ଟୋକିଓ ଅଲିମ୍ପିକ୍ସରୁ ଭାରତକୁ ମିଳିଛି ଆଉ ଏକ ପଦକ । ଭାରତ ପଦକ ସଂଖ୍ୟା ୩ରେ ପହ ିଛି । ଭାରତୀୟ ମହିଳା ବକ୍ସର ଲଭଲିନାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି । ବକ୍ସିଂର ୬୯ କେଜି ବର୍ଗରେ ଲଭଲିନାଙ୍କୁ ବ୍ରୋଞ୍ଜ ପଦକ ମିଳିଛି । ବକ୍ସିଂ ସେମିଫାଇନାଲ କଡା ଟକ୍କର ସତ୍ୱେ ତାଙ୍କୁ ନିରାଶ ହେବାକୁ ପଡିଛି । ତୁର୍କୀର ବକ୍ସର ବୁସେନାଜ ପରାସ୍ତ ହୋଇଛନ୍ତି ।ଲଭଲିନା ଆଜି ସେମିଫାଇନାଲରେ ତିନୋଟି ରାଉଣ୍ଡରେ କଡା ଟକ୍କର ସତ୍ୱେ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ପାରିନଥିଲେ । ତୁର୍କୀର ବୁସେନାଜ ଦମଦାର ପ୍ରଦର୍ଶନ ୫-୦ରେ ବାଜିମାତ କରିଛନ୍ତିା ପୂର୍ବରୁ ଭାରତକୁ ୨ଟି ପଦକ ମିଳିସାରିଛି । ଭାରୋ ଳନରେ ମୀରାବାଈ ଚାନୁ ରୌପ୍ୟ ପଦକ ଜିତିଛନ୍ତି । ସେହିପରି ବ୍ୟାଡମି ନରେ ପିଭି ସିନ୍ଧୁ ବ୍ରୋଞ୍ଜ ପଦକ ଜିତିଛନ୍ତି ।
ପ୍ରମୁଖ ଖବର
୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍-ଟ୍ରକ୍ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