ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

କ୍ୟାଟ୍ରିନାଙ୍କ ଫିଟନେସ ମନ୍ତ୍ର…

0


ବଲିଉଡ ସୁନ୍ଦରୀ କ୍ୟାଟ୍ରିନା କୈଫ ଇଣ୍ଡଷ୍ଟ୍ରିର ସବୁଠୁ ନାଁକରା ଅଭିନେତ୍ରୀ ଅଟନ୍ତି ।କ୍ୟାଟ୍ରିନା ନିଜର ପରିଶ୍ରମ ଓ ଜବରଦସ୍ତ ଅଭିନୟ ପାଇଁ ଇଣ୍ଡଷ୍ଟ୍ରିରେ ନିଜର ଏକସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି । ଏବେ ଫ୍ୟାନ କ୍ୟାଟ୍ରିନାଙ୍କ ଆଗା ମୀପ୍ରୋଜେକ୍ଟକୁ ଅପେକ୍ଷା କରି ରହିଥବା ବେଳେ ଟାଇଗର ଥ୍ରୀ ଫିଲ୍ମ ସୁଟିଂରେ ଅଛନ୍ତିକ୍ୟାଟ୍ରିନା । ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସହ କ୍ୟାଟ୍ରିନା ଟାଇଗର ଥ୍ରୀଫିଲ୍ମ ସୁଟିଂରେ ବ୍ୟସ୍ତ ଥିବା ବେଳେ ନିକଟରେ ନିଜେ ବ୍ୟାୟମ କରୁଥିବାର ଏକଫୋଟୋ ସେୟାର କରିଛନ୍ତି । ଯାହାକୁ ଦେଖିଲେ ଯେ କେହି ଉତ୍ସାହିତ ହେବେ ।କ୍ୟାଟ୍ରିନା ସବୁବେଳେ ନିଜ ଫିଟନେସର ବହୁତ ଧ୍ୟାନ ରଖିଥାନ୍ତି । ସୋସିଆଲମିଡିଆରେ ଅନେକ ସମୟରେ ଆକ୍ଟିଭ ରହୁଥିବା କ୍ୟାଟ୍ରିନା ବ୍ୟାୟମ କରୁଥିବାର ଫୋଟୋ ଓ ଭିଡିଓ ସେୟାର କରିଥାନ୍ତି । ନିକଟରେ କ୍ୟାଟ୍ରିନା ଅଷ୍ଟ୍ରିଆରୁ ଏକ ଭିଡିଓ ସେୟାର କରିଛନ୍ତି । ଯେଉଠି ସେ ଭିନ୍ନ ଭିନ୍ନ ବ୍ୟାୟମ କରୁଥିବାର ନଜର ଆସିଛନ୍ତି । ଭିଡିଓରେ କ୍ୟାଟ୍ରିନା ବହୁତଏନରଜେଟିକ ନଜର ଆସୁଛନ୍ତି । ଏବଂ ଜଣେ ଫିଟନେସ ଟ୍ରେନର ତାଙ୍କୁ ଗାଇଡ କରୁଛନ୍ତି । କ୍ୟାଟ୍ରିନାଙ୍କ ଏହି ଭିଡିଓକୁ ଫ୍ୟାନ ବେଶ ପସନ୍ଦ କରିଛନ୍ତି । ଏବେ କ୍ୟାଟ୍ରିନା ଟାଇଗର ଥ୍ରୀ ଫିଲ୍ମ ସୁଟିଂ ପାଇଁ ଅଷ୍ଟ୍ରିଆରେ ଅଛନ୍ତି । ଏହା ପୂର୍ବରୁ ସେ ସୁଟିଂ ପାଇଁ ଋଷ ଓ ତୁର୍କୀ ଯାଇଥିଲେ । ଅନେକ ଫିଲ୍ମରେ ସଲମାନ ଖାନ ଓ କ୍ୟାଟ୍ରିନା ଯୋଡି ପୂର୍ବରୁ ଦେଖିବାକୁ ମିଳିଛି । ଅଫ ସ୍କ୍ରିନ ହେଉ କି ଅନ ସ୍କ୍ରିନ ଉଭୟଙ୍କ ଯୋଡିଙ୍କୁ ଫ୍ୟାନ ବେଶ ପସନ୍ଦ କରିଥାନ୍ତି । ଏବେ ପୁଣି ଥରେ ଉଭୟ ଫ୍ୟାନଙ୍କୁ ମନୋରଂଜନ କରିବା ପାଇଁ ଆସିବେ । କ୍ୟାଟ୍ରିନା ଯେଉଁଭଳି ଭାବେ ବ୍ୟାୟମ କରୁଥିବା ନଜର ଆସୁଛନ୍ତି , ଟାଇଗର ଥ୍ରୀ ଫିଲ୍କରେ କ୍ୟାଟ୍ରିନାଙ୍କ କିଛି ଆକ୍ସନ ଦୃଶ୍ୟ ଦେଖିବାକୁ ମିଳିପାରେ ।

Leave A Reply

Your email address will not be published.