ପ୍ରମୁଖ ଖବର

ରାଜ୍ୟ କ୍ୟାବିନେଟରେ ୪ ପ୍ରସ୍ତାବକୁ ଅନୁମୋଦନ
ପାଣି ଛାଡୁ ଛାଡୁ ମିଳିବ କ୍ଷତିପୂରଣ : ରାଜସ୍ବ ମନ୍ତ୍ରୀ
ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ମିଳିବ ୨୦୨୫ ଜାତୀୟ ଶିକ୍ଷକ ପୁରସ୍କାର
ଖୁବ୍‌ଶୀଘ୍ର ସମ୍ପ୍ରସାରଣ ହେବ ଭୁବନେଶ୍ୱର ବିମାନବନ୍ଦର
ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ହେବ ୮ ଲେନ୍‌ : ମନ୍ତ୍ରୀ
ରାଜ୍ୟରେ କେହି ଭୂମିହୀନ ରହିବେ ନାହିଁ: ରାଜସ୍ୱ ମନ୍ତ୍ରୀ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପୁଲିସ୍ ଏସ୍ଆଇ
ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ରାଜ୍ୟପାଳ

ପୁଣି ଫେରିଲା ମମିତା ତାତି, ରାଜଧାନୀ ରାଜରାସ୍ତାରେ ଗର୍ଜିଲା ବିଜେପି

ଭୁବନେଶ୍ବର; ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଆଉ ବିଜେପି । ଏଫସିଆଇ ତୁରନ୍ତ ଉଷୁନା ଚାଉଳ ଉଠାଇବା ଦାବିରେ ବିଜେଡି ଭୁବନେଶ୍ୱର ଏଫସିଆଇ ଅଫିସ ସମ୍ମୁଖରେ ଧାରଣା ଦେଇଛି । ଏପଟେ ମମିତା ମେହେର ପ୍ରସଙ୍ଗରେ ରାଜଧାନୀ ରାଜରାସ୍ତାରେ ଗର୍ଜିଛି ବିଜେପି
Read More...

୫ ସରକାରୀ ଅଧିକାରୀଙ୍କ ବାଧ୍ୟତାମୂଳକ ଅବସର

ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ । ୫ ଜଣ ସରକାରୀ ଅଧିକାରୀଙ୍କ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ଏଥିରେ ଇଞ୍ଜିନିୟର ର୍ସିଡିପିଓ, ଅଙ୍ଗନବାଡି ସୁପରଭାଇଜର, ପୁଲିସ ଇନ୍ସପେକ୍ଟର ,ରେଭିନ୍ୟୁ ସୁପରଭାଇଜର ଅଛନ୍ତିା ଅପାରଗ ତଥା ଦୁର୍ନୀତିଗ୍ରସ୍ତ
Read More...

ପରଲୋକରେ ମହାଭାରତର ଭୀମ ପ୍ରବୀଣ କୁମାର

ଟେଲିଭିଜନ ଜଗତରୁ ଏକ ଦୁଃଖଦ ଖବର ଆସିଛି । ପରଲୋକରେ ମହାଭାରତର ଭୀମ ପ୍ରବୀଣ କୁମାର । ବି.ଆର ଚୋପ୍ରାଙ୍କ ଲୋକପ୍ରିୟ ପୌରାଣିକ ସୋ ‘ମହାଭାରତ’ରେ ଭୀମ ଭୂମିକାରେ ଅଭିନୟ କରୁଥିବା ପ୍ରବୀଣ କୁମାର ସୋବିତଙ୍କ ପରଲୋକ ହୋଇଛି । ୭୪ ବର୍ଷ ବୟସରେ ସେ ଆଖିବୁଜିଛନ୍ତି । ପ୍ରବୀଣ କିଛି ଦିନ ହେବ
Read More...

