ପ୍ରମୁଖ ଖବର

ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ: ଖଡଗେ
ରାଜ୍ୟରେ କାଲିଠାରୁ ଗଡ଼ିବ ସବୁ ଘରୋଇ ବସ୍‌
ରାଖୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୩ୟ କିସ୍ତି
ଆନ୍ଦୋଳନରୁ ଓହରିବାକୁ ସଂଘକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ
ଅବାନ୍ତର ଓ ମିଛ କଥା କହୁଛନ୍ତି ରାହୁଲ: ଆଇନ ମନ୍ତ୍ରୀ
ଅଦାନୀ ପାଇଁ ଶ୍ରୀଜଗନ୍ନାଥଙ୍କ ରଥକୁ ରୋକାଯାଇଛି : ରାହୁଲ ଗାନ୍ଧୀ

ଦୀପାବଳି କାହା ପାଇଁ କେତେ ଗୁରୁତ୍ୱ ରଖେ

କେବଳ ହିନ୍ଦୁ ନୁହେଁ, ଜୈନ, ଶିଖ୍‍ଙ୍କ ପାଇଁ ବି ବଡ଼ ପର୍ବ ଭାରତର ବିଭିନ୍ନ ଅଞ୍ଚଳରେ ବିଶ୍ୱାସ ଅଲଗା ଅଲଗା ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳିକୁ ନେଇ ସମଗ୍ର ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ବିଦେଶରେ ମଧ୍ୟ ପ୍ରବାସୀ ଭାରତୀୟମାନେ ଏହି ପର୍ବକୁ ଖୁବ୍‍ ଉତ୍ସାହର ସହିତ ପାଳନ…
Read More...

ଏକଦା ଆର୍‍ବିଆଇକୁ ସୀମା ଦେଖାଇଥିଲେ ନେହରୁ

ବିଜେପିକୁ ମାରୁ ମାରୁ ନିଜେ ଅକଳରେ ପଡିଗଲା କଂଗ୍ରେସ ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ମାମଲାରେ କଂଗ୍ରେସକୁ ଶକ୍ତ ଝଟ୍‍କା ଲାଗିଛି । ଏହାକୁ ପ୍ରସଙ୍ଗ କରି ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରୁଥିଲା । ହେଲେ…
Read More...

ଅଚ୍ୟୁତାନନ୍ଦଙ୍କ ହତ୍ୟାର ପ୍ରତିଶୋଧ ନେଲା ଓଡ଼ିଶା

୫ ମାଓବାଦୀଙ୍କୁ ଏନକାଉଣ୍ଟର କଲା ଓଡ଼ିଶା ପୁଲିସ ସର୍ଚ ଅପରେସନ୍‍ ଜୋରଦାର, ମାଲକାନଗିରିରେ ଆଲର୍ଟ ଜାରି ଭୁବନେଶ୍ୱର:ସୀମାନ୍ତ ଛତିଶଗଡରେ ମାଓବାଦୀ ଅପରେସନ୍‍ ଜୋରଦାର କରିଛନ୍ତି । ନିକଟରେ ଜଣେ ଓଡ଼ିଆ ଗଣମାଧ୍ୟମ ପ୍ରତିନିଧି (ଡିଡି କ୍ୟାମେରା ମ୍ୟାନ) ଅଚ୍ୟୁତାନନ୍ଦ ସାହୁଙ୍କୁ ହତ୍ୟା…
Read More...

ରାମ ମନ୍ଦିର ନିର୍ମାଣ: ପଛରେ ରହି ଉସୁକାଇଛି କି ବିଜେପି

ନୂଆଦିଲ୍ଲୀ: ନିର୍ବାଚନ ପାଖେଇ ଆସୁଥିବା ଜାଣି ଏବେ ବିଜେପି ଯୋଜନାବଦ୍ଧ ଭାବେ ପୁଣି ଥରେ ହିନ୍ଦୁତ୍ୱ କାର୍ଡ ଖେଳିବା ଆରମ୍ଭ କରିଛି । ରବିବାର ଉତ୍ତର ପ୍ରଦେଶରେ ସାଧୁସନ୍ଥମାନେ ଏକାଠି ହୋଇ କେନ୍ଦ୍ର ସରକାରଙ୍କ ଉପରେ ରାମ ମନ୍ଦିର ନିର୍ମାଣ ପାଇଁ ଚାପ ପକାଇଛନ୍ତି । ଆଇନ ପ୍ରଣୟନ ହେଉ ବା…
Read More...

ଚାଷୀ ଆନ୍ଦୋଳନରେ ଧସେଇ ପଶିଛି ରାଜନୀତି

ଭୁବନେଶ୍ୱର: ପ୍ରାଇସ୍‍, ପ୍ରେଷ୍ଟିଜ ଓ ପେନସନ୍‍ ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନ କରୁଥିବା ଆନ୍ଦୋଳନରେ ନିଷ୍ଠା କମ୍‍ ବରଂ ରାଜନୀତି ବେଶୀ, ଏକଥା ଜଳ ଜଳ ହୋଇ ପଦାକୁ ଦିଶିଲାଣି । ପରିଣାମ ହେଲା, ଏହି ଆନ୍ଦୋଳନ ପ୍ରତି ଗାଁ ଗଣ୍ଡାରେ ଯେଭଳି ଆନ୍ତରିକତା ପ୍ରକାଶ ପାଉଥିଲା, ତାହା…
Read More...

