ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଅକ୍ଷୟ କୁମାରଙ୍କ ମା’ଙ୍କ ଦେହାନ୍ତ; ପୋଷ୍ଟ କରି ଲେଖିଲେ..

0

ମୁମ୍ବାଇ: ବଲିଉଡ଼ ଷ୍ଟାର ଅକ୍ଷୟ କୁମାରଙ୍କ ମାଆଙ୍କ ପରଲୋକ । ଅନେକ ଦିନ ଧରି ତାଙ୍କ ମା ଅସୁସ୍ଥ ଥିଲେ । ଅକ୍ଷୟ କୁମାର ତାଙ୍କ ମାଆଙ୍କ ଦେହାନ୍ତି ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ତା ସହ ଏକ ଭାବବିହ୍ୱଳ ପୋଷ୍ଟ ସେୟାର କରିଛନ୍ତି।

ଅକ୍ଷୟ କୁମାର ଇନଷ୍ଟାରେ ଲେଖିଛନ୍ତି ଯେ, ଆଜି ସକାଳୁ ତାଙ୍କ ମାଆ ଅରୁଣା ଭାଟ୍ଟିଆଙ୍କ ପରଲୋକ ହୋଇଛି । ସେ ତାଙ୍କ ଜୀବନରେ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲେ। ଆଜି ତାଙ୍କୁ ବହୁତ କଷ୍ଟ ଅନୁଭବ ହେଉଥିବା ସେ କହିଛନ୍ତି । ସେ ଅଲଗା ଦୁନିଆରେ ତାଙ୍କ ବାପାଙ୍କ ସହ ପୁଣି ମିଶିଗଲେ ବୋଲି ଅକ୍ଷୟ ଲେଖିଛନ୍ତି । ଏଭଳି ଦୁଃଖଦ ସମୟର ସାମନା କରିବାକୁ ତାଙ୍କ ପରିବାର ପାଇଁ ପ୍ରାର୍ଥନା କରିବାକୁ ସେ ତ୍ୟାଙ୍କ ଫ୍ୟାନ୍ସଙ୍କୁ କହିଛନ୍ତି । ଅକ୍ଷୟ କୁମାରଙ୍କ ଏହି ପୋଷ୍ଟ ପରେ ବଲିଉଡ ଇଣ୍ଡଷ୍ଟ୍ରିର ଅନେକ କଳାକାର ଓ ଫ୍ୟାନ୍ସ ତାଙ୍କୁ ସାନ୍ତ୍ୱନା ଦେଇଛନ୍ତି ।

Leave A Reply

Your email address will not be published.