ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଶନିବାର କରନ୍ତୁ ଶିରୁଳି ମହାବୀରଙ୍କ ବିରଳ ଦର୍ଶନ

0
  • ମନୋଜବଂ ମାରୁତତୁଲ୍ୟବେଗମ୍, ଜିତେନ୍ଦ୍ରିୟଂ ବୁଦ୍ଧିମତା ବରିଷ୍ଠମ୍।
  • ବାତାତ୍ମଜଂ ବାନରୟୁଥମୁଖଂ, ତଂ ରାମଦୂତଂ ଶରଣଂ ପ୍ରପଦ୍ୟେ।।
ଶିରୁଳି ମହାବୀରଙ୍କ ବିରଳ ଫଟୋ: ଅନେକ ଦଶନ୍ଧି ତଳେ ପୁରୀ ଜିଲ୍ଲା ଶିରୁଳି ଠାରେ ଥିବା ମହାବୀରଙ୍କ ନବ କଳେବର ପରବର୍ତ୍ତୀ ସମୟରେ ଏ ଚିତ୍ର ଉତ୍ତୋଳନ କରାଯାଇଥିଲା। ଏଠାରେ ଉଲ୍ଲେଖଥାଉକି, ଶ୍ରୀ ମହାବୀରଙ୍କର ନିକଟ ଅତୀତରେ ଆଉ ନବକଳେବର ହୋଇପାରିନାହିଁ। ବରିଷ୍ଠ ସେବାୟତ ଦୁଃଖିଶ୍ୟାମଙ୍କ କହିବା ଅନୁସାରେ, , ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଯେବେ ନବକଳେବର ହୋଇଥାଏ, ଶିରୁଳି ମହାବୀରଙ୍କର ମଧ୍ୟ ସେବେ ନବକଳେବର ବିଧି ରହିଛି। ହେଲେ ଗତ ଦୁଇଥର (୧୯୯୬ ଓ ୨୦୧୫ ମସିହାରେ) ଏହା ସମ୍ଭବ ହୋଇପାରିନାହିଁ।

ହେ ମହାବୀର, ବୀର ବଜରଙ୍ଗୀ, ସଙ୍କଟ ମୋଚକ। ଏ ସଙ୍କଟ ସମୟରେ ସାରା ଜଗତକୁ ସାହା ହୁଅ ପ୍ରଭୁ। ଏ ବିପତ୍ତିରୁ ଉଦ୍ଧାର କର।

Leave A Reply

Your email address will not be published.