ଭୁବନେଶ୍ୱର: ଶୁକ୍ରବାର ପ୍ରଶ୍ନକାଳରେ ରାଗିଯାଇଥିଲେ ବିଜେଡି ବିଧାୟକ । ସେମାନେ ପ୍ରଶ୍ନ ପଚାରିବାକୁ ହାତ ଟେକୁଥିଲେ ବି ବାଚସ୍ପତି ସୁଯୋଗ ଦେଉନଥିବାରୁ ଖୋର୍ଧା ବିଧାୟକ ରାଜେନ୍ଦ୍ର ସାହୁ ଓ ଢେଙ୍କାନାଳ ବିଧାୟକ ସୁଧୀର ସାମଲ ଅସନ୍ତୋଷ ପ୍ରକାଶ କରିଥିଲେ । ସେହିଭଳି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ବି ପ୍ରତିକ୍ରିୟା ପ୍ରକାଶ କରିଥିଲେ ।
ପ୍ରଶ୍ନକାଳ ସମସ୍ତଙ୍କର । ଏଣୁ ସେମାନଙ୍କୁ କାହିିଁକି ସୁଯୋଗ ମିଳିବନାହିଁ ବୋଲି ଆପତ୍ତି ଉଠାଇଥିଲେ ବିଧାୟକ । ସେହିପରି ଗୁରୁବାର ଦିନ କଂଗ୍ରେସ ବିଧାୟକ ଦଳ ନେତା ସନ୍ତୋଷ ସାଲୁଜା ମଧ୍ୟ ଗୃହକୁ ଆସିବେ ନାହିଁ ବୋଲି ଧମକ ଦେଇଥିଲେ । ଶୂନ୍ୟକାଳରେ ବାଚସ୍ପତି ତାଙ୍କୁ ସୁଯୋଗ ନ ଦେବାରୁ ସେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ।
ପ୍ରମୁଖ ଖବର
ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍ ବଜାରକୁ ଆଣିବ ପ୍ୟାକେଟ୍ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