ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ପୌର ଫଇସଲା: କିଏ ଜିତିଲା କେଉଁଠି?

0

ଆସିଛି ପୌର ଫଳାଫଳ । ଗାଁରେ ପରେ ସହରରେ ବି ହୋଇଛି ଶଙ୍ଖନାଦ । ସହରର କୋଣ ଅନୁକୋଣରେ ଶଙ୍ଖ ବାଜିଛି । ପୌର ନିର୍ବାଚନରେ ମଧ୍ୟ ଶାସକ ବିଜେଡିର ଦବଦବା ଦେଖିବାକୁ ମିଳିଛି । ୧୦୬ ପୌରାଧ୍ୟକ୍ଷ ଆସନରୁ ବିଜେଡି ୭୬ଟି ଆସନରେ ବିଜୟୀ ହୋଇଥିବା ବେଳେ ୧୬ଟି ଆସନରେ ବିଜେପି ବିଜୟୀ ହୋଇଛି । ସେହିପରି କଂଗ୍ରେସ ୭ଟି ଆସନରେ ଓ ସ୍ୱାଧୀନ ପ୍ରାର୍ଥୀ ୯ଟି ଆସନରେ ବିଜୟୀ ହୋଇଛି । ଆସନ୍ତୁ ଜାଣିବା କେଉଁ ଆସନରେ କିଏ ବିଜୟୀ ହୋଇଛି ।
ଦେବଗଡ଼
ଦେବଗଡ଼ ପୌରପରିଷଦ : ବିଜେଡ଼ିର ଶାନ୍ତିମଞ୍ଜରୀ ଦେବୀ ବିଜୟୀ
ଢେଙ୍କାନାଳ
ଭୁବନ ଏନଏସି: ବିଜେଡିର ଶୁଭେନ୍ଦୁ ସାହୁ
କାମାକ୍ଷାନଗର ଏନଏସି: ବିଜେଡିର ଧର୍ମାନନ୍ଦ ପରିଡା
ଢେଙ୍କାନାଳ ପୌରାଧ୍ୟକ୍ଷ: ବିଜେପି ପ୍ରାର୍ଥୀନୀ ଜୟନ୍ତୀ ପାତ୍ର ବିଜୟୀ
ଗଜପତି
ପାରଳାଖେମୁଣ୍ଡି ପୌରପାଳିକା: ବିଜେଡିର ନିର୍ମଳା ସେଠୀ ବିଜୟୀ
କାଶୀନଗର ଏନଏସି: ବିଜେଡିର କେ.ସୁଧାରାଣୀ
ଗଞ୍ଜାମ
ବୁଗୁଡା ଏନଏସି: ବିଜେଡି ପ୍ରାର୍ଥୀ ଚିତ୍ରସେନ ପ୍ରଧାନ
ଖଲ୍ଲିକୋଟ ଏନଏସି: ବିଜେଡିର ନିରଞ୍ଜନ ବେହେରା
କୋଦଳା ପୌରାଧ୍ୟକ୍ଷ: ବିଜେପିର ସୂର୍ଯ୍ୟନାରାୟଣ ନାହାକ
ଛତ୍ରପୁର ପୌରାଧ୍ୟକ୍ଷ:ବିଜେପି ପ୍ରାର୍ଥିନୀ ଶର୍ମିଷ୍ଠା ପ୍ରଧାନ
ଗଞ୍ଜାମ ଏନଏସି: ସ୍ୱାଧୀନ ପ୍ରାର୍ଥିନୀ ପ୍ରତିଭା ପାଢୀ
ଭଞ୍ଜନଗର ଏନଏସି: ବିଜେଡିର ଗୋପବନ୍ଧୁ ମହାପାତ୍ର
ସୋରଡ଼ା ଏନଏସି: ବିଜେଡିର ଶିବଶଙ୍କର ପଣ୍ଡା
ପୋଲସରା ଏନଏସି: ବିଜେଡିର ସଙ୍ଗୀତା ବେହେରା
ପୁରୁଷୋତ୍ତମପୁର ଏନଏସି: ସ୍ୱାଧୀନ ପ୍ରାର୍ଥୀ ପ୍ରିୟଙ୍କା ଗୌଡ଼
