ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା

0

ୱାସିଂଟନ୍‌ : ଆମେରିକାର ଆୟୋବା ‌ଷ୍ଟଟେ୍‌ରେ ଭାରତୀୟ ବଂଶୋଦ୍ଭବ ପରିବାରର ୪ ଜଣଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି। ଉକ୍ତ ଭାରତୀୟ ବଂଶୋଦ୍ଭବଙ୍କ ଘର ଆନ୍ଧ୍ର ପ୍ରଦେଶରେ। ଆମେରିକା ଓ୍ବେଷ୍ଟ ଦେଶ ମୋଇନ୍ସରେ ସେମାନେ ଅବସ୍ଥାନ କରୁଥିଲେ। ମୃତକମାନେ ହେଲେ ଚନ୍ଦ୍ରଶେଖର ସୁନ୍‌କରା (୪୪) ଏବଂ ଲାବନ୍ୟ (୪୧) । ତାଙ୍କ ୨ ନାବାଳକ ପୁଅଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ‌ଯେ ଚନ୍ଦ୍ରଶେଖର ଆନ୍ଧ୍ରପ୍ରଦେଶ ଗୁନ୍‌ଟୁର ଜିଲ୍ଲାର ସୁନ୍ଦୁରା ବାସିନ୍ଦ‌ା। ସେ ଉଚ୍ଚ ଶିକ୍ଷା ପାଇଁ ଆମେରିକା ଯାଇଥିଲେ ଏବଂ ସେଠାରେ ନିଜ ପରିବାର ସହ ଅବସ୍ଥାନ କରୁଥିଲେ।

Leave A Reply

Your email address will not be published.