ଦିଗ ବଦଳାଇ ଆଗକୁ ବଢ଼ିଲା ୟାସ୍
ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆହୁରି ଘନୀଭୂତ ହୋଇ ଆଜି ସକାଳ ସାଢେ ପାଞ୍ଚଟା ବେଳେ ବାତ୍ୟା ରୂପ ନେଇଛି। ୟାସ୍ ଆହୁରି ଘନୀଭୂତ ହୋଇ ଆସନ୍ତାକାଲି ଭୀଷଣ ରୂପ ନେବ ଓ ୨୬ ତାରିଖରେ ଅତି ଭୀଷଣ ରୂପ ନେଇ ଭୋରରେ ଉପକୂଳକୁ ଛୁଇଁବ। ୨୬ ତାରିଖ!-->…
Read More...
Read More...