କବିସୂର୍ଯ୍ୟନଗର ଏନଏସି: ବିଜେଡିର ଏସ.ଲକ୍ଷ୍ମୀ ସେଠୀ
ଆସ୍କା ଏନଏସି: ବିଜେଡିର ବିନିତା ସ୍ୱାଇଁ
ଗୋପାଳପୁର ଏନଏସି: ବିଜେଡିର ଏ.ଜାନକୀ ରାମ
ଦିଗପହଣ୍ଡି ଏନଏସି: କଂଗ୍ରେସର ପ୍ରଫୁଲ୍ଲ ପଣ୍ଡା
ହିଞ୍ଜିଳିକାଟୁ : ବିଜେଡିର ସୁବାଷ ଚନ୍ଦ୍ର ପଲେଇ
ବେଲଗୁଣ୍ଠା ଏନଏସି: ବିଜେଡିର ଫିରୋଜ କୁମାର ସେଠୀ
ରମ୍ଭା ଏନଏସି: ବିଜେପିର ମାନସୀ ସ୍ୱାଇଁ
ଚିକିଟି: ବିଜେଡିର ଦୀପା ସାହୁ
ଜଗତସିଂହପୁର
ଜଗତସିଂହପୁର ପୌରପାଳିକା: କଂଗ୍ରେସର ଅର୍ଚ୍ଚନା ସିଂ
ପାରାଦୀପ ପୌରପାଳିକା: ବିଜେଡିର ବସନ୍ତ ବିଶ୍ୱାଳ
ଯାଜପୁର
ଯାଜପୁର ପୌରପାଳିକା: ବିଜେଡିର ରଞ୍ଜୁଲତା ହୋତା
ବ୍ୟାସନଗର ପୌରପାଳିକା; ବିଜେଡିର ସଙ୍ଗୀତା ପିଙ୍ଗୁଆ
ଝାରସୁଗୁଡା
ବେଲପାହାଡ ପୌରପାଳିକା: କଂଗ୍ରେସର ନିମାଁଇ ଚରଣ ପଣ୍ଡା
ବ୍ରଜରାଜନଗର ପୌରପାଳିକା: ବିଜେଡିର ଯାଜ୍ଞସେନି ଓରାମ
ଝାରସୁଗୁଡା ପୌରପାଳିକା: ବିଜେଡିର ରାଣୀ ହୋତା
ସୁନ୍ଦରଗଡ଼
ସୁନ୍ଦରଗଡ଼ ପୌରପାଳିକା: ବିଜେପିର ତନୟା ମିଶ୍ର
ବୀରମିତ୍ରପୁର ପୌରପାଳିକା: ବିଜେଡିର ସନ୍ଦୀପ ମିଶ୍ର
ରାଜଗାଙ୍ଗପୁର ପୌରପାଳିକା: ବିଜେଡିର ମାଧୁରୀ ଲୁଗୁନ
ସମ୍ବଲପୁର
ରେଢାଖୋଲ ଏନଏସି: ବିଜେପି ପ୍ରାର୍ଥୀ ଶିବରାମ ସାହୁ
କୁଚିଣ୍ଡା ଏନଏସି: ବିଜେଡିର ପ୍ରଦ୍ୟୁତ କୁମାର ମହାନ୍ତି
ସୁବର୍ଣ୍ଣପୁର
ବିନିକା ଏନଏସି: ବିଜେଡିର ସୁବାସ ଭୋଇ
ତରଭା ଏନଏସି: ବିଜେଡିର ବନ୍ଦିତା ନାୟକ
ସୋନପୁର ପୌରପାଳିକା: ବିଜେଡିର ତମସା ତମସ୍ମିତା ନାୟକ
ରାୟଗଡ଼ା
ରାୟଗଡା ପୌରପାଳିକା: ବିଜେଡିର ପି ମହେଶ ପଟ୍ଟନାୟକ
ଗୁଡାରି ଏନଏସି: ବିଜେଡିର ଶର୍ମିଷ୍ଠା ଶବର
ଗୁଣୁପୁର ପୌରପାଳିକା: ସ୍ୱାଧୀନ ପ୍ରାର୍ଥୀ ମମତା ଗୌଡ଼
ପୁରୀ
