ପ୍ରମୁଖ ଖବର

ଜଗନ୍ନାଥବଲ୍ଲଭ ପାର୍କିଂରୁ ତଳକୁ ଖସିଲା ବୋଲୋରୋ, ଡ୍ରାଇଭର ଗୁରୁତର
ସବୁ ଥାନାରୁ ହଟିବ ଜବତ ଗାଡ଼ି: ମେୟର
ଯୌତୁକ ବର୍ବରତା: ପୁଅ ଆଗରେ ମାଆକୁ ଜିଅନ୍ତା ପୋଡିଲା ବାପା
ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ: ନଗର ଉନ୍ନୟନ ମନ୍ତ୍ରୀ
ସମ୍ବଲପୁରରେ ହେବ ଓୟୁଏଟିର ନୂଆ କ୍ୟାମ୍ପସ: ଉପମୁଖ୍ୟମନ୍ତ୍ରୀ

ବର୍ଷ ଆରମ୍ଭରୁ ଗ୍ରାହକଙ୍କୁ ଲାଗିପାରେ ବଡ ଝଟକା

୨୦୨୨ରେ ବୃଦ୍ଧି ପାଉଛି ଜିଏସ୍ଟି ଟ୍ୟାକ୍ସଏଟିଏମ୍‌ ଟ୍ରାନ୍‌ଜାକ୍ସନ, ରେଡିମେଡ୍‌ ପୋଷାକ,ଜୋତା ଏବଂ ଅନ୍ଲାଇନ୍‌ରେ ଖାଦ୍ୟ ଅର୍ଡରରେ ଟିକସ ଲାଗୁପୋଷାକ ଉପରେ ଜିଏସ୍ଟି ହାର ୫% ରୁ ୧୨%କୁ ବୃଦ୍ଧି ଭୁବନେଶ୍ବର: ନୂତନ ବର୍ଷର ପ୍ରାରମ୍ଭରେ ସାଧାରଣ ଜନତାଙ୍କୁ ମୁଦ୍ରାସ୍ଫୀତିର ଲାଗିପାରେ ବଡ
Read More...

ବିଦାୟୀ ଡିଜିପି ଅଭୟ ନାର୍କୋଟିକ୍ସ ଓ ଡ଼୍ରଗ୍ସ ଟାସ୍କଫୋର୍ସ ଅଧ୍ୟକ୍ଷ ନିଯୁକ୍ତ

ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ, ମିଳିବ ମୁଖ୍ୟ ଶାସନ ସଚିବ ପାହ୍ୟା ଭୁବନେଶ୍ୱର : ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିବା ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାର୍କୋଟିକ୍‍ ଓ ଡ୍ରଗ୍ସ ସମ୍ପର୍କିତ ଟାସ୍କଫୋର୍ସ ଅଧ୍ୟକ୍ଷ ଭାବେ ନିଯୁକ୍ତି
Read More...

ବସ୍ତିବାସିନ୍ଦାଙ୍କୁ କେନ୍ଦ୍ର ଚାହିଁଲାନି; ନବୀନ ସାମ୍ନାକୁ ଆସିଲେ

୫ମହାନଗର ନିଗମର ୯୩୯ବସ୍ତିରେ ଜାଗା ମିସନରେ ଦିଆଯିବ ଜମିକେନ୍ଦ୍ର ସରକାର ଘର ପ୍ରଦାନ ନେଇ ଟାଳଟୁଳ ନୀତି ଅବଲମ୍ବନ କରୁଥିଲେ୧.୯୦ଲକ୍ଷ ପରିବାର ଉପକୃତ ହେବେ, ୬ମାସ ଟାର୍ଗେଟ ଦିଆଗଲାଜମି ବଣ୍ଟନ ପରେ ଘର ଦେବାକୁ ବି ସରକାର ଦେଇଛନ୍ତି ପ୍ରତିଶ୍ରୁତିନିର୍ବାଚନ ପୂର୍ବରୁ ବଡ ନିଷ୍ପତ୍ତି ନେଇଗଲେ
Read More...

ଏଡିଜି ପାହ୍ୟାକୁ ଗଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଡି ଏସ୍ କୁଟ୍ଟେ

୧୯୯୭ ବ୍ୟାଚର ଅନ୍ୟ ୩ ଆଇଜି ଏଡିଜି ହେଲେ ଭୁବନେଶ୍ବର: ୧୯୯୭ ବ୍ୟାଚ୍‌ର ଆଇପିଏସ୍ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଡି ଏସ୍ କୁଟ୍ଟେଙ୍କୁ ରାଜ୍ୟ ସରକାର ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ତେବେ ଶ୍ରୀ କୁଟ୍ଟେ ପୂର୍ବଭଳି ସେହି ପଦବିରେ କାର୍ଯ୍ୟ କରିବେ। ଏହି
Read More...

ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ଚଳିତବର୍ଷର ମର୍ଯ୍ୟାଦାଜନକ ମହୁରି ସମ୍ମାନ

ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟ ସାଧିକା ତଥା ଆଗଧାଡିର କବୟିତ୍ରୀ ଡ. ଗାୟତ୍ରୀବାଳା ପଣ୍ଡା ଚଳିତବର୍ଷର ମର୍ଯ୍ୟାଦାଜନକ ‘ମହୁରି ସମ୍ମାନ’ ପାଇବେ। ଚୟନ କମିଟି ଏ ସଂକ୍ରାନ୍ତ ନିଷ୍ପତ୍ତିରେ ମୋହର ମାରିବାପରେ ସଂସ୍ଥା ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ନିଜର ୧୧ଟି କବିତା ସଂକଳନ, ୨ଟି
Read More...

ଓଡ଼ିଶାରେ ବଂଶଲ, ଆଜି ନୂଆ ମୁଖିଆ ପାଇବ ପୁଲିସ ବିଭାଗ

ଅବସର ପରେ ଅଭୟଙ୍କୁ ମିଳିପାରେ ପ୍ରାଇଜ ପୋଷ୍ଟମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପରାମର୍ଶଦାତା ହୋଇପାରନ୍ତି କଟକ: କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଗୁଇନ୍ଦା ସ୍ବତନ୍ତ୍ର ନିର୍ଦେଶକ ଦାୟିତ୍ବ ଛାଡି ଗୁରୁବାର ରାତିରେ ଓଡ଼ିଶାରେ ପହଞ୍ଚିଛନ୍ତି ବରିଷ୍ଠ ଆଇପିଏସ୍ ଅଫିସର ସୁନୀଲ କୁମାର
Read More...

ଶୋକସଭାରେ ବସିଥିଲେ, କିଛି କ୍ଷଣ ପରେ ତାଙ୍କ ପାଇଁ ଶୋକରେ ରାଜ୍ୟ

ହୃଦଘାତରେ ବିଧାୟକ କିଶୋର ମହାନ୍ତିଙ୍କ ପରଲୋକଶୁକ୍ରବାର ଅନ୍ତ୍ୟେଷ୍ଟି, ବିଜୁ ଜନତା ଦଳକୁ ଶକ୍ତ ଧକକାଅଢେଇ ବର୍ଷ ଭିତରେ ଚାରି ବିଧାୟକ ପ୍ରାଣ ହରାଇଲେଣିଜଣେ ବିଜେପିର, ଅନ୍ୟ ତିନି ଜଣ ବିଜେଡି ବିଧାୟକ ଭୁବନେଶ୍ବର: ଦିନ ସାରା ବ୍ରଜରାଜନଗରରେ ରାଜନୈତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।
Read More...

ମାଓବାଦୀଙ୍କ ନାଁରେ ରଚିଥିଲା ନାଟକ, ଶେଷରେ…

ମଦ ନେଲା ପୁଣି ଏକ ଜୀବନ; ଶୁକନାଥ ସିଂ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ ସୁନ୍ଦରଗଡ: ହାତ ଧରି ସାଙ୍ଗରେ ଆସିବା ବେଳେ କେତେ ସ୍ବପ୍ନ ଦେଖିଥିଲା ସରସ୍ବତୀ ସିଂ। ସ୍ବାମୀ ଶୁକନାଥ ସହିତ ସାତ ଜନ୍ମ ରହିବ, ପାଦରେ ପାଦ ମିଶାଇ ଚାଲିବ, ଦୁଃଖ, ସୁଖକୁ ଏକାଠି କରି ପରିସ୍ଥିତିର ଉଭୟ ମୁକାବିଲା
Read More...

ଆଜି ଏସବୁ ଜିଲ୍ଲାରେ ଭାରି ବର୍ଷା, ତା ପରେ କୁହୁଡି

ନୂଆବର୍ଷରୁ ବଦଳିଯିବ ପାଣିପାଗ, ରାଜ୍ୟକୁ ଶୀତ ଫେରିବ ଭୁବନେଶ୍ବର: ଚଳିତବର୍ଷର ପାଣିପାଗ ମୁଣ୍ଡ ବିଗାଡି ଦେଲାଣି। ମୌସୁମୀ ଆରମ୍ଭରୁ ଏମିତି ପରିସ୍ଥିତି ସୃଷ୍ଟି ହେଲା, ଯେମିତି ରାଜ୍ୟରେ ଚଳିତବର୍ଷ ଭୀଷଣ ମରୁଡି ପରିସ୍ଥିତି ସୃଷ୍ଟି ହେବ। ଉପକୂଳ ଠାରୁ ପଶ୍ଚିମ ଓଡ଼ିଶା ଯାଏ ସବୁଠାରେ
Read More...

କୋଭିଡ୍ ପାଇଁ ତନାଘନା କଲେ ନବୀନ

ଅଧିକାରୀମାନଙ୍କୁ ୮ ସୂତ୍ରୀ ଫର୍ମୁଲା ଧରାଇଲେପିଲାମାନେ ବେଶୀ ହସ୍ପିଟାଲ ଯାଉଥିବାରୁ ଚିନ୍ତାବିଏସକେଓ୍ବାଇ ଯୋଜନା ତଦାରଖ କରିବେ ଏସପି, ଜିଲ୍ଲାପାଳତୁରନ୍ତ ବକେୟା କାର୍ଡ ପ୍ରଦାନ ଉପରେ ଗୁରୁତ୍ବାରୋପ ଭୁବନେଶ୍ବର: ଟୀକାକରଣକୁ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା
Read More...