ଘାଟିରେ ଓଲଟିଲା ଅଟୋ; ୧୫ରୁ ଅଧିକ ଆହତ
ମୋହନା: ଆଜି ସକାଳ ପ୍ରାୟ ୧୦ଟାରେ ଏକ ଅଟୋ, ଯାତ୍ରୀଙ୍କୁ ନେଇ ଗୋଛାଗୁଡାରୁ ଲୁହାଗୁଡ଼ି ସାପ୍ତାହିକ ହାଟକୁ ଯାଉଥିଲା। ଏହି ସମୟରେ ଘାଟିରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ପ୍ରାୟ ୧୦ ଫୁଟ ତଳକୁ ଓଲଟି ପଡିଥିଲା।
ମୋହନା ଥାନା ଗୁଛାଗୁଡ଼ା ଘାଟିରେ ଆଜି ଏହି ଦୁର୍ଘଟଣା ଘଟିଛି।!-->!-->!-->…
Read More...
Read More...