କମୁଛି କରୋନା, ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍‌

କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି । ତୃତୀୟ ଲହରର ପ୍ରକୋପ ଦେଶ ଓ ରାଜ୍ୟରୁ କମୁଛି । ଯାହା ଲୋକଙ୍କ ପାଇଁ ଆଶ୍ୱସ୍ତି ଆଣିଛି । ଦେଶରେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଲକ୍ଷେ ତଳକୁ ଦୈନିକ ସଂକ୍ରମଣ ରହିଛି । ଗତ ୨୪ ଘଣ୍ଟା ରେ ୬୭ ହଜାର ୫୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Read More...

ବିଜେଡି,ବିଜେପି ଓ ଉଷୁନା ଚାଉଳ

କେନ୍ଦ୍ର ସରକାର ଉଷୁନା ଚାଉଳ ନଉଠାଇବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛି ବିଜେଡି। ସାମ୍ବାଦିକ ସମ୍ମିଳନୀ କରି ବିଜୁ ଜନତା ଦଳର ମୁଖପାତ୍ର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ସହିତ କେନ୍ଦ୍ର କାହିଁକି ବଳକା ଚାଉଳ ନେଉନାହିଁ ସେ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହାକୁ ନେଇ ଆସନ୍ତାକାଲି
Read More...

‘ସ୍କୁଲ ଖୋଲିବା ଖୁସିରେ ମୁଁ ବି ଖୁସି..ପିଲାଙ୍କୁ ସ୍କୁଲ ଛାଡନ୍ତୁ’

କୋଭିଡ ସଂକ୍ରମଣ କମିବା ପରେ ଆଜିଠୁ ରାଜ୍ୟରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିଛି । ସ୍କୁଲ ଖୋଲିବା ପରେ ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଛାତ୍ରଛାତ୍ରୀମାନଙ୍କୁ ଏକ ବାର୍ତ୍ତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି,ପିଲମାନେ ଆଜି ସ୍କୁଲ ଆସିଲେ ।
Read More...

ଦେଶରେ ଲକ୍ଷେ ତଳେ ଦୈନିକ ସଂକ୍ରମଣ

ଧୀରେ ଧୀରେ ଦୁର୍ବଳ ହେଉଛି କରୋନାର ତୃତୀୟ ଲହର । ଦେଶ ଓ ରାଜ୍ୟରେ ଖସୁଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ହ୍ରାସ ପରେ ଏବେ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଦେଶରେ ଲକ୍ଷେ ତଳକୁ ଖସିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ତୃତୀୟ ଲହର ଆରମ୍ଭ ହେବା ଦିନଠୁ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ
Read More...

ଭାରତକୁ ମିଳିଲା ସିଙ୍ଗଲ ଡୋଜ୍ କରୋନା ଟିକା

ଭାରତକୁ ମିଳିଛି କରୋନା ବିରୋଧୀ ସିଙ୍ଗଲ ଡୋଜ ଟିକା । ସ୍ପୁଟନିକ ଲାଇଟ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମିତ ମିଳିଛି । ଡିସିଜିଆଇ ଏହି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଟୁଇଟ କରି ସୂଚନା ଦେଇଛନ୍ତି ।
Read More...

ଲତାଙ୍କ ବିୟୋଗରେ ଦୁଇ ଦିନିଆ ଶୋକ, ଆଜି ମହାରାଷ୍ଟ୍ରରେ ସବୁ ସ୍କୁଲ,କଲେଜ ବନ୍ଦ

ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଦେହାନ୍ତ ପରେ ଶୋକରେ ବୁଡିଛି ପୁରା ଦେଶ । ଲତା ମଙ୍ଗେସକରଙ୍କ ସମ୍ମାନରେ ଦୁଇ ଦୁନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଦୁଇ ଦିନ ଜାତୀୟ ପତାକା ଅର୍ଦ୍ଧନମିତ ରହିବ । ଆଜି ମହାରାଷ୍ଟ୍ରରେ ଶୋକ ଦିବସ ଭାବେ ଘୋଷଣା କରିଛନ୍ତି
Read More...