ୱାସିଂଟନ୍ : ଆମେରିକାର ଆୟୋବା ଷ୍ଟଟେ୍ରେ ଭାରତୀୟ ବଂଶୋଦ୍ଭବ ପରିବାରର ୪ ଜଣଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି। ଉକ୍ତ ଭାରତୀୟ ବଂଶୋଦ୍ଭବଙ୍କ ଘର ଆନ୍ଧ୍ର ପ୍ରଦେଶରେ। ଆମେରିକା ଓ୍ବେଷ୍ଟ ଦେଶ ମୋଇନ୍ସରେ ସେମାନେ ଅବସ୍ଥାନ କରୁଥିଲେ। ମୃତକମାନେ ହେଲେ ଚନ୍ଦ୍ରଶେଖର ସୁନ୍କରା (୪୪) ଏବଂ ଲାବନ୍ୟ (୪୧) । ତାଙ୍କ ୨ ନାବାଳକ ପୁଅଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଚନ୍ଦ୍ରଶେଖର ଆନ୍ଧ୍ରପ୍ରଦେଶ ଗୁନ୍ଟୁର ଜିଲ୍ଲାର ସୁନ୍ଦୁରା ବାସିନ୍ଦା। ସେ ଉଚ୍ଚ ଶିକ୍ଷା ପାଇଁ ଆମେରିକା ଯାଇଥିଲେ ଏବଂ ସେଠାରେ ନିଜ ପରିବାର ସହ ଅବସ୍ଥାନ କରୁଥିଲେ।
ପ୍ରମୁଖ ଖବର
ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର