ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଆରବିଆଇର ରେପୋରେଟ ବୃଦ୍ଧି; ମହଙ୍ଗା ହେବ ଇଏମଆଇ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ରାଜ୍ୟପାଳ ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱାଧୀନ ମୁଦ୍ରା ନୀତି କମିଟି ରେପୋ ହାରକୁ ୨୫ ଆଧାର ପଏଣ୍ଟକୁ ୬.୫ ପ୍ରତିଶତକୁ ବୃଦ୍ଧି କରିଛି। ରେପୋ ରେଟ୍ ହେଉଛି ସେହି ହାର ଯେଉଁଥିରେ କେନ୍ଦ୍ରୀୟ ବ୍ୟାଙ୍କ ସରକାରୀ ସିକ୍ୟୁରିଟି ବିରୁଦ୍ଧରେ…
Read More...

ନବ ଦାସ ହତ୍ୟା ମାମଲା; କ୍ରାଇମ ସ୍ପଟରେ ପୁଲିସ ଡିଜିଙ୍କ ସହ ବରିଷ୍ଠ ଅଧିକାରୀ

ଝାରସୁଗୁଡା; ଝାରସୁଗୁଡା ବ୍ରଜରାଜନଗରର ଗାନ୍ଧୀ ଛକରେ କ୍ରାଇମସ୍ପଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁଲିସ ଡିଜିଙ୍କ ସହ ବରିଷ୍ଠ ଅଧିକାରୀ ହତ୍ୟାକାଣ୍ଡର ବିଭିନ୍ନ ଦିଗକୁ ନେଇ ଡିଜିପି ତର୍ଜମା କରିଛନ୍ତି । ସେପଟେ, ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ୧୦ ଦିନ ବିତିଛି । ହେଲେ…
Read More...

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ; ଆଜି ଫାଲଗୁନ କୃଷ୍ଣ ପକ୍ଷ ତୃତୀୟା ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଦ୍ବିତୀୟ ଭୋଗମଣ୍ଡପ ନୀତି ପରେ ବନକଲାଗି ହେବେ ତିନିଠାକୁର। ଦତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ।…
Read More...

ତୁର୍କୀ ଓ ସିରିଆ ଭୂକମ୍ପ; ୮ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ତୁର୍କୀ; ପ୍ରଳୟଙ୍କରୀ ଭୂକମ୍ପରେ ଭୟଙ୍କର ବିପର୍ଯ୍ୟୟର ସାମ୍ନା କଲା ତୁର୍କୀ ଓ ସିରିଆ। ଏବେ ଧ୍ବସ୍ତ ବିଧ୍ବସ୍ତ ସହରକୁ ସଜାଡିବାରେ ଲାଗି ପଡିଛନ୍ତି ସମସ୍ତେ। ୫୦ଟି ଦେଶ ସହାୟତା ପାଇଁ ଆଗେଇ ଆସିଛି। ଭାରତରୁ ମଧ୍ୟ ଏନଡିଆରଏଫ ଟିମ୍ ସହାୟତା ନେଇ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ…
Read More...

ପ୍ରକାଶ ପାଇଲା ଜେଇଇ ମେନ୍‌-୨୦୨୩ ପରୀକ୍ଷା ଫଳ

ଭୁବନେଶ୍ବର: ଦେଶର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବା ପାଇଁ ନେସ୍‌ନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ କରାଯାଇଥିବା ଜେଇଇ ମେନ୍‌-୨୦୨୩ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ ଏବେ ସେମାନଙ୍କ ଫଳାଫଳ jeemain.nta.nic.in ଜରିଆରେ ଦେଖିପାରିବେ। …
Read More...

ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ;୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ

ତୁର୍କୀ; ତୁର୍କୀରେ ଗତକାଲି ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ଯୋଗୁ ଏଯାଏଁ  ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏବେବି ଆହୁରି ଅନେକ ଭଗ୍ନାବଶେଷ ତଳେ ଚାପି ହୋଇରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି। ୩୦ ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ…
Read More...

ଚିର ନିଦ୍ରାରେ ସାରସ୍ୱତ ସାଧିକା ନିର୍ମଳପ୍ରଭା

ଭୁବନେଶ୍ୱର : ବିଶିଷ୍ଟ ସାରସ୍ୱତ ସାଧିକା ଶ୍ରୀମତୀ ନିର୍ମଳପ୍ରଭା ନାୟକଙ୍କର ଆଜି ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁରେ ସାହିତ୍ୟ, ରାଜନୀତି ଓ ସମାଜସେବା ସହ ଜଡିତ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ଶ୍ରୀମତୀ ନାୟକ ପାଟକୁରା ଗାନ୍ଧୀ…
Read More...

ଗଂଜାମ ହିଞ୍ଜିଳିରେ ନୂଆ ଦୌରା ଜଜ୍ କୋର୍ଟ ଉଦଘାଟନ

ଭୁବନେଶ୍ୱର: ଆଜି ଗଂଜାମ ହିଞ୍ଜିଳିରେ ନୂଆ ଦୌରା ଜଜ୍ କୋର୍ଟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ହିଞ୍ଜିଳିବାସୀଙ୍କ ଅନେକ ଦିନର ସ୍ୱପ୍ନ ପୂରଣ ହୋଇଛି ବୋଲି କହିଛନ୍ତି ନବୀନ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ସହ ଉଦଘାଟନୀ ଉତ୍ସବରେ ଭର୍ଚୁଆଲରେ ଉପସ୍ଥିତ ରହି…
Read More...

୫ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବ ଡେଲ କମ୍ପାନୀ

ନୂଆଦିଲ୍ଲୀ; ବଡ ବଡ କମ୍ପାନୀ ମାନଙ୍କର ଛଟେଇ କରିବାର ଅଭିଯାନ ଶେଷ ହଉନି। ଟ୍ୱିଟର, ଆମାଜନ, ମାଇକ୍ରୋସଫ୍ଟ ଭଳି ବଡ ବଡ କମ୍ପାନୀ ପରେ ଏବେ ଛଟେଇ କରିବ ଲାପଟପ କମ୍ପାନୀ ଡେଲ । ଡେଲ ଟେକ୍ନୋଲୋଜି କମ୍ପାନୀ ପ୍ରାୟ ୬ ହଜାର ୬୫୦ କର୍ମଚାରୀଙ୍କୁ ଛଟେଇ କରିବା ନେଇ ସୋମବାର ରିପୋର୍ଟ ପ୍ରକାଶ…
Read More...

ପୁଣି ତୁର୍କୀ ଭୟଙ୍କର ଭୂକମ୍ପ, ମୃତ୍ୟୁ ସଂଖ୍ୟା ୧୮ଶହ ପାର

ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ଭୂକମ୍ପରେ ଥରିଲା ତୁର୍କୀ । ଏଥିରେ ୨୮୧୮ଟି କୋଠା ଭୁଶୁଡିଥିବା ଜଣାପଡିଛି । ତୁର୍କୀ, ସିରିଆରେ ଭୟଙ୍କର ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୧୮ଶହ ପାର କରିଛି । ୭ ଦଶମିକ ୮ ତୀବ୍ରତାରେ ଥରିଲା ଦୁଇ ପଡ଼ୋଶୀ ରାଷ୍ଟ୍ର । ଶକ୍ତିଶାଳୀ ଭୂକମ୍ପ ଝଟକାରେ ବିରାଟ ବିରାଟ…
Read More...