମାନଙ୍କଠାରୁ ଏକେ-୪୭ ସମେତ ବହୁ ଅସ୍ତ୍ରଶସ୍ତ୍ର ଜବତ…
Read More...

ମଣିପୁର ହିଂସା ନେଇ ରାଜ୍ୟର ୮ଜିଲ୍ଲାରେ କର୍ଫ୍ୟୁ ଜାରି

ଇମ୍ଫାଲ୍: ମଣିପୁର ହିଂସାା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ସେନା କରିଛି ଫ୍ଲାଗମାର୍ଚ୍ଚ । ରାଜ୍ୟର ୮ଟି ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଥିବାବେଳେ ଇମ୍ଫାଲ, ଚୁରାଚାନ୍ଦପୁର ଓ କାଙ୍ଗପୋକପିରେ ସ୍ଥିତି ଅତି ଉତ୍ତେଜନାପ୍ରବଣ ରହିଛି। ଇମ୍ଫାଲରେ ହିଂସା ପରେ ଗତ ରାତିରେ ମଣିପୁରର ୮ ଜିଲ୍ଲାରେ…
Read More...