ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ
Browsing Tag

covid 19 cases Odisha

୨୯ ଜିଲ୍ଲାରେ ଥୟ ଧରିଲେଣି କୋଭିଡ୍

ଭୁବନେଶ୍ବର: ରାଜ୍ୟରେ ହଜାରେରୁ ତେରଶହ ଭିତରେ ରହୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ୨୯ ଜିଲ୍ଲାରେ ଶହେ ତଳକୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। କଟକ ଜିଲ୍ଲାରେ ମଧ୍ୟ ଦୀର୍ଘ ଦିନ ପରେ ଶହେ ତଳକୁ ଆକ୍ରାନ୍ତଙ୍କ ସଂଖ୍ୟା
Read More...

କୋହଳ କରି ବିପଦ ବଢ଼ାଇଲେ

ଚିନ୍ତା ବଢାଉଛି ଖୋର୍ଦ୍ଧା, କଟକ, ସିଂହଭାଗ ସଂକ୍ରମିତ ଏହି ଅଞ୍ଚଳରସରକାରଙ୍କ ନାକ ନିଶ ତଳେ ଖୋଲାଖୋଲି ଚାଲିଛି ଆଇନ ଉଲ୍ଲଂଘନଭୁବନେଶ୍ବରରେ ସମସ୍ତେ ବେଫିକର, ସହରବଜାର ସ୍ବାଭାବିକ, ଖଟି ବି ଚାଲିଛିଲକ୍‌ଡାଉନ ନିର୍ଦେଶ ଶୁଣାଇ ଦେଇ ଦାୟିତ୍ବ ଝାଡି ଦେଉଛନ୍ତି ମୁଖ୍ୟ ସଚିବ ପ୍ରଶାସନିକ
Read More...

ସରକାର ଯେଉଁଠି ସକ୍ରିୟ, ବିପଦ ସେଇଠି ଅଧିକ

ଏବେ ବି ରେଡ ଜୋନରେ ରହିଛି ଖୋର୍ଦ୍ଧା,କଟକଆଉ ୫୭ ମୃତ୍ୟୁର ହିସାବ ଦେଲା ସ୍ବାସ୍ଥ୍ୟ ବିଭାଗ ଭୁବନେଶ୍ବର: ଆଜି ୫୭ ଜଣଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ଦୈନିକ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଆଗକୁ ଏହା ଆହୁରି ବୃଦ୍ଧି ହୋଇପାରେ। ସେପେଟ
Read More...

ବିପଜ୍ଜନକ ଜୁନ୍, ଦୁଇଦିନରେ ଗଲାଣି ୭୭ଜଣଙ୍କ ମୁଣ୍ଡ

ଗ୍ରାମାଞ୍ଚଳରେ ଅଧିକ କୋଭିଡ୍ ପରୀକ୍ଷା ଉପରେ ସରକାରଙ୍କ ଗୁରୁତ୍ବଦେଶରେ ଦ୍ବିତୀୟ ତରଙ୍ଗରେ ୫୯୪ ଡାକ୍ତରଙ୍କର ମୃତ୍ୟୁ ଘଟିଛିଦିଲ୍ଲୀ, ଉତ୍ତରପ୍ରଦେଶ ଓ ବିହାରରୁ କେବଳ ୪୫ ପ୍ରତିଶତ, ଓଡ଼ିଶାରୁ ୨୨ ଭୁବନେଶ୍ବର: ଜୁନ୍‌ରେ କୋଭିଡ୍ ସଂକ୍ରମଣ କମିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ
Read More...