ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଜିତୁଙ୍କ ୧୩୪ କୋଟିର ସଂପତ୍ତି ଇଡି ହାତରେ

0

ଭୁବନେଶ୍ୱର: ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କୁ ଇଡି ବା ପ୍ରବର୍ତ୍ତନ ନିର୍ଦେଶାଳୟ ଘେରିଛି। ବୁଧବାର ତାଙ୍କ ଘର ଉପରେ ଚଢାଉ କରି ଇଡି ଅଧିକାରୀମାନେ ୧୩୩ କୋଟି ଟଙ୍କାର ସ୍ଥାୟୀ ଜମା ଓ ୬୯ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ଜବତ କରିଛନ୍ତି। ବେଆଇନ ଖଣି କାରବାର ଓ ମନି ଲଣ୍ଡ୍ରିଂ ଏବଂ ଆର୍ଥିକ ଅନିୟମିତତା ଅଭିଯୋଗରେ ଏହି ଚଢଉ କରାଯାଇଥିବା ଖବର ମିଳିଛି। ଇଡି ଆହୁରି ତାଙ୍କ ଆକାଉଣ୍ଟ ଯାଞ୍ଚ କରିବା ସହିତ କାଗଜପତ୍ର ଓ କମ୍ପ୍ୟୁଟର ହାର୍ଡଡିସ୍କ ଯାଞ୍ଚ କରୁଛି।

ଗତକାଲି ସକାଳେ ଶ୍ରୀ ପଟ୍ଟନାୟକଙ୍କ ଭୁବନେଶ୍ବର ସୂର୍ଯ୍ୟନଗର ଓ ଯୋଡାର ସାଇମନ୍ଦିର ସନ୍ନିକଟ ଘର ସମେତ ମୋଟ ୪ଟି ସ୍ଥାନରେ ଇଡି ଚଢାଉ କରିଥିଲା। ୨୦୦୯ ମସିହାରେ ଚମ୍ପୁଆରୁ ଶ୍ରୀ ପଟ୍ଟନାୟକ ନିର୍ବାଚିତ ହୋଇଥିଲେ। ତାଙ୍କ ନାମରେ ଇଡି ନିଜ ଆଡୁ ମାମଲା ରୁଜୁ କରିଥିଲା।

Leave A Reply

Your email address will not be published.