ଋଷର ଘନଘନ ଆକ୍ରମଣ, ଯୁଦ୍ଧର ପ୍ରଥମ ଦିନରେ ୧୩୭ ଜଣଙ୍କୁ ହରାଇଲା ୟୁକ୍ରେନ
ୟୁକ୍ରେନ ଉପରେ ଋଷର ଘନ ଘନ ଆକ୍ରମଣ ସାରା ବିଶ୍ୱକୁ ଦୋହଲାଇଦେଇଛି । ଗୁରୁବାର ସକାଳ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି । ଦୁଇ ଦେଶ ଏବେ ଭିନ୍ନ ଭିନ୍ନ ଦାବି କରୁଛନ୍ତି । ୟୁକ୍ରେନ ରାଜଧାନୀ କିଭ୍ରେ ଋଷ ସେନା ଧସେଇ ପଶିଥିବା ଦାବି କରାଯାଇଛି । କୁହାଯାଉଛି ଋଷ!-->…
Read More...
Read More...