ପ୍ରମୁଖ ଖବର

ସୁଜାତାଙ୍କୁ ଅର୍ଥ ବିଭାଗକୁ ବଦଳି, ମିଶନଶକ୍ତି ବିଭାଗ ଦାୟିତ୍ୱରେ ଶାଳିନୀ ପଣ୍ଡିତ
ସୁଜାତାଙ୍କ ପାଖରେ ଥିବା ଦୁଇ ବିଭାଗର ଦାୟିତ୍ୱ ଶାଳିନୀ ପଣ୍ଡିତଙ୍କୁ ଦିଆଯାଇଛି
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ
ଆସନ୍ତା ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ପ୍ରାର୍ଥିପତ୍ର ପତ୍ର ଦାଖଲ କରିବେ
ଶନିବାର ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଘସିପୁରା ବିଧାନସଭା ଆସନରେ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ
Browsing Tag

odisha covid status

ଚିନ୍ତା ବଢ଼ାଇଲାଣି ଟ୍ବିନ୍ ସିଟି

ଆଜି ବି ମୃତ୍ୟୁ ସଂଖ୍ୟା ୫୦ ଉପରେ, ବୁଲୁଛନ୍ତି କେନ୍ଦ୍ରୀୟ ଟିମ୍ ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର ଗତ ଦୁଇ ଦିନ ହେବ ୪ ପ୍ରତିଶତ ତଳକୁ ଖସିଛି। ଆଜି (ଗତ ୨୪ ଘଣ୍ଟା ରିପୋର୍ଟ ଆଧାରରେ) ସଂକ୍ରମଣ ହାର ରହିଛି ୩.୯୩%। ଦିନକରେ ୨୫ ଶହ ତଳକୁ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ…
Read More...

କାରଣ ଖୋଜିବାକୁ ଆସି ପହଞ୍ଚିଲା କେନ୍ଦ୍ରୀୟ ଟିମ୍

ଅଗଷ୍ଟ-ସେପ୍ଟେମ୍ବରରେ ଆସିପାରେ ତୃତୀୟ ଲହର ଭୁବନେଶ୍ବର: ଓଡିଶାରେ କାହିଁକି କମୁନି କରୋନା ସଂକ୍ରମଣ ? ଏହାର ସମୀକ୍ଷା ପାଇଁ ଓଡିଶାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ । କୋଲକତା ଜନସ୍ୱାସ୍ଥ୍ୟ ବିଭାଗର ଡାକ୍ତର ପ୍ରଫେସର ଶିବାନୀ ଦତ୍ତ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟ ସରକାରୀ…
Read More...

କମୁଛି ସଂକ୍ରମଣ,ବଢୁଛି ମୃତ୍ୟୁ

ଡାନ୍‌ଙ୍କ ନେତୃତ୍ବରେ ଆଜି ଅନୁଧ୍ୟାନ ପାଇଁ ଆସୁଛନ୍ତି କେନ୍ଦ୍ରୀୟ ଟିମ୍ଗତ ୧୫ଦିନରେ ଦୁଇ ଥର ମୃତ୍ୟୁ ସଂଖ୍ୟା ୪୦ ତଳକୁ ଖସିଛି ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର ୪ ପ୍ରତିଶତରୁ ତଳକୁ ଖସୁଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ବଢିଚାଲିଛି। ଆଜି ସାମ୍ନାକୁ ଆସିଥିବା ଦୈନିକ…
Read More...

ଚିନ୍ତା ବଢ଼ାଇଲାଣି ତିନି ଜିଲ୍ଲାର ସଂକ୍ରମଣ

୧୦ ଜିଲ୍ଲାରେ ଅଧିକ ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ କଟକରୁ ସର୍ବାଧିକ କୋଭିଡ୍ ରୋଗୀ ଚିହ୍ନଟଲକ୍ ଡାଉନ୍ କଟକଣା ସତ୍ତ୍ବେ ସୁଧାର ଆସୁନି, ରାଜ୍ୟରେ ସଂକ୍ରମଣ ହାର ୪ ପ୍ରତିଶତକୁ ଖସିଲା ଭୁବନେଶ୍ବର: ୧୦ ଜିଲ୍ଲାରେ ଅଧିକ ସଂକ୍ରମଣ। ରାଜ୍ୟରେ କରୋନା ସଂକ୍ରମଣ ହାର ୪ ପ୍ରତିଶତକୁ ଖସି…
Read More...

ଲୋକଙ୍କୁ କୋଭିଡ୍ ମୁହଁକୁ ଠେଲିଦେବାକୁ ଭୀଷଣ ଷଡ଼୍‌ଯନ୍ତ୍ର

ଲକ୍‌ଡାଇନ୍ ପ୍ରକ୍ରିୟା ଜାରି ରହିଛି, ଅନ୍‌ଲକ୍ ସଂପର୍କରେ ସୂଚନା ଦେବା ପାଇଁ ତରତର ହେଲେଣି ସ୍ବାସ୍ଥ୍ୟ ବିଭାଗ ଓ ସରକାରୀ ବାବୁଗଣମାଧ୍ୟମରେ କୌଣସି ବିଶେଷଜ୍ଞଙ୍କର କାହା ସହିତ ତାଳମେଳ ନାହିଁ, ସରକାର କାହା ସ୍ବାର୍ଥ ପୂରଣ କରିବାକୁ ନିରବ ଅଛନ୍ତି?ଟିକା ପ୍ରଦାନ ନଗଣ୍ୟ, ଏବେ ବି ସଂକ୍ରମଣ…
Read More...