କୋଣାର୍କ ଏନଏସି: ବିଜେଡିର ସଂଯୁକ୍ତା ତ୍ରିପାଠୀ
ନିମାପଡା ଏନଏସି: ବିଜେଡ଼ିର ସସ୍ମିତା ସାହୁ
ପିପିଲି ଏନଏସି: ବିଜେଡିର ସେକ୍ ବାବୁ
କନ୍ଧମାଳ
ଜି.ଉଦୟଗିରି ଏନଏସି: ବିଜେଡିର ଭାନୁପ୍ରଭା ମିଶ୍ର
ବାଲିଗୁଡା ଏନଏସି: ବିଜେଡିର ଗୋବିନ୍ଦ ପ୍ରଧାନ
ଫୁଲବାଣୀ ପୌରପାଳିକା: ବିଜେପିର ସ୍ମିତାରାଣୀ ମହାନ୍ତି
ନୂଆପଡ଼ା
ନୂଆପଡ଼ା ଏନଏସି: ସ୍ୱାଧୀନ ପ୍ରାର୍ଥୀ ରୂପେ ମହମ୍ମଦ ଆଦମ
ଖରିଆର ଏନଏସି: କଂଗ୍ରେସର ଉଜ୍ୱଳ ଗୁପ୍ତା
ଖରିଆର ରୋଡ଼୍ ଏନଏସି: ବିଜେପିର ସୋନିଆ ଜୈନ୍‌
ନବରଙ୍ଗପୁର
ଉମରକୋଟ ପୌରପାଳିକା: ବିଜେଡିର ରାଧା ଭଦ୍ରା
ନବରଙ୍ଗପୁର ପୌରପାଳିକା: ବିଜେପିର କୁନୁ ନାୟକ

ନୟାଗଡ଼
ନୟାଗଡ଼ ପୌରପାଳିକା: ବିଜେଡିର ନିରୁପମା ଖଟେଇ
ଦଶପଲ୍ଲୀ ଏନଏସି: ସ୍ୱାଧୀନ ପ୍ରାର୍ଥୀ ପୁନମ ପ୍ରିୟଦର୍ଶୀନି
ରଣପୁର ଏନଏସି: ବିଜେଡିର ରଙ୍ଗୀନ ମହାନ୍ତି
ଖଣ୍ଡପଡ଼ା ଏନଏସି: ସ୍ୱାଧୀନ ପ୍ରାର୍ଥୀ ଆରତି ପ୍ରଧାନ
ମୟୁରଭଞ୍ଜ
ବାରିପଦା ପୌରପାଳିକା: ବିଜେଡିର କୃଷ୍ଣାନନ୍ଦ ମହାନ୍ତି
କରଞ୍ଜିଆ ଏନଏସି:ବିଜେଡିର ପପି ପୃଷ୍ଟି
ରାଇରଙ୍ଗପୁର ପୌରପାଳିକା: ବିଜେଡିର ଅଭିଷେକ ପଟ୍ଟନାୟକ
ଉଦଳା ଏନଏସି: ବିଜେପିର ପ୍ରମିଳା ପଣ୍ଡା
ମାଲକାନଗିରି
ବାଲିମେଳା ଏନଏସି: ବିଜେପିର ପ୍ରଦୀପ କୁମାର ନାୟକ
ମାଲକାନଗିରି ପୌରପାଳିକା: ବିଜେଡିର ମନୋଜ ବାରିକ
କୋରାପୁଟ
ଜୟପୁର ପୌରପାଳିକା: କଂଗ୍ରେସର ନରେନ୍ଦ୍ର କୁମାର ମହାନ୍ତି
କୋରାପୁଟ ପୌରପାଳିକା: ବିଜେଡିର ଲଲାଟ ରଞ୍ଜନ ସେଠୀ
କୋଟପାଟ ଏନଏସି: କଂଗ୍ରେସର ଏସ ଶଙ୍କର ରାଓ
ସୁନାବେଡ଼ା ପୌରପାଳିକା: ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ପାତ୍ର
ଖୋର୍ଦ୍ଧା
ଖୋର୍ଦ୍ଧା ପୌରପାଳିକା: ବିଜେଡିର କନକ ଲକ୍ଷ୍ମୀ ମହାନ୍ତି