ନିର୍ବାଚନ ପୂର୍ବରୁ ଡରାଇଲେ ମାଓବାଦୀ, ସରପଞ୍ଚଙ୍କ ସ୍ୱାମୀଙ୍କୁ ମୃତ୍ୟୁଦଣ୍ଡ

ମାଲକାନଗିରି: ଛତିଶଗଡରେ ମାଓବାଦୀ ହିଂସା କମିବାର ନା ଧରୁନାହିଁ । ରବିବାର କାଙ୍କେର ଜିଲ୍ଲାରେ ମାଓବାଦୀ ପୁଣି ଏକ ହିଂସାକାଣ୍ଡ ଘଟାଇଛନ୍ତି । ଜଣେ ସରପଞ୍ଚଙ୍କ ସ୍ୱାମୀଙ୍କୁ ପୁଲିସ ସୂଚନାଦାତା ବୋଲି ସନ୍ଦେହ କରି ମାଓବାଦୀମାନେ ତାଙ୍କୁ ମୃତୁ୍‍୍ୟ ଦଣ୍ଡ ଦେଇଛନ୍ତି । ମୃତକ ଜଣକ ସିକସୋଡି…
Read More...

ଚୀନ୍‍ ଆକାଶରେ ଝଲସିବ କୁତ୍ରିମ ଚନ୍ଦ୍ର

ବେଜିଂ: ଆଶ୍ଚର୍ଯ୍ୟ ହେଉଛନ୍ତି କି । ୨୦୨୦ ସୁଦ୍ଧା ଚୀନ୍‍ ଆକାଶରେ ଝଲସିବ ଆଉ ଏକ ଚନ୍ଦ୍ର । ସ୍ଥାନୀୟ ଅଞ୍ଚଳର ଏକ ଘରୋଇ କଂପାନି ଏମିତି ଘୋଷଣା କରିଛି । ଏହାକୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ଖବର ଅନୁସାରେ, ଚୀନର ଚେଙ୍ଗଡୁ ସହରର ଏକ ଘରୋଇ କଂପାନି ୨୦୨୦ ସୁଦ୍ଧା…
Read More...

ବିଶ୍ୱାସ ଅଟକାଇଛି ସର୍ବୋଚ୍ଚ ଅଦାଲତ ନିର୍ଦେଶ

ନୂଆଦିଲ୍ଲୀ: ପୁରୀ ଶ୍ରୀମନ୍ଦିର ସଂକ୍ରାନ୍ତରେ ସୁପ୍ରିମକୋର୍ଟ ଦେଇଥିବା ରାୟ ପାଳନ କରାଯିବା ବେଳେ ନିକଟରେ ହିଂସାକାଣ୍ଡ ଘଟିଛି । ଏହି ଘଟଣାରେ ଏଯାଏ ୮୬ଜଣଙ୍କୁ ଗିରଫ କରିସାରିଲାଣି ପୁଲିସ ପ୍ରଶାସନ । ସେପଟେ ସାବରିମାଳାରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗକୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ…
Read More...

ଅଧିକ କଠୋର ହେଲେ ଟ୍ରମ୍ଫ, ୩୧ବର୍ଷର ଚୁକ୍ତିରୁ ଓହରିବେ

ଓ୍ୱାଂଶିଟନ: ଆମେରିକା ଓ ଋଷିଆ ମଧ୍ୟରେ ବିବାଦ ଧୀରେ ଧୀରେ ଉଗ୍ର ହେବାରେ ଲାଗିଲାଣି । ଏମିତି ଯେ ଦୀର୍ଘ କାଟ୍‍ସା ଆଇନ ଲାଗୁ କରିବା ପରେ ମିସାଇଲ୍‍ ପରୀକ୍ଷଣ ନେଇ ଉଭୟ ରାଷ୍ଟ୍ର ମଧ୍ୟରେ ଥିବା ଦୀର୍ଘ ୩୧ବର୍ଷର ଏକ ଚୁକ୍ତିରୁ ଓହରିଯିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ ଟ୍ରମ୍ପ ଘୋଷଣା…
Read More...

ଏରସମାକୁ ଆଖେଇଛନ୍ତି ଦାମ, ଏପଟେ ହାତ ଛାଡିଲେଣି ଘନିଷ୍ଠ

ଭୁବନେଶ୍ୱର: ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ସଜବାଜ ହେଉଛନ୍ତି ବିଜେଡିରୁ ବିଦା ହୋଇଥିବା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ । ତେବେ ପାରାଦୀପ ନୁହେଁ, ଏରସମା ବାଲିକୁଦା ନିର୍ବାଚନ ମଣ୍ଡଳୀ ଉପରେ ତାଙ୍କର ଆଖି ରହିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ,…
Read More...