ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବାବାଙ୍କୁ ସୁନାମୁକୁଟ ଦେଲେ ଭକ୍ତ

0

ଶିରିଡି: ମହାରାଷ୍ଟ୍ର ଶିରିଡିରେ ଥିବା ସାଇବାବାଙ୍କୁ ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତି ଗୋଟିଏ ସୁନା ମୁକୁଟ ପ୍ରଦାନ କରିଛନ୍ତି। ସତୀଶ ପ୍ରଭାକର ନାମକ ୫୭ବର୍ଷୀୟ ଏହି ବ୍ୟକ୍ତି ୩୬ଲକ୍ଷ ୯୮ ହଜାର ଟଙ୍କା ମୂଲ୍ୟରେ ଏହି ମୁକୁଟ ଦେଇଛନ୍ତି। ଏହାର ଓଜନ ୭୭୦ ଗ୍ରାମ୍ ଓଜନ ହେବ ବୋଲି କୁହାଯାଉଛି।

କେବଳ ସେତିକି ନୁହେଁ, ସଂପୃକ୍ତ ବ୍ୟକ୍ତି ୩୩ ହଜାର ଟଙ୍କାର ଗୋଟିଏ ରୂପା ଥାଳି ମଧ୍ୟ ଦାନ କରିଥିବା ଶିରିଡି ସାଇବାବା ମନ୍ଦିରର ପରିଚାଳନା ଟ୍ରଷ୍ଟର ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର କହିଛନ୍ତି।ଗୁରୁବାର ଦିନ ପ୍ରଭାକର ବାବାଙ୍କୁ ଉଭୟ ମୁକୁଟ ଓ ଥାଳି ପ୍ରଦାନ କରିଥିଲେ। ଗତ ମାସରେ ହାଇଦ୍ରାବାଦର ଜଣେ ୮୦ ବର୍ଷୀୟ ଡାକ୍ତର ମନ୍ଦିର ଟ୍ରଷ୍ଟକୁ ୩୩ ଲକ୍ଷ ଟଙ୍କା ମୂଲ୍ୟର ଏକ ସୁନା ମୁକୁଟ ଦାନ କରିଥିଲେ।

Leave A Reply

Your email address will not be published.