ଜଟଣୀ ପୌରପରିଷଦ: ବିଜେଡିର ଅନନ୍ତ ବେହେରା
ବାଲୁଗାଁ ଏନଏସି: ବିଜେଡିର ସୁକାନ୍ତି ପାଇକରାୟ
ବାଣପୁର ଏନଏସି: ବିଜେଡିର ମିଟୁ ନାୟକ
କେନ୍ଦ୍ରାପଡ଼ା
କେନ୍ଦ୍ରାପଡା ପୌରପାଳିକା: ବିଜେଡିର ସରିତା ସାହୁ
ପଟ୍ଟାମୁଣ୍ଡାଇ ପୌରପାଳିକା: ବିଜେଡିର ହେମନ୍ତ ସାହୁ
କଳାହାଣ୍ଡି
ଭବାନୀପାଟଣା ପୌରପାଳିକା: ବିଜେଡିର ସଂଯୁକ୍ତା ବେହେରା
ଜୁନାଗଡ଼ ଏନଏସି: ବିଜେପିର ମୁକେଶ କୁମାର ଅଗ୍ରୱାଲ
ଧର୍ମଗଡ଼ ଏନଏସି: ବିଜେପିର ଅଶୋକ ମହାନ୍ତି
କେସିଙ୍ଗା ଏନଏସି: ବିଜେଡ଼ିର ନୃପରାଜ ଯାଦବ
ଅନୁଗୁଳ
ଅନୁଗୁଳ ପୌରପାଳିକା: ବିଜେଡିର ଅକ୍ଷୟ ସାମନ୍ତ
ତାଳଚେର ପୌରପାଳିକା: ବିଜେଡିର ପବିତ୍ର ଭୁତିଆ
ଆଠମଲ୍ଲିକ ଏନଏସି: ବିଜେଡିର ଆଶା କୁମାରୀ ସାହୁ
ବଲାଙ୍ଗୀର
ବଲାଙ୍ଗୀର ପୌରପାଳିକା: ବିଜେଡିର ଲିକା ସାହୁ
ଟିଟିଲାଗଡ଼ ପୌରପାଳିକା: ବିଜେପିର ମମିତା ଦେବୀ ଜୈନ
କ ।ବାଝିଂ ଏନଏସି: କଂଗ୍ରେସର ବରିୟାମ ସିଂ ସାଲୁଜା
ପାଟଣାଗଡ଼ ଏନଏସି: ବିଜେଡିର ମାନସୀ ବିଶ୍ୱାଲ
ତୁଷୁରା ଏନଏସି: ବିଜେଡିର ଅଜୟ ଜୟସ୍ୱାଲ
ବାଲେଶ୍ୱର
ବାଲେଶ୍ୱର ପୌରପାଳିକା: ବିଜେଡିର କଳ୍ପନା ମାଝୀ
ପଦ୍ମପୁର ଏନଏସି: ବିଜେଡିର ସାବିତ୍ରୀ ବାଗ
ବରପାଲି ଏନଏସି: ସ୍ୱାଧୀନ ପ୍ରାର୍ଥୀ ଦୀନେଶ ଗହିର
ବିଜେପୁର ଏନଏସି: ବିଜେଡିର ସୀତା ବାରିକ
ଭଦ୍ରକ
ଭଦ୍ରକ ପୌରପାଳିକା: ସ୍ୱାଧୀନ ପ୍ରାର୍ଥୀ ଗୁଲମୁକି ଦଲାୱାଜି
ବାସୁଦେବପୁର ପୌରପାଳିକା: ବିଜେଡିର ନିବେଦିତା ବେହେରା
ଚାନ୍ଦବାଲି ଏନଏସି: ବିଜେଡିର ଶାନ୍ତି ସେଠୀ
ବୌଦ୍ଧ
ବୌଦ୍ଧଗଡ଼ ଏନଏସି: ବିଜେଡିର ମୃତ୍ୟୁଞ୍ଜୟ ମି
ଶ୍ର

Leave A Reply

Your email address will not be published.