ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ନିଜ ଲୋକ ପାଖରେ ନଥିଲେ, ତଥାପି କରୋନାକୁ ଜିତିଲେ ପ୍ରଦୀପ

ଭୁବନେଶ୍ୱର: ପରିବାରର କେହି କରୋନା ସଂକ୍ରମିତ ହୋଇଗଲେ ଆମେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବ୍ୟତିବ୍ୟସ୍ତ ହୋଇଉଠୁଛୁ। ଏହି ଅଦୃଶ୍ୟ ଶତ୍ରୁ ଦ୍ୱାରା କବଳିତ ହେବା ପରେ ଆତ୍ମୀୟଙ୍କ ପାଖରେ ଯଦି କେହି ନିଜ ଲୋକ ରହିପାରିବା ସମ୍ଭବପର ନ ହୁଏ ତେବେ ଉଭୟ ସଂକ୍ରମିତ ଏବଂ ପରିବାର ସଦସ୍ୟଙ୍କ ମନୋବଳ
Read More...

କୋଲକାତା ଗଲେ ଆଇପିଏସ୍‌ ଦେବାଶିଷ

ଭୁବନେଶ୍ବର: କୋଭିଡ୍‌ ଆକ୍ତାନ୍ତ ପରେ ଗୁରୁତର ହୋଇ କଟକ ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଭିଜିଲାନ୍ସ ନିର୍ଦେଶକ ତଥା ବରିଷ୍ଠ ଆଇପିଏସ୍‌ ଅଫିସର ଦେବାଶିଷ ପାଣିଗ୍ରାହୀଙ୍କୁ ଆଜି ଅଧିକ ଚିକିତ୍ସା ପାଇଁ କୋଲାକାତାର ଏକ ସ୍ପେସାଲିଟି ହସ୍ପିଟାଲକୁ ସ୍ଥାନାନ୍ତର
Read More...

ଉଠା ଦୋକାନୀଙ୍କ ପାଇଁ କୋଭିଡ୍ ପ୍ୟାକେଜ୍

୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: କରୋନା କାଳରେ ଜୀବନ ଜୀବିକା ବିପଦରେ ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଠା ଦୋକାନୀଙ୍କ ପାଇଁ ଆଜି ଏକ ପ୍ୟାକେଜ୍ ଘୋଷଣା କରିଛନ୍ତି। ଆଜି ଏ ସଂକ୍ରାନ୍ତରେ ଶ୍ରୀ ପଟ୍ଟନାୟକ ବିଧିବଦ୍ଧ
Read More...

କାହିଁକି ପ୍ରେସ ବିବୃତିରେ ଅଟକିଗଲେ ସଞ୍ଜୟ ଦାସବର୍ମା

ଭୁବନେଶ୍ବର: ତେଲ ଦର ହେଉ କି ଗ୍ୟାସ୍। ସାମାନ୍ୟ ବଢ଼ିଲେ ବି ତମ୍ବିତୋଫାନ କରି ଆସୁଥିବା ବିଜେଡି ତାର ଆଭିମୁଖ୍ୟରେ ପରିବର୍ତ୍ତନ କରିଛି। ଯୁବ ବିଜେଡି ସଭାପତି ଥିବା ବେଳେ ଯେଉଁ ସଂଜୟ ଦାସବର୍ମା ଲୋୟର ପିଏମ୍‌ଜି ଛକରେ ଦଳୀୟ କର୍ମୀ, ନେତାଙ୍କୁ ଧରି ଗର୍ଜନ ତର୍ଜନ କରୁଥିଲେ, ସେ ଲୋକଙ୍କର
Read More...

କିଛି ଭଲ ଖବର ଆଣିଲା କରୋନା

ଭୁବନେଶ୍ବର: ହଠାତ୍ ଖୋର୍ଧା ଜିଲ୍ଲାରେ କରୋନା ସଂକ୍ରମଣ ପାଖାପାଖି ୫୦ ପ୍ରତିଶତ କମିଯାଇଛି। ଗତକାଲି (୫ ତାରିଖ ପରୀକ୍ଷା ରିପୋର୍ଟ) ୧୧୬୭ ଜଣ କରୋନାରେ ସଂକ୍ରମିତ ହୋଇଥିବା ରିପୋର୍ଟ ଆସିଥିଲା। ଆଜି (୬ ତାରିଖରେ ପରୀକ୍ଷା ହୋଇଥିଲା) ରିପୋର୍ଟ କହୁଛି, ଖୋର୍ଧାରେ ମାତ୍ର ୪୯୫
Read More...

ମହାପ୍ରଭୁଙ୍କ ବିରୋଧରେ ଭୀଷଣ ଷଡ଼୍‌ଯନ୍ତ୍ର!

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଟମଣ୍ଡପରେ ଫାଟ ଘଟଣାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ଦେଶର କୋଣ ଅନୁକୋଣରେ ଥିବା ଭକ୍ତ ବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗତ ଦୁଇ ବର୍ଷ ହେଲାଣି ଏହାକୁ ନେଇ ଆଲୋଚନା ଚାଲିଥିବା ବେଳେ କାହିଁକି ଓ କେଉଁ
Read More...

ନେତା ବଦଳିଲେ, ତଥାପି ପୁରୁଣା ରୋଗ ଛାଡୁନି

ଭୁବନେଶ୍ବର: କରୋନା କାଳରେ ଲୋକେ ଜୀବନ-ଜୀବିକା ସହିତ ସଂଘର୍ଷ ଜାରି ରଖିଥିବା ବେଳେ ଲୋକପ୍ରତିନିଧିଙ୍କ ଆଚରଣ ଏବଂ ଉଚ୍ଚାରଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଲୋକଙ୍କୁ ସାହାଯ୍ୟ କରି ଲୋକପ୍ରିୟତା ଅର୍ଜନ କରିବା କିମ୍ବା ସେମାନଙ୍କ ବିପଦରେ ଠିଆ ହୋଇ ତାଙ୍କର ବନ୍ଧୁ ପାଲଟିବା
Read More...

କୋଭିଡ୍ ସଂପର୍କରେ ଆସିଲା ବଡ଼ ଖବର

ଲକ୍‌ଡାଉନରୁ ମିଳିଛି ବଡ଼ ସଫଳତା: ୧୦ ପ୍ରତିଶତ ତଳକୁ ଖସିଲା ସଂକ୍ରମଣ ହାର ମୃତ୍ୟୁ ସଂଖ୍ୟା କିନ୍ତୁ ଚିନ୍ତାଜନକ, କେବଳ ଜୁନରେ ୨୪୦ଜଣଙ୍କ ମୃତ୍ୟୁ ଘୋଷଣାଭୁବନେଶ୍ବରରେ ବି ସଂକ୍ରମଣ ହାର କମିନି, ୧୧୬୭ଜଣଙ୍କ ଠାରେ କୋଭିଡ୍‌ ଚିହ୍ନଟ ଭୁବନେଶ୍ବର: ମେ' ୫ ତାରିଖରେ ସାରା ରାଜ୍ୟକୁ
Read More...

ଅସନ୍ତୋଷ ଝାଡ଼ିଲା ବିଜେଡି, କହିଲା ଡାହା ଗପ କହିଲେ ଅପରାଜିତା

ଭୁବନେଶ୍ୱର: ବିଜେପି ନେତ୍ରୀ ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗଙ୍କ ଏସ୍‌ଡିଜି ରିପୋର୍ଟରେ ଓଡ଼ିଶାର ମୂଲ୍ୟାୟନକୁ ନେଇ ମତ ରଖିବା ପରେ ବିଜେଡି ଆଉ ଏକ ସାମ୍ବାଦିକ ସମ୍ମିଳନୀ କରି ଅସନ୍ତୋଷ ଝାଡିଛି। ଅପରାଜିତାଙ୍କ ମତରୁ ସ୍ପଷ୍ଟ ବାରିହେଲା ଯେ ଏହା
Read More...