କଟକ ଅବକାରୀ ବିଭାଗ ଷ୍ଟୋରରୁମରେ ଅଗ୍ନିକାଣ୍ଡ
କଟକ; ହାଇକୋର୍ଟ ନିକଟ କଟକ ସବ ରେଜିଷ୍ଟ୍ରାର ଅଫିସ ପରିସରରେ ଥିବା ଅବକାରୀ ଷ୍ଟୋରରୁମ ଆଗ ହୋଟେଲରେ ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି । ଏଥିରେ ୩ ଜଣ ହୋଟେଲ କର୍ମଚାରୀ ଆହତ ହୋଇଥିବାବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଆଁକୁ ଆୟତ କରିବାକୁ ୩ଟି!-->…
Read More...
Read